Browsing category

ବାଣିଜ୍ୟ

ଏପ୍ରିଲ୧ରେ ୧୦ବ୍ୟାଙ୍କରମିଶ୍ରଣ-ଜାଣନ୍ତୁ ଆପଣଙ୍କ ବ୍ୟାଙ୍କ୍‌ର ସ୍ଥିତି

ଭୁବନେଶ୍ୱର୨୯/୩(ଏସଏସନିୟୁଜ)ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦେଶରେ ବଡ ବ୍ୟାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିର୍ଜଭବ୍ୟାଙ୍କ ଅଫଇଣ୍ଡିଆ(ଆରବିଆଇ) ଏପ୍ରିଲ ୧ମଧ୍ୟ ରାତ୍ରରୁ ୧୦ ସାର୍ବଜନିନ ବ୍ୟାଙ୍କର ମିଶ୍ରଣକୁ ମଞୁରି ଦେଇଛି । ଏହି ଆଧାରରେ ଓରିଏଂଟାଲବ୍ୟାଙ୍କ୍ ଅଫ୍‌କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କଅଫ୍‌ଇଣ୍ଡିଆର ମିଶ୍ରଣ ପଞାବ ନ୍ୟାସ୍‌ନାଲବ୍ୟାଙ୍କ୍‌ରେ ହେବ । ଏହପରି ସିଣ୍ଡିକେଟବ୍ୟାଙ୍କ୍‌ର ମିଶ୍ରଣ କନାରାବ୍ୟାଙ୍କ୍ ସହ ହେବ । ଆନ୍ଧ୍ରାବ୍ୟାଙ୍କ୍ ଓ କର୍ପୋରେସନବ୍ୟାଙ୍କ୍ ର ମିଶ୍ରଣ ୟୁନିୟନ୍‌ବ୍ୟାଙ୍କ୍ ଅଫ୍‌ଇଣ୍ଡିଆରେ କରାଯିବ । ସେହିପରି ଆହ୍ଲାବାଦବ୍ୟାଙ୍କ୍‌ର ବିଲୟ ଇଣ୍ଡିଆନ ବ୍ୟାଙ୍କ୍‌ରେ […]

କରୋନା ମୁକାବିଲା ପାଇଁ ଆରବିଆଇର ପଦକ୍ଷେପ: ଇଏମଆଇ ୩ମାସ କୋହଳ

ଭୁବନେଶ୍ବର:୨୭/୩(ଏସଏସଏନ୍)ବିଶ୍ଵର ଅନେକ ଦେଶ କରୋନା ଭୂତାଣୁ ସହିତ ଲଢ଼ୁଛନ୍ତି। ଦେଶରେ ଲକ୍‌ଡାଉନ ସମୟରେ ଆର୍ଥିକ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଏଥିପାଇଁ ଲୋକଙ୍କୁ ଆଶ୍ଵସ୍ତ କରିବା ଆରବିଆଇର ଲକ୍ଷ୍ୟ ବୋଲି  ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତାଙ୍କୁ ସୁଚନା ଦେଇ କହିଛନ୍ତି   କରୋନା ଭୂତାଣୁ ରେ  ଆର୍ଥିକ ସ୍ଥିରତାକୁ ଗୁରୁତ୍ଵ ଦେଇ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ୭୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିବାବେଳେ ରିଭର୍ସ ରେପୋ ରେଟ୍‌ରେ ୯୦ ବେସିସ […]

କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ

ଭୁବନେଶ୍ବର:୨୧/୩(ଏସଏସଏନ୍) ଜନତା କର୍ଫୁ ପାଇଁ  କାଲି ଦିନକ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ। ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଡିଲର ସଂଘର ନିଷ୍ପତ୍ତି

ସିଲ୍ ହେଲା ବିଗ୍ ବଜାର

ଭୁବନେଶ୍ବର:୨୦/୨(ଏସଏସଏନ୍) ବିଗ୍ ବଜାରରେ ପଡିଲା ତାଲା । ନିଜର ପାର୍କିଙ୍ଗି , ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ନ ଥିବା କାରଣ ରୁ ଆଜି ଭୁବନେଶ୍ବର ମହାନଗର ତରଫରୁ ତାଲା ପକାଇଥିବା ଜଣାପଡିଛି । ପ୍ରକାଶ ଯେ , ପଟିଆ ସ୍ଥିତ ବିଗ୍ ବଜାରରେ ଆଜି ବିଏମସି କମିଶନରଙ୍କ ସହ ବରିଷ୍ଟ ଅଧିକରୀଙ୍କ ଉପସ୍ଥିତରେ ବିଗ୍ ବଜାର ସିଲ୍ କରିଥିବା ସୁଚନା ମିଳିଛି ।

ଜାନୁୟାରୀ ୪ ରୁ ଶିଶିର ସରସ-୨୦୨୦

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ଏଥର ଶିଶିର ସରସ-୨୦୨୦ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋପ୍ରଦର୍ଶନୀ ପଡିଆରେ ଜମାଇବ ଆସର । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିରସରସ ଜାନୁୟାରୀ ୪-୧୪ତାରିଖ ପର୍ଯ୍ୟନ୍ତ ୧୧ଦିନଧରି ଚାଲିବ । ଏହି ମେଳାରେ ପଡିବ ୩୦୦ଟି ଷ୍ଟଲ । ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ସରିଛି ।ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରିବ ।ଉତରପୁର୍ବ ରାଜ୍ୟର ବାଉଁଶ ଶିଳ୍ପ ବ୍ୟବସାୟ,ଘରସଜ୍ଜାଫୁଲ […]

କମିଲା ମୋ ବସ ଭଡା , ଆସନ୍ତା ପହିଲା ରୁ ଲାଗୁ

ଭୁବନେଶ୍ବର: ୨୯/୧୧-ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧ ରୁ  ମୋ ବସ୍ ଭଡା କମ୍ କରାଯାଇଛି । ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି) ର ଭଡା ଡିସେମ୍ବର ୧ରୁ ଜାନୁଆରି ୩୧ ଯାଏଁ  କମାଯିବା ନେଇ କ୍ରୁଟ( କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଥମ ୨ କିମି ପାଇଁ ଆଗରୁ ୮ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିଆଯିବ ବୋଲି ସୂଚନାମିଳିଛି।  ଏସି ବସର ଭଡା […]

ଡିସେମ୍ବରରୁ ବଢିବ ମୋବାଇଲ କଲ୍ ଦର

ଭୁବନେଶ୍ବର:୧୯/୧୧-ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ ମୋବାଇଲ କଲ୍ ଦର । ଯାହା ଏବେ  ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ।ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ । ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ […]