Browsing category

ବାଣିଜ୍ୟ

ଭାଷଣ ବେଳେ ଭୁଶୁଡିଲା ମଞ୍ଚ

ଖବର ଆଜିରତାରିଖ ୦୧-୧୧-୨୦ ରବିବାର । ୧-କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା ହାଇଦ୍ରାବାଦ, ମୁମ୍ବାଇ ପରେ ୩ଟି ଦଳକୁ ନେଇ ସସପେନ୍ସ । ୨-ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ୩-ନଭେମ୍ବରରେ ସ୍କୁଲ୍ ଖୋଲିବା ନେଇ ସରକାର ଠୋସ୍ ନିଷ୍ପତ୍ତି ଜଣାଇଲେ ନାହିଁ। ୧୫ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା […]

ଲୌହମାନବଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ

ଖବର ଆଜିର,ତାରିଖ ୩୧/୧୦/୨୦ ଶନିବାର ୧-ପଞ୍ଜାବର ବିଜୟଧାରାରେ ଲାଗିଲା ବ୍ରେକ୍, ୭ ଓ୍ୱିକେଟରେ ଜିତିଲା ରାଜସ୍ଥାନ । ୨-ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ? ୩-ଭାରତରେ ସଂପୂର୍ଣ୍ଣ ଋପେ ବନ୍ଦ ହେଲା ‘ପବଜି’, କମ୍ପାନୀ ପକ୍ଷରୁ ଦିଆଗଲା ସୂଚନା । ୪-ଆମେରିକା ନିର୍ବାଚନ ଦେଶରେ ନାଗରିକ ଅଶାନ୍ତି ଆଣିବ: ଜୁକେରବର୍ଗ । ୫-କଟକର ଐତିହାସିକ […]

ଚଳିତ ବର୍ଷ ହେବନି ଐତିହାସିକ ବାଲିଯାତ୍ରା ମହୋତ୍ସବ, ବୋଇତ ବନ୍ଦାଣ ଓ ଧବଳେଶ୍ବର ପିଠରେ ବଡ ଓଷା ବନ୍ଦ ପାଇଁ ନିଷ୍ପତି

କଟକ :-୩୦/୧୦(ଏସଏସଏନ୍) ଚଳିତବର୍ଷ କଟକ ରେ ହେବନି ଐତିହାସିକ ବାଲିଯାତ୍ରା ।ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୁଚନା ଦେଇଛନ୍ତି । ଖାଲି ବାଲିଯାତ୍ରା ନୁହେଁ ଚଳିତ ବର୍ଷ  କାର୍ତ୍ତୀକ ପୁର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ମଧ୍ୟ ବାରଣ ଅଛି । ତାସହିତ ଧବଳେଶ୍ବରଙ୍କ ବଡ ଓଷା ବନ୍ଦ ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।  କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ଏଭଳି ନିଷ୍ପତି ନିଆଯାଇଛି  । କୌଣସି ପରିସ୍ଥିତିରେ ଏହି […]

ଆଜି ଦିନସାରାର ଖବର

ଆଜି ଦିନସାରାର ଖବର ସଂକ୍ଷେପରେ,ତାରିଖ : ୩୦/୧୦/୨୦୨୦ (ଶୁକ୍ରବାର) ??ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ। ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ??ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଶୀତରେ ବି ଥମିବାର ନାଁ ନେଉ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ କହିଛି ଲଦାଖରେ ହାଡଭଙ୍ଗା ଶୀତରେ ଯବାନଙ୍କୁ ସୁରକ୍ଷିତ ରଖିବା ତଥା ଏହାର ମୁକାବିଲା କରିବା […]

ଚମକିଲେ ସୂର୍ଯ୍ୟକୁମାର

ଖବର ଆଜିର,ତାରିଖ ୨୯/୧୦/୨୦ ଗୁରୁବାର। ୧-ଚମକିଲେ ସୂର୍ଯ୍ୟକୁମାର,ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ମାତ୍ ଦେଲା ମୁମ୍ଵାଇ ଇଣ୍ଡିଆନ୍ସ, ଓଚଖରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ କଲା ଡିଫେଣ୍ଡିଂ ଚାମ୍ପିଅନ । ୨-କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ ୧୬ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୩-ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା […]

ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର

ଭୁବନେଶ୍ବର ,୨୮/୧୦(ଏସ ଏସ ନିୟୁଜ )ଆଜିଠାରୁ କାମ କରିବ ନାହିଁ ଇଣ୍ଡେନ ସିଲିଣ୍ଡର ବୁକିଂର ପୁରୁଣା ନମ୍ବର।ଇଣ୍ଡେନ ଏବେ ତା ଉପଭୋକ୍ତାଙ୍କୁ ଏସଏମଏସ ଜରିଆରେ ମେସେଜ ପଠାଇ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଗ୍ରାହକଙ୍କୁ ସେମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏହି ତଥ୍ୟ ପଠାଯିବ। ଏହା ସହ ଗ୍ୟାସ ବୁକିଂର ନୂଆ ନମ୍ବର ମଧ୍ୟ ସେୟାର କରାଯିବ। ଇଣ୍ଡେନ ଗ୍ୟାସ ଉପଭୋକ୍ତା ହୋଇଥିଲେ ୭୭୧୮୯୫୫୫୫୫ରେ କଲ୍ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ହେବ।ଯଦି ଫୋନ […]

ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର

ଆଜିର ଖବର,ତାରିଖ – ୨୮/୧୦/୨୦୨୦(ବୁଧବାର) ୧. ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍ ୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍ ୫ ନିର୍ଦ୍ଦେଶାବଳି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ୨. ବୈଜୟନ୍ତ-ବାହାମାସ୍ ଲିଙ୍କ୍ ନେଇ ଗର୍ଜିଲା ‘ପାଥ୍’ । ୩. ଭାରତ-ଆମେରିକା ୨+୨ ବୈଠକ, ଯେ କୌଣସି ବିପଦ ପାଇଁ ଭାରତ ସହ ରହିଛୁ: ପମ୍ପିଓ । ୪. ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷକ […]

ବାପା ପେଟରେ ପବଜୀ ଛୁରୀ

ଖବର ଆଜିର,ତାରିଖ ୨୭/୧୦/୨୦ ମଙ୍ଗଳବାର। ୧-ବାପା ପେଟରେ ପବଜୀ ଛୁରୀ । ପବଜୀ ଖେଳ ପାଇଁ ବାପାକୁ ଛୁରୀ ଭୁସିଦେଲା ପୁଅ ।–ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ୨-ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ୩-ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ବିଶ୍ରାମ । ୩ ଫର୍ମାଟର ମଙ୍ଗ ଧରିଲେ ବିରାଟ କୋହଲି । ୪-ପ୍ରଚାର […]

ଓଡ଼ିଶାରେ ବି ଟିକା ରାଜନୀତି

ଖବର ଆଜିର,ତାରିଖ ୨୬/୧୦/୨୦ ସୋମବାର। ୧-ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ । ୨-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୩-ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ? ୪-ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା […]

ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର। ୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ । ୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । ୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ । ୪-ଚୀନ୍ […]