Browsing author

SATYA SANDHANA DESK

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଜୁନ ମାସ ୬ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ , ସୁର୍ୟୋଦୟ-ପ୍ରାତଃ ଘ୫/ ୧୦/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୧୮,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଦିବା ଘ୬/୫୧ ଗତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ […]

ପ୍ରେମିକର ଉନ୍ମତ୍ତ କାଣ୍ଡ

ନୀଳଗିରି,୫/୬(ଏସ ଏସ ନିଉଜ)ଏକତରଫା ଭଲ ପାଇଥିବା ପ୍ରେମିକ ଉନ୍ମତ୍ତ କାଣ୍ଡ ଭୁଆଇଛି ।ନିର୍ବନ୍ଧ ପାଇଁ କନ୍ୟା ଘରକୁ ଆସିଥିବା ବର ପକ୍ଷଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବାକୁ ପଛାଇନାହିଁ ।ଜଣେ ସହଯୋଗୀ ସହ ଭୁଜାଲି ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିବାକୁ ପଛାଇନାହିଁ ।ଏମା ନଙ୍କ କାର୍ଯ୍ୟରେ ବିତୃଷ୍ନା ହୋଇ ଗାଁ ଲୋକେ ଦୁଇ ଯୁବକଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି ।ଯାହାଫଳରେ ଭୟରେ ବରପକ୍ଷ ଫେରିଯାଇ ଥିବା ସୂଚନା ମିଳିଛି ।

ଲଗାଇଲେ ଗଛ

ଚନ୍ଦ୍ରଶେଖରପୁର,୫/୬(ଏସ ଏସ ନିଉଜ)କଳାରାହଙ୍ଗ ଠାରେ ଥୁବା ବିଶ୍ଵପ୍ରସିଦ୍ଧ ମହିମା ଧର୍ମଗବେଷଣା ପରିସରରେ ଆଜି ବିଶ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ମହିମା ସନ୍ଥ ରମେଶ ବାବାଙ୍କ ଦ୍ୱାରା ଆଜି ବିଶ୍ଵ ପରିବେଶଦିବସ ଉପଲକ୍ଷେ ସବୁଜ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମାଜସେବୀ ଅଧ୍ୟାପକ ବସନ୍ତ କୁମାର ମହାପାତ୍ର ଶ୍ରୀଅ°ଜନ କୁମାର ଜେନା, ଶ୍ରୀ ଅର୍ଜୁନ କୁମାର ମହାରଣା ,ଭୀମଭୋଇ ବିକାଶ ପରିଷଦ଼ର ସଭାପତି ଲକ୍ଷ୍ମିଧର ଜେନା ,ଶ୍ରୀ ସଂଜୟ କୁମାର ପତି […]

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୫/୬(ଏସ ଏସ ନିଉଜ) ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଗୁରୁତର କିଡନୀ ସମସ୍ୟା ସହ ବାମ ଆଖିରେ ସଂକ୍ରମଣ ହୋଇଛି। ଏଥିପାଇଁ ଗତ ୧୪ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ସହ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆ ମନ୍ତ୍ରୀଙ୍କ ନୁଆ ବିଭାଗ 

ଭୁବନେଶ୍ବର,୫/୬(ଏସଏସନିଉଜ)ରାଜ୍ୟମନ୍ତ୍ରୀମଣ୍ଡଳରେ ଅଦଳବଦଳ ସହ ନୁଆ ମନ୍ତ୍ରୀମାନେ ଦାୟିତ୍ ଗ୍ରହଣ କରିଛନ୍ତୁ ।ଜାଣନ୍ତୁ ନବୀନଙ୍କ ଟିମ୍ ରେ କାହାକୁ ମିଳିଛି କେଉଁ ବିଭାଗ । କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ। ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର ରଣେନ୍ଦ୍ର ପ୍ରତାପ ସ୍ୱାଇଁ-  କୃଷି,ମତ୍ସ୍ୟ ଓ ପଶୁସମ୍ପଦ ପ୍ରମିଳା ମଲ୍ଲିକ- ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ଉଷା ଦେବୀ- […]

ନବୀନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୫/୬(ଏସ ଏସ ନିଉଜ)ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ନବୀନଙ୍କ ନୂଆ ଟିମ୍ ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥ ନେଉଛନ୍ତି ।ନବୀନଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ କ୍ୟାବିନେଟ୍‌ ମନ୍ତ୍ରୀ – 1-ଜଗନ୍ନାଥ ସାରକା (କ୍ୟାବିନେଟ୍‌ ମନ୍ତ୍ରୀ) 2-ନିରଞ୍ଜନ ପୂଜାରୀ (କ୍ୟାବିନେଟ୍‌ ମନ୍ତ୍ରୀ) 3-ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କ୍ୟାବିନେଟ୍‌ ମନ୍ତ୍ରୀ) 4-ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ) 5-ପ୍ରଫୁଲ୍ଲ ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ) 6-ତାପ ଦେବ (କ୍ୟାବିନେଟ୍‌ ମନ୍ତ୍ରୀ) 7- ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ୍‌ ମନ୍ତ୍ରୀ) 8-ପ୍ରମିଳା […]

ଆଜିର ରାଶିଫଳ

ଶୀତଳ ଷଷ୍ଠୀ ,ଆରଣ୍ୟକ ଷଷ୍ଠୀ ଓ ସ୍କନ୍ଧ ଷଷ୍ଠୀ,ରବିବାର୨୦୨୨ ମସିହା ଜୁନ ମାସ ୫ ତାରିଖ, ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୦/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୮,ମେଷ ରାଶିର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ। 🐏ମେଷ👉 ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି […]

ମନ୍ତ୍ରୀମଣ୍ଡଳରେ ହେବ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୪/୬(ଏସଏସନିଉଜ)ମନ୍ତ୍ରୀମଣ୍ଡଳରେ ହେବ ବଡ ଧରଣର ଅଦଳବଦଳ । ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଫୋନ କଲ୍ ଯାଇଛି।ସେମାନଙ୍କ ମଧ୍ୟରେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର , ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଇସ୍ତଫା ଦେଇଛନ୍ତି ।ଏହାଭିତରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି। ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏଭଳି ସମୟରେ ନିଜର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି […]

ଆଜିର ରାଶିଫଳ

🔱ଶିବ ବିବାହୋତ୍ସବ🔱 ଶନିବାର୨୦୨୨ ମସିହା ଜୁନ ମାସ ୪ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋ ଦୟ-ପ୍ରାତଃ ଘ୫/୧୦/ ୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୮/୩୦,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ ଭକ୍ଷଣ ନିଷେଧ। 🐏ମେଷ👉ଘରର ସବୁ କାମ ସହଜରେ ପୂରା ହେବ। ଓକିଲ ଙ୍କୁ ନୂଆ ମକଦ୍ଦମା ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନ କୁ ଯିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। 🐮ବୃଷ👉କାମ କରିବା […]

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର,୩/୬(ଏସ ଏସ ନିଉଜ)ବ୍ରହ୍ମପୁର ଜେଲ୍‌ର ବିଚାରାଧୀନ କଏଦୀ ମିଟୁ ବେହେରାଙ୍କ MKCGରେ ମୃତ୍ୟୁ ହୋଇଛି । ସକାଳେ ବ୍ରହ୍ମପୁର ଜେଲରେ ଅସୁସ୍ଥ ପରେ ଚିକିତ୍ସା ପାଇଁ MKCG ଅଣାଯାଇଥିଲା । ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।ତେବେ ପୋଲିସ ମାଡ଼ରେ ମିଟୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ।