Browsing author

SATYA SANDHANA DESK

ଲା ଗଣେଶନ ହେଲେ ମଣିପୁର ନୂଆ ରାଜ୍ୟପାଳ

ଈୁୁବନେଶ୍ୱର,୨୨/୮(ଏସଏସନିୟୁଜ) ଲା ଗଣେଶନ୍ ହୋଇଛନ୍ତି ମଣିପୁରର ନୂତନ ରାଜ୍ୟପାଳ । ରାଜ୍ୟପାଳଭାବେ ଲା ଗଣେଷନ୍‌ଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି ।ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ । ପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ ଓ ତାମିଲନାଡୁ ବିଜେପିର ସଭାପତି ଥିଲେ ।

କଏଦୀ ବାନ୍ଧିଲେ ରାକ୍ଷୀ

ବାରଙ୍ଗ,୨୨/୮(ଏସଏସନିୟୁଜ) ପବିତ୍ର ରାକ୍ଷୀପୁର୍ଣିମା ଅବସରରେ ଜାମୁଝରିସ୍ଥିତ ମୁକ୍ତାକାଶକାରାଶ୍ରମ ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା କାରାମଙ୍ଗଳଅଧିକାରି ସଂଗ୍ରାମକେଶରୀମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଅଖିଳଭାରତୀୟ ମାରୱାଡି ମହିଳା ସମ୍ମିଳନୀଭୁବନେଶ୍ୱରଶାଖା ଓ ଦାତବ୍ୟଫାଉଣ୍ଡେସନର ସଦସ୍ୟମାନେ ଯୋଗଦେଇଥିଲେ ।ଏହି ସଦସ୍ୟାମାନେ ଅନ୍ତେବାସୀମାନଙ୍କୁ ଗାମୁଛା ପ୍ରଦାନ କରିବା ସହ ରାକ୍ଷୀବାନ୍ଧବାପରେ ମିଠା ଖୁଆଇବାକୁ ଦେଇଥିଲେ । କରୋନାକଟକଣା ମଧ୍ୟରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପୁଜାରାଣିସାହୁ,ସୈାରଭସାହୁ,ସାସ୍ୱତିପିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ୫୯ଜଣ ଅନ୍ତେବାସୀଙ୍କୁ ରାଖି ବାନ୍ଧିଥିଲେ ।ଅଧିକ୍ଷକ ସ୍ମିତାମହାନ୍ତି,ଆଇନଜିବୀ ସୁକାନ୍ତକୁମାରସାହୁ ଙ୍କ ଉପସ୍ଥିତରେ ଏହାକୁ […]

ଛୁଟିରେ ମୁଖିଆ … ଆସୁନି ରାଧା…

ବାରଙ୍ଗ,୨୨/୮(ଏସଏସନିୟୁଜ)ଶୁକ୍ରବାରଠାରୁ ଆସୁନି ରାଧା । କର୍ମଚାରୀମାନେ ଖୋଜିଥିଲେ ମଧ୍ୟ ଧରାଦେଇନାହିଁ । ରାଧା ହେଉଛି ନନ୍ଦନକାନନ ସିଂହସଫାରୀରର ଆକର୍ଷଣୀୟ ସିଂହି । ଶୁକ୍ରବାରଦିନ ପର୍ଯ୍ୟଟକମାନଙ୍କୁ ମନୋରଞନ କରି ସଫାରୀ ଜଙ୍ଗଲରେ ରହିଯାଇଛି ଯେ, ଆଉ ସଫାରୀ ଖୁଆଡକୁ ଫେରିନାହିଁ ।ଅନ୍ୟପଟେ କର୍ମଚାରୀମାନେ ଶନିବାରଖୋଜି କାମସାରିଦେଇ ବସୁଛନ୍ତି ।କାରଣ ଜନ୍ତୁବିଭାଗ ମୁଖିଆ ଛୁଟିରେ ଯାଇଥିବାରୁ ରାଧାକୁ ଖୋଜିବା କାମ ବନ୍ଦ ରହିଥିବାର ଜଣାପଡିଛି । ପ୍ରକାସ ଯେ,ଗତବର୍ଷମାର୍ଚ୍ଚ୧୫ରୁ ଦୀର୍ଘ ଦେଢବର୍ଷ ବନ୍ଦରହିବାର ବ୍ୟବଧାନ ପରେ ଗତ୧୬ତାରିଖରେ ପର୍ଯ୍ୟଟକମାନଙ୍କ ମନୋରଞନ […]

ଗାନ୍ଧିଜୀଙ୍କ ପ୍ରତିମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ବାରଙ୍ଗ,୨୨/୮(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ସାନମୁଣ୍ଡଳି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସରେ ଅନାବରଣ ହୋଇଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତୀକୁ କେହି ଦୁର୍ବୁତ ଭାଙ୍ଗିଦେଇଛନ୍ତି । ଶନିବାର ବିଲମ୍ବିତ ରାତ୍ରରେ କେହି ଅଜଣା ଦୃର୍ବୁତ ଗାନ୍ଧିଜୀଙ୍କ ପ୍ରତିମୂର୍ତୀକୁ ଭାଙ୍ଗି ଦେଇଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ।ଦୁର୍ବୁତମାନଙ୍କର ଏହି କାର୍ଯ୍ୟକୁ ବାରଙ୍ଗ ଅଂଚଳର ସଚେତନଶୀଳ ନାଗରିକମାନେ ଘୋର ନିନ୍ଦା କରିଛନ୍ତି ।ଗ୍ରାମ୍ୟକମିଟିର ସଦସ୍ୟମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ବିଷୟରେ ରବିବାରଦିନ ଗୋଡିସାହିଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୩ ତାରିଖ ୨୦୨୧ ମସିହା(ସୋମବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ନକ୍ଷତ୍ର- ଶତଭିଶ.ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍.ପାଣିକଖାରୁ ବୋଇତିକାଖରୁ ଭକ୍ଷଣ ନିଷେଧ । ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ […]

ଆଜିର ଅନୁଚିନ୍ତା

⚜ ମାଆ ଠାରୁ ବେଶି ପାଏ ଯିଏ ଭଲ ଡାହାଣୀ ଯେ ତାକୁ କହି, ଦୂରେଇ ରହିବ ତା’ ଠାରୁ ସର୍ବଦା ମିଛ ସତ କହି ⚜ବିଶ୍ବାସ, ଇଜ୍ଜତ ଓ ଜବାବ ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ ଦୁନିଆ ଆମକୁ ନିଶ୍ଚିତ ସମ୍ମାନ ଦେବ । ⚜ ନିଜ ଜୀବନକୁ କାହା ସହିତ ତୁଳନା କରନ୍ତୁ ନାହିଁ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ସମାନତା ନାହିଁ, ତଥାପି ଦୁହେଁ ନିଜ ନିଜ ସମୟରେ […]

ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ

୧-ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ । ୨-ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି ୩-କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି […]

ଗହ୍ମାପର୍ବରେ ନଡିଆ ଲଢେଇ

ସାକ୍ଷୀଗୋପାଳ,୨୨/୮(ଏସଏସନିୟୁଜ) ଗହ୍ମାପୂ୍‌ର୍ଣ୍ଣମୀରେ ସାକ୍ଷୀଗୋପାଳର ବିଭିର୍ଣ ସ୍ଥାନରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା […]

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ

ଭୁବନେଶ୍ୱର,୨୨/୮(ଏସଏସନିୟୁଜ) ଗତକାଲି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବର୍ଷୀୟାନ ନେତା କଲ୍ୟାଣ ସିଂହଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଜୁଲାଇ ୪ ତାରିଖରେ ସେ ଗୁରୁତର ହୋଇ ପଡିବାରୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା […]

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର, ୨୨/୮(ଏସଏସନିୟୁଜ)କେନ୍ଦୁଝର ଜିଲ୍ଲା କାରାଗାରରେ କୀର୍ତ୍ତନ କିଷାନ(୬୭) ନାମକ ଜଣେ ବିଚାରାଧୀନ କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ହୋଇଛି। ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ୨୦୧୮ ଡିସେମ୍ବର ୧୨ତାରିଖରୁ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଶନିବାର ଚା ପିଇବାକୁ ଗ୍ଲାସ ନେଉଥିବା ବେଳେ ଗୋଡ ଖସି ଯିବାରୁ ପଡିଯାଇଥିଲେ । ମୁଣ୍ଡ ପଛପଟ କାନ୍ଥରେ ମାଡ଼ ହୋଇ ରକ୍ତଶ୍ରାବ ହୋଇଥିଲା । ଚିକିସ୍‌ାପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ […]