Browsing category

ମହାନଗର

ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ,୬।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ କରଞ୍ଜିଆ ଡିଭିଜନରୁ ଉଦ୍ଧାର ହୋଇଥିବା ୬ବର୍ଷ ର ଅଣ୍ଡିରା ହାତୀ ଛୁଆ ସୋମବାର ଦିନ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗିଛି । ଏହି ହାତୀ ଛୁଆ ଟି ଠିଆ ହେବାକୁ ସକ୍ଷମ ହୋଇପାରୁନଥିବା ସୂଚନା ମିଳିଛି । ଏଠାକୁ ଆସିବା ପରେ ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , କରଞ୍ଜିଆ ଅଧୀନରେ ଥିବା ପୋକାମୁଣ୍ଡା […]

ଏକାଠି ହେଲେ ବରିଷ୍ଠ ନାଗରିକ

ବାରଙ୍ଗ,୫।୧(ଏସଏସନିଉଜ) ବାରଙ୍ଗଆଞ୍ଚଳିକ ବରିଷ୍ଠ ନାଗରିକସଂଘର ବୈଠକ ରବିବାର ଦିନ ବେଲଗଛିଆଠାରେ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ବାରଙ୍ଗବ୍ଲକର ବହୁ ବରିଷ୍ଟ ନାଗରିକମାନେ ଯୋଗଦେଇଥିଲେ। ପୂର୍ବତନ ବାଙ୍କିବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଠକରେ ବରିଷ୍ଟ ନାଗରିକମାନଙ୍କ ତରଫରୁ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବରିଷ୍ଟ ନାଗରିକମାନଙ୍କୁ ୩୫୦୦ ଟଙ୍କା ଭତା ଦିଆଯିବାର ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ବରିଷ୍ଟ ନାଗରିକମାନଙ୍କ ବୟସ ସୀମାରେ […]

ଭାରତରେ ଛନକା

ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା […]

ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି । ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ […]

ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବାରଙ୍ଗ,୩ା୧(ଏସଏସନିଉଜ)ଲୋକ ପଛେ ପଡିକି ମରନ୍ତୁ ,ଆମର ଟଙ୍କା ଦରକାର ।ସବୁ ନୀୟମକୁ ଜଳାଞଳିଦେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳଖେଳିବାକୁ ପଛାନାହାନ୍ତି ବସକର୍ମଚାରୀ ।ପରିବହନବିଭାଗ ନିୟମକୁ ଖୋଲା ଖୋଲିଭାବେ ଉଲଂଘନକରି ଏକ ଘରୋଇଯାତ୍ରୀବାହୀବସ ବାରଙ୍ଗ ରାସ୍ତାଦେଇ ଶୁକ୍ରବାରଦିନ ଯାଉଥିବାର ଦେଖିବାକୁ ମିଳିଥିଲା ।କିଏ ପଛପଟେ ତ କିଏ ଗେଟ୍‌ପାଖରେ ଓହଳିଥିବାର ଦେଖିବାକୁ ମିଳିଥିଲା ।ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶଯେ, ଓଡି ୧୯ଏକ୍ସ ୦୦୯୮ ନମ୍ୱର ସାମଲ ନାମକ ଏକ ଦୁରଗାମୀ […]

ରାସ୍ତାରେ ବ୍ଲକିଂ, ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ

ବାରଙ୍ଗ, ୩।୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ରାତିରେ ବାରଙ୍ଗ ଅଞ୍ଚଳର ମୁଖ୍ୟରାସ୍ତା ଉପରେ ଗାଡିମଟର ଯାଞ୍ଚ କରାଯାଇଛି।ଶୁକ୍ରବାର ସଂଧ୍ୟାରେ ସିଆଇଏସଏଫ ନିକଟରେ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ବ୍ଲକିଂ ବେଳେ ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଲାଇ ଯାଉଥିବା ୧୫ଜଣ ଚାଲକଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ ହୋଇଛି। ଆଗକୁ ଏଭଳି ବ୍ଲକିଂ କରାଯିବ ବୋଲି ଥାନାଧିକାରୀ ବିଶ୍ବରଂଜନ ନାୟକ ଓ କଟକ ଆଂଚଳିକ ପରିବହନ […]

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ନିର୍ଦ୍ଦେଶକ ସହ ଗୃହ ନଗରଉନ୍ନୟନ ବିଭାଗ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏନବିଏସ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ , ଭୂପେନ୍ଦ୍ର ପୁନିଆଙ୍କୁ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ବ ।ଗୃହ ନଗରଉନ୍ନୟନ ବିଭାଗ ସଚିବ ଭାବେ ପ୍ରେମଚନ୍ଦ୍ର ଚୌଧୁରୀ , ବୟନଶିଳ୍ପର ନିର୍ଦ୍ଦେଶକ ଭାବେ ପ୍ରେମଚନ୍ଦ୍ର ଚୌଧୁରୀ, ଟି ୱାପଙ୍ଗ […]

ସପ୍ତାହେ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ବର,୨ା୧(ଏସଏସନିଉଜ)ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବାବେଳେ ପାଗ ଶୁଖିଲା ରହିବା ସହ ବିଭିନ୍ନ ସ୍ଥାନରେ ପାରଦ ଖସିବ । ଯାହାଫଳରେ ସାରା ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଏହାସହ ଆସନ୍ତା ୨୪ ଘଣ୍ଟାରେ ଅନୁଗୋଳ, କନ୍ଧମାଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ ।ତେଣୁଘନକୁହୁଡ଼ି […]

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଜି ଭୁବନେଶ୍ବରରେ ପହଞ୍ଚିଛିଡବଲ-ଡେକର ବସାଏହି ବସରେ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବାକୁଥିବା ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ କରିବେ ।ଏଥିପାଇଁ ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାସ୍ତା ଓ ଗଳିକନ୍ଦି ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହେବାରେ ଲାଗିଛି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବିମାନ […]

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଭୁବନେଶ୍ବର,୨ା୧(ଏସଏସନିଉଜ) ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା ବୋଲି ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେକହିବାସହ ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି ।ତେବେ ରାଜ୍ୟପାଳଙ୍କ […]