ଗିରଫ ହେଲେ କୋଟିପତି ସରକାରୀ ବାବୁ
ମାଲକାନଗିରି,୧୬/୩(ଏସଏସନିଉଜ) ୬ମାସ ତଳେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇଆସିଥିବା ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓ ଙ୍କ ମାଲକାନଗିରି ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ସ୍ଥିତ ପୈତୃକ ବାସଭବନ ଓ ବିଶାଖାପାଟଣାରେ ଥିବା ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଗତକାଲି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ନବରଙ୍ଗପୁର ସ୍ଥିତ ଏଲଆଇସି ଅଫିସ ନିକଟରେ ଥିବା ଦୁଇଟି […]