Browsing author

SATYA SANDHANA DESK

ନଈରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା,୧୪/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବୃଦ୍ଧା ନଈରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଛି। ଜଗନ୍ନାଥପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ପୁରସ୍ତମ ଧଳ ଅନ୍ୟ ଜଣେ ମହିଳା ଙ୍କ ସହ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ ଟାଣି ନେଇଯାଇଥିବା ଗ୍ରାମବାସୀ ଖବର ପାଇ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏଁ ସନ୍ଧାନ […]

ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’। ୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ। ୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୫-ରାଜ୍ୟରେ ଲାଗାତାର ୨ୟ […]

ଆଜିର ରାଶିଫଳ

ଜୁନ ମାସ ୧୪ ତାରିଖ ୨୦୨୧ ମସିହା(ସୋମବାର),ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ, ପ୍ରଥମ ରଜ, ମିଥୁନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଓ ବେଲ ଭକ୍ଷଣ ନିଷେଧ । ମେଷ:=ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ, ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ, ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: =ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ […]

ଆଜିର ଅନୁଚିନ୍ତା

➡️ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,, ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,। ➡️ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି । ➡️ ଦୁଃଖ ସହିବା ବାଲା ଆଗକୁ […]

କେହି ଆସିଲେନାହିଁ ,ସରପଂଚ କଲେ ଶବଦାହ

ବାରଙ୍ଗ୧୩/୬(ଏସଏସନିୟୁଜ)କୋରୋନା ମହାମାରୀର ଏହି କରାଳ କାଳରେ ପରିବାର ଓ ଆତ୍ମୀୟ ସ୍ଵଜନ୍ୟ ପାଖ ମାଡୁ ନଥିବାବେଳେ ଯୁବ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କ ଦ୍ଵାରା ଜଣେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ଘଟଣା ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ଖଇରାପଡା ଗ୍ରାମର ତଅପୋଇ ବେହେରା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶନିବାର ବିଳମ୍ୱିତ ରାତ୍ରୀରେ ମୃତ୍ୟୁ କରିଥିଲେ।କୋରୋନା ରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ବନ୍ଧୁବାନ୍ଧବ କିମ୍ବା ପଡୋଶୀ କେହିବି ତାଙ୍କ ପରିବାରର […]

ସଟଡାଉନର ସୁଯୋଗରେ ମୋବାଇଲ ଦୋକାନରୁ ଚୋରୀ

ଚନ୍ଦ୍ରଶେଖରପୁର,୧୩/୬(ଏସଏସନିୟୁଜ) ଇନଫୋସିସ ଥାନା ଅଧିନସ୍ଥ ଶ୍ରୀଖରଚଣ୍ଡୀ ନଗର ପାଖ ମୁଖ୍ୟରାସ୍ତା ପାଶ୍ୱର୍ରେଥିବା ଦୁଇଟି ମୋବାଇଲ ଦୋକାନରୁ ସଟ ଡାଉନର ସୁଯୋଗନେଇ ଶନିବାର ରାତିରେ ଚୋରୀ ହୋଇଥିବାର ଜଣାପଡିଛି ।ଚୋରମାନେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ମୋବାଇଲ ସମେତ ମୋବାଇଲ ଆସୋସେରିଜ ନେଇ ଯାଇଛନ୍ତି ।ଦୋକାନ ମାଲିକ ଶ୍ରିକାନ୍ତ ପ୍ରଧାନ ସକାଳୁ ଦୋକାନ ଦେଖିବାକୁ ଆସିଥିବାବେଳେ ତାଙ୍କ ଦୋକାନ ସମେତ ଅନ୍ୟଏକ ଦୋକାନ ରୁ ଚୋରୀହୋଇଥିବାର ଜାଣିବାକୁ ପାଇଥିଲେ ।ଥାନାରେ ଅଭିଯୋଗ କରିବାପରେ ପୋଲିସ ଆସି ତଦନ୍ତ […]

ଓଟିଡିସି ଆରମ୍ଭ କଲା ପିଠା ଅନ୍ ହ୍ୱିଲ୍‌

ଭୁବନେଶ୍ୱର୧୩/୬(ଏସଏସନିୟୁଜ) କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଓଡ଼ିଶାର ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ […]

ଶାଳୀକୁ ହତ୍ୟାକରି ଫିଙ୍ଗିବା ସହ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୁ ଧରିଲା ପୋଲିସ

କେନ୍ଦୁଝର,୧୩/୬(ଏସଏସନିୟୁଜ) ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ହେବାର ୫ ଦିନ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ଓ ନିଜ ଶାଳୀ ଓ ଶାଶୁଙ୍କ ସହ ୭ ତାରିଖରେ ଜଙ୍ଗଲକୁ ଯାଇଥିଲା । କୌଣସି କଥାକୁ ନେଇ ଶାଳୀ ସହ ରୁପର ଝଗଡ଼ା ହୋଇଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୂପ ସିଂ ତା ଶାଳୀକୁ ଆକ୍ରମଣ […]

ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ ଟିଏମସିରେ ମିଶିବେ !

କୋଲକାତା,୧୩/୬(ଏସଏସନିୟୁଜ) ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ବିଜେପି ଛାଡ଼ି ମୁକୁଲ ରୟ ମିଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ, ଜଣେ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ ଉତ୍ତର ୨୪ ପ୍ରଗଣାରେ ବୈଠକ ଡାକିଥିବା ବୈଠକରେ ବିଜେପି ଛାଡ଼ିବାକୁ ଥିବା ୩ ବିଧାୟକ ଯୋଗନଦେବାସହ ମୁକୁଲ ରୟଙ୍କୁ ପ୍ରଶଂସା କରିଛନ୍ତି । […]

ସାଇବର ଜାଲରେ ପଡିଲେ ଯୁବ ଡାକ୍ତର

କେନ୍ଦ୍ରାପଡ଼ା ,୧୩/୬(ଏସଏସନିୟୁଜ) ସାଇବାର ଜାଲରେ ପଡିଲେ ଯୁବ ଡାକ୍ତର । ୧୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ । ଏହିଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ାମ୍ବିଳା ଗାଁରେ ଘଟିଛି । ଟଙ୍କା ଡବଲ କରିବାକୁ ଲୋଭ ଦେଖାଇଥିଲେ ଏହି ସାଇବର ଠକ । ଯାହାର ଶିକାର ହୋଇଛନ୍ତି ଯୁବ ଡାକ୍ତର ଓ ସାଇବର ଲୁଟେରା ଲୋଭ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଠକିନେଇଛନ୍ତି ।ସେ ହେଉଛନ୍ତି ରାଜକନିକା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଯୁବ ଡାକ୍ତର ବାଦଲ […]