ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଅଭିଯୋଗ
ଅନୁଗୁଳ,୨/୮(ଏସଏସନିୟୁଜ) ଗୁଣି ସନ୍ଦେହରେ ଗାଁର ଲୋକମାନେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଭଳି ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ ଘଟିଛି । ରବିବାର ଦିନ ବୁଧୁରାମ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳିପାରିନାହିଁ । ଏ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗତ ୩ମାସ ତଳେ ଏକଭୋଜିରେ ଆଦିବାସୀ ସାହିର୩ଜଣ ବୁଧୁରାମ […]