ଆଜିର ରାଶିଫଳ
ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୧୭ ତାରିଖ ୨୦୨୧ ମସିହା(ରବିବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ,ନକ୍ଷତ୍ର- ଶତଭିଶା,ଗର୍ଭଣା ସଂକ୍ରାନ୍ତି,ଦ୍ୱାଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର ଓ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର ରାତ୍ରି ଘ ୦୪-୩୪ମିଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ […]