ଦିବ୍ୟାଙ୍ଗ ମହିଳାଙ୍କ ଗଳା କାଟି ହତ୍ୟା
ଶେରଗଡ଼, ୫/୬ (ଏସ୍ଏସ୍ନିୟୁଜ) ସେରଗଡ଼ ଥାନା ଅର୍ନ୍ତଗତ ସୁନାତର ଓ ସୁବଳୟାପଲ୍ଲୀ ଶଙ୍ଖ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗାରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଗଳା କାଟି ବିଭତ୍ସ ଭାବେ ହତ୍ୟା କରାଯାଉଛି।ମୃତ ମହିଳା ହେଉଛନ୍ତି ଡେଙ୍ଗାପରର ମାର୍କଣ୍ଡ ନାଇକଙ୍କ ସ୍ତ୍ରୀ ମଞ୍ଜୁଳା ନାଇକ। ସେ ମାନସିକ ବିକୃତ ଥିବା ବେଳେ ଗତକାଲି ରାତିରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି । ଖବରପାଇ ସେରଗଡ଼ ପୋଲିସ ଓ ସାଇଣ୍ଟିଫି ଟିମ ସହ ଆସି ତଦନ୍ତ କରିବା […]