Browsing category

ବାଣିଜ୍ୟ

ବିହାର ନିର୍ବାଚନ- ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା

ଖବର ଆଜିର,ତାରିଖ ୨୩/୧୦/୨୦ ଶୁକ୍ରବାର। ୧-ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ୨-ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍ । ୩-ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା ।ଉଦ୍‌ଘାଟନର ମାତ୍ର ଅଢେଇ ମାସ ମଧ୍ୟରେ ଖରାପ ହୋଇଗଲା ବୁର୍ଲା ରକ୍ତଭଣ୍ଡାର ପ୍ଲାଜମା ଷ୍ଟୋରେଜ ଫ୍ରିଜ। ୪-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଅସାଧୁ ବେପାରିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, […]

କରୋନାର ଚକ୍ରବ୍ୟୁହରେ ଶୁଭୁନି ମନ୍ତ୍ର

ଖବର ଆଜିର,ତାରିଖ ୨୧/୧୦/୨୦ ବୁଧବାର। ୧-ଧାଓ୍ୱନଙ୍କ ଶତକ ବେକାର, ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ। ୨-ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍ ଗିଳି ପକାଏ: ରିପୋର୍ଟ। ୩-କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ । ୪-ଭ୍ୟାକସିନ ନ ଆସିବା ଯାଏଁ ଚଳିବନି ଢିଲାପଣ । କରୋନା ଭ୍ୟାକସିନ ପାଇଁ ଭାରତରେ ଚାଲିଛି କାମ । ଔଷଧ ଯେବେ ଆସିବ, […]

୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ

ଖବର ଆଜି ସକାଳର,ତାରିଖ ୧୯/୧୦/୨୦ ସୋମବାର। ୧-ରୋମାଞ୍ଚକର ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ୨-ଆଇପିଏଲ୍‌ରେ ସୁପର ଓଭର, ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଜିତିଲା କଲକାତା ନାଇଟ୍ ରାଇଡର୍ସ। ୩-ଲଘୁଚାପ ପ୍ରଭାବରେ ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ […]

ଚମକିଲେ ଓଡ଼ିଆ ପୁଅ

ଆଜି ସକାଳର ଖବର ,ତାରିଖ ୧୭/୧୦/୨୦ ଶନିବାର। ୧-କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇଟ୍ଟ। ୨-ଚମକିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ଟପ୍ପର ହେଲେ ରାଉରକେଲାର ସୋଏବ, ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ ।ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ୍‌। ୩-ଆସନ୍ତା ୧୯ରୁ ଆଉ ଏକ ଲଘୁଚାପ !  ଲଘୁଚାପ ଜନିତ ପ୍ରବଳ ବର୍ଷା […]

ୟୁରୋପରେ ଭୟାନକ ହେଲାଣି Covid

ଖବର ଆଜି ସକାଳର,ତାରିଖ ୧୬/୧୦/୨୦ ଶୁକ୍ରବାର। ୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ। ୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। […]

୫ଶହ କୁକୁରକୁ ରିସେପସନ୍ ଭୋଜି

ଖବର ଆଜିର,ତାରିଖ ୧୫/୧୦/୨୦ ଗୁରୁବାର। ୧-ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ଭୁବନେଶ୍ୱର-ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍ ଭୋଜି ଦେଲେ ଦମ୍ପତ୍ତି। ୩-ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ । ୪-ବରମୁଣ୍ଡା ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା : ୪ ଘଣ୍ଟାର ଅପରେସନ,କ୍ୟାବିନ୍ କାଟି ଚାଳକଙ୍କୁ […]

ଆଉ ଦୁଇ ଲଘୁଚାପ ସୃଷ୍ଟି

ଖବର ଆଜି ସକାଳର, ତାରିଖ – ୧୪/୧୦/୨୦୨୦ ୧. ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍ । ୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି । ୩. ଚେନ୍ନାଇ ଚମକ ଫେରିଲା, ସନ୍‌ରାଇଜର୍ସର ପଞ୍ଚମ ପରାଜୟ । ୪. ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ […]

ମୈଦାନକୁ ସିପାହୀ ଛାଡିଲା ହାତ

ଖବର ମଙ୍ଗଳବାର ସକାଳର ,ତାରିଖ ୧୩/୧୦/୨୦ । ୧-ବାଙ୍ଗାଲୋରର ବିଶାଳ ବିଜୟ, ୮୨ ରନରେ ହାରିଲା କୋଲକାତା ନାଇଟ ରାଇଡର୍ସ। ୨-ଗୁଗୁଲ୍ ବ୍ୟବହାକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଆସୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ।ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଗୁଗଲ ସର୍ଚରେ କାହିଁକି ଦେଖାଉଛି ଏଭଳି ତଥ୍ୟ ? ୩-ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୪-ମହଙ୍ଗା […]

ଆଜିର ରାଶିଫଳ

ଅକ୍ଟୋବର ୧୦ ତାରିଖ ୨୦୨୦ମସିହା(ଶନିବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ଅଷ୍ଟମୀ,କନ୍ୟା ରାଶି ର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଆଜିଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ […]

ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର.୧୯/୭(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାର ବ୍ୟାଙ୍କ ଖୋଲିବାର ସମୟସୀମାରେ ପରିବର୍ତନ କରିଛନ୍ତି ।୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ଥିବା ବ୍ୟାଙ୍କ ଖୋଲିବାର ସମୟସୀମାରେ ପରିବର୍ତନ କରିବାପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।ଯାଜପୁର,ଖୋର୍ଦ୍ଧା,କଟକ,ଗଞାମ ଆଦି ୪ଟିଜିଲ୍ଲା ସମେତ ରାଉରକେଲାରେ ଥିବା ବ୍ୟାଙ୍କର ସମୟସୀମା ପରିବର୍ତନ କରିଛନ୍ତି ।ବ୍ୟାଙ୍କଗୁଡିକ ସକାଳୁଆ ଖୋଲିବ ।କରୋନା ସଂକ୍ରାମଣକୁ ରୋକିବାପାଇଁ ସୋମବାରଠାରୁ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲାରହିବ ବୋଲି ନିର୍ଦ୍ଦେଶାନାମା ଜାରିକରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ବ୍ୟାଙ୍କରେ ୫୦ପ୍ରତିଶତ କର୍ମଚାରୀମାନଙ୍କୁ ନେଇ କାମ କରାଯିବାକୁ କୁହାଯାଇଛି […]