ଥମିଲା ସଂକ୍ରମଣର ଗତି ,ଚାଲିବ ୧୦୦ଟି ଟ୍ରେନ୍
ଭୁବନେଶ୍ୱର,୮/୬(ଏସଏସନିୟୁଜ) ଦେଶରେ କରୋନା ସଂକ୍ରମଣର ମାତ୍ରା କମିବାସହ ଧୀରେ ଧୀରେ ସ୍ୱାଭାବିକ ଆଡକୁ ସ୍ଥିତି ଗତି କରୁଛି । ଏହିରି ମଧ୍ୟରେ ଭାରତୀୟ ରେଳ ପୁଣି ଥରେ ନୂତନ ଟ୍ରେନ୍ ଆରମ୍ଭ କରିବାକୁ ଚିନ୍ତା କରୁଛି । ଆଗାମୀ କିଛି ଦିନ ମଧ୍ୟରେ ରେଳ ୧୦୦ଟି ଟ୍ରେନ୍ ଆରମ୍ଭ କରିବ । ରେଲଓ୍ୱେ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ସୁନୀତ ଶର୍ମା କହିଛନ୍ତି ଯେ କରୋନା ସମୟରେ ମଧ୍ୟ ଦେଶରେ ୮୮୯ ଟ୍ରେନ୍ ଚଳାଚଳ କରୁଥିଲା । […]