Browsing author

SATYA SANDHANA DESK

କାଲି ଠିକ,ଆଜି ମାନସିକ ରୋଗୀ !

ଭୁବନେଶ୍ୱର,୭/୬(ଏସଏସନିଉଜ) କାଲି ଠିକଠାକ ଥିଲା । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ପେଡି ଖୋଲିଥିଲେ ।ଆଜି ଏକ ଭିଡିଓ ଜାରିକରି ନିଜର ମାନସିକସ୍ଥିତି ଠିକ୍ ନଥିବାରୁ କେଉଁ କଥା କେତେବେଳେ କହୁଛନ୍ତି ଜାଣି ପାରୁ ନାହାଁନ୍ତି ବୋଲି କହିଛନ୍ତି ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଗତକାଲି ଅଭିଯୋଗ ଆଣିବା ପରେ ଆଜି ଠାରୁ ହଠାତ୍ ସେ ଛୁଟିରେ ଚାଲି ଯାଇଛନ୍ତି ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନକ […]

ତିନି ହଜାର ଟଙ୍କାପାଇଁ ଧରାପଡିଲେ ପୋଲିସ ବାବୁ

ବ୍ରହ୍ମପୁର, ୭/୬(ଏସଏସନିଉଜ) ତିନି ହଜାର ଟଙ୍କା ଲାଞ୍ଚ ନେଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ଏଏସ୍‌ଆଇ ଶ୍ରୀ ରାଉତ ଅଭିଯୋଗକାରୀଙ୍କୁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯୋଜନାମୁତାବକ ଭିଜିଲାନ୍ସ ହାତ‌ରେ ଧରାପଡ଼ିଥିଲେ ।ପାଣ୍ଡି ସମ୍ମୁଖରେ ଥିବା ଏକ ପାନ ଦୋକାନ ନିକଟରେ ଶ୍ରୀ ରାଉତ ଆଜି ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ […]

ଛିନତାଇ ଘଟଣାରେ ଧରାହେଲେ ୩

ଜଟଣୀ, ୭/୬(ଏସଏସନିଉଜ)ଜଟଣୀ ଥାନା ପୋଲିସ ଏକ ଛିନତାଇ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛନ୍ତି । ସେମାନେ ହେଲେ ମିଲୁ ଓରଫ ଲିପୁନଦାସ,ଗୁଡୁ ଓରଫ ଅଭିଷେକ ମହାପାତ୍ର ଓ ପ୍ରତାପଭୋଇ ।ସେମାନଙ୍କଠାରୁ ପୋଲିସ ବାଜାଜ ପଲସର,ଆପାଜି,ଲାପଟପ,୪୬ଟି ମୋବାଇଲଫୋନ ଜବତ କରିଛି । ସୂଚନା ଯୋଗ୍ୟ ଯେ, ଗତ୩ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ନିଜ ପତ୍ନୀଙ୍କ ସହ ହରିଭାଇନା ଛକରୁ ଜଟଣୀ ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଷଣ୍ଢପୁର ନିକଟରେ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତ ଏକ […]

ଟିକେଟ୍ କିଣିଲେ କଟକ ମେୟର

କଟକ,୭/୬(ଏସଏସନିଉଜ) କଟକ ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ହେବ । ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜିଠାରୁ ମ୍ୟାଚ ପାଇଁ ସକାଳ ୧୦ ଟାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ମଙ୍ଗଳବାର ଏବଂ ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ […]

ପୂର୍ବତନସରପଞ୍ଚଙ୍କ ସହ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୭/୬(ଏସଏସନିଉଜ) ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ବଚସାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଘଟିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।    

ପୁଣି ଲାଗିଲା ମାଓ ପୋଷ୍ଟର

ମାଲକାନଗିରି ,୭/୬(ଏସଏସନିଉଜ) ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମାଓ ପୋଷ୍ଟର ଉଲ୍ଲେଖ ରହିଛି ।ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ବିରୋଧ,ପୁଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରିବା ସାହ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ […]

ବଦଳିଲେ ମୁକ୍ତାକାଶ ଜେଲର

ବାରଙ୍ଗ,୭/୬(ଏସଏସନିଉଜ)ଜାମୁଝରି ସ୍ଥିତ ବିଜୁପଟନା ୟକ ମୁକ୍ତାକାଶ କାରାଶ୍ରମ ରେ କାର୍ଯ୍ୟରତ ଜେଲର ସ୍ମିତା ମହାନ୍ତି ଙ୍କର ଏଠାରୁ ବଦଳି ହୋଇଛି ।ସେ ନିମାପଡା ସ୍ଥିତ ସବ ଜେଲକୁ ଜେଲର ରୂପେ ବଦଳି ହୋଇଛି ।ତାଙ୍କ ସ୍ଥାନରେ ବାଙ୍କୀ ସବ ଜେଲର ଜେଲର ଅଶୋକ କୁମାର ବେହେରାଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ।ବର୍ତ୍ତମାନ କରାଶ୍ରମରେ ୨୮ଜଣ ଅନ୍ତେବାସୀ କଏଦୀ ଥିବାବେଳେ ୧୯ଜଣ ଛୁଟିରେ ରହିଛନ୍ତି ।କରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଜଣେ ଅଧିକ୍ଷକ,ଜଣେ ଜେଲର,ଦୁଇଜଣ ଆସିଷ୍ଟାଣ୍ଡ […]

ଭଦ୍ରକରେ ୧ଘଣ୍ଟିଆ ରେଳରୋକ

ଭଦ୍ରକ, ୭/୬(ଏସଏସନିଉଜ) ଭଦ୍ରକରେ ୧ଘଣ୍ଟିଆ ରେଳରୋକ ହୋଇଯାଇଛି ।ଭଦ୍ରକରୁ ୧୯୯୭ ମସିହାରୁ ଡିଏମୟୁ ଭୁବନେଶ୍ବରକୁ ଯାତ୍ରା କରି ଆସୁଥିଲା ।କିନ୍ତୁ ପରେ ଡିଏମୟୁ ମେମୁକୁ ରୂପାନ୍ତରିତ ହବାସହ ଗତ ଜାନୁୟାରୀ ମାସ ୬ତାରିଖରୁ ଏହି ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିତ କରାଯାଇଛି । ଟ୍ରେନର ଗତିପଥ ସମ୍ପ୍ରସାରଣ ଫଳରେ ଭଦ୍ରକରୁ ଯାତାୟତ କରୁଥିବା ଯାତ୍ରୀମାନେ ଏବେ ସିଟ ନପାଇ ହଇରାଣ ହେଉଛନ୍ତି ।ଯାହାଫଳରେ ଟ୍ରେନର ସମ୍ପ୍ରସାରଣକୁ ବିରୋଧକରି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସହ ଜିଲ୍ଲାବାସୀ ରେଳରୋକ କରିଥିଲେ […]

ମୁଖ୍ୟମନ୍ତ୍ରୀ କିଣିଲେ ବାରବାଟୀ ଟି-୨୦ ପ୍ରଥମ ଟିକଟ

ଭୁବନେଶ୍ୱର, ୭/୬(ଏସଏସନିଉଜ) କଟକ ବାରବାଟୀରେ ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ନବୀନ ନିବାସରେ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକଟ ପ୍ରଦାନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ସହିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୀପକ ସିଂହ ଓ ଉପସଭାପତି ଅନିମେଷ […]

ମଙ୍ଗଳବାର କିପରି କାଟିବ ଜାଣନ୍ତୁ ଆଜିର ରାଶିଫଳ

ମଙ୍ଗଳବାର୨୦୨୨ ମସିହା ଜୁନ ମାସ ୭ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦ ଘ୮/୧୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୦/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୯,ମକର ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଦିବା ଘ୮/୧୨ ଗତେ ନାରୀକେଳ (ନଡିଆ) ଭକ୍ଷଣ ନିଷେଧ। 🐏ମେଷ👉ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। 🐮ବୃଷ👉ନୂଆ ବ୍ୟବସାୟ […]