ଚାଲିଗଲେ ସ୍ମୃତି…
ବାରଙ୍ଗ ,୨୮/୧୨(ଏସଏସନିୟୁଜ) ନା ଥିଲା ସ୍ମୃତିରଞନ ।ଡାକନାମ ଆଶୁତୋଷ ସହ ଭିକି ।ସମସ୍ତଙ୍କ ସହ ମିଶିଯାଉଥିଲା ।ଅଳ୍ପ କଥା ହେବା ସହ କାହା କଥାକୁ ଧରୁନଥିଲା ।ସମସ୍ତଙ୍କ ସହତାର ଭଲ ସର୍ମ୍ପକ ରହିଥିଲା ।ଶାରରିକ ଅସୁସ୍ଥତା ଯୋଗୁ ଚିକିସ୍।ଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା ।ଯାହା ସମସ୍ତଙ୍କୁମର୍ମାହତ କରିଥିଲା ।କମ ବୟସରେ ଯୁବ ବସ ମାଲିକ ଚାଲିଯାଇଥିବାରୁ ସମସ୍ତଙ୍କ ମନରେ ଦୁଃଖ ରହିଥିଲା । ଯୁବ ବସମାଲିକଙ୍କ ଦେହାନ୍ତର ଖବରପାଇ ମଙ୍ଗଳବାରଦିନ ତାଙ୍କର ସ୍ମୃତିଚାରଣ ପାଇଁ […]