Browsing category

ମହାନଗର

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭୁବନେଶ୍ୱର,୨୩ା୧୦(ଲିଙ୍ଗରାଜରାଉତ)ବାତ୍ୟାକୁ ନେଇ ଆଉ ଏକ ବଡ ଖବର ମିଳିଛି । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ […]

ମାଡି ଆସୁଛି ଦାନା

ଭୁବନେଶ୍ବର,୨୩ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଏବେ ବଡଖବର ଆସିଛି ।ଦାନା ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ଭିତରକନିକା-ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ଭିତରେ […]

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା!

ଭୁବନେଶ୍ୱର,୨୧/୧୦(ଏସଏସନିଉ ଜ)ଭୁବନେଶ୍ୱରରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପଟିଆ ଅଞ୍ଚଳରେ ଏକ ନିର୍ମାଣାଧିନ ମନ୍ଦିର ନିକଟରୁ ମିଳିଛି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ । ମୃତକ ପଥରଗାଡ଼ିଆ ଅଞ୍ଚଳର ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି ।ସେ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ ।ସୁଶାନ୍ତ ଗତକାଲି ଅପରାହ୍ନ ୨.୩୦ ମିନିଟରୁ ଘରୁ ବାହାରି ଆସିଥିଲେ ।ଏହାପରେ ତାଙ୍କ ଫୋନ୍ ନଲାଗିବାରୁ ଏନେଇ ପରିବାର ଲୋକେ ଇନ୍ଫୋସିଟି ଥାନାରେ […]

ମାଡିଆସୁଛି ବାତ୍ୟା

ଭୁବନେଶ୍ୱର,୨୨ା୧୦(ଏସଏସନିଉଜ)ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

ହୋଟେଲରେ ବିଜେଡି ପୂର୍ବତନ ବିଧାୟକଙ୍କ ମେଳି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ) ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀମାନେ ମେଳି କରିଛନ୍ତି ।ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଛି ଚର୍ଚ୍ଚା ।ଭୁବନେଶ୍ବରର ଏକ ହୋଟେଲରେ ୭ଜଣ ପରାଜିତପ୍ରାର୍ଥୀ ବୈଠକ କରିଛନ୍ତି ।ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନବିଧାୟକ ଦେବେଶଆଚାର୍ଯ୍ୟ,କଟକସଦରର ପୂର୍ବତନବିଧାୟକ ଚନ୍ଦ୍ରସାରଥୀ ବେହେରା,ପାରାଦୀପ ପୂର୍ବତନ ବିଧାୟକ ସମ୍ବିତରାଉତରାୟ, ଧର୍ମଶାଳାର ପୂର୍ବତନବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନବିଧାୟକ ରୁଦ୍ରପ୍ରତାପ ମହାରଥୀ,ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।ଯାହାକୁ ନେଇ ରାଜନୈତିକ ମହଲରେ […]

ବାତ୍ୟା ପାଇ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଆସୁଛି ବାତ୍ୟା, ସ୍କୁଲବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।ବାତ୍ୟା ଦାନାକୁ ଆଖିଆଗରେ ରଖି ସ୍କୁଲଛୁଟି ଘୋଷଣା କରିଛନ୍ତି ସରକାର ।ବାତ୍ୟାପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁଅଛି ।ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ଜିଲ୍ଲା ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝରରେ ସ୍କୁଲ […]

ମିଛ କନିଆଁକୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଜଣେ ଯୁବକଙ୍କୁ ବାହାକରାଇ ଦେବାପାଇଁ ଠକଜଣଙ୍କ ପ୍ରସ୍ତାବ ଦେଇଥିଲେ।ଉପଯୁକ୍ତ ପାତ୍ରି ସହ ଭିଡିଓ କଲଯୋଗେ କଥାବାର୍ତ୍ତା ବି କରାଇଦେଲେ।ବାହାଘରଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ଭିଡିଓ କଲରେ ମିଛ କନିଆଁ ସହ କଥା ମଧ୍ୟ କରାଇଦେଲେ।ସୋସିଆଲ ମିଡିଆରେ ଦେଖାଚାଁହା,ଫସନ୍ଦ୍,କନ୍ୟା ଦେଖା ସବୁ ଆରମ୍ଭ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଗଲା।ଶେଷରେ ମିଛ କନିଆ ବୋଲି ଜଣାପଡିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା।ଏହିଭଳି ଘଟଣା ଭୁବନେଶ୍ୱର ଭରତପୁର ଥାନା ଅଧୀନରେ […]

ଦାନା ପାରାଦୀପ-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ!

ଭୁବନେଶ୍ବର,୨୧/୧୦(ଏସଏସନିଉଜ)ସାମ୍ଭବ୍ୟ ବାତ୍ୟା ଦାନା ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।ଦାନା ଅତି ଭୀଷଣ ବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ତାଣ୍ଡବରଚିବ ବୋଲି କୁହାଯାଉଛି। ଦାନା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନାଦେଇଛି।ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କକାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ବାତ୍ୟାର ଗତିପଥ ଉପରେ […]

ଆସୁଛି ବାତ୍ୟା ଦାନା

ଭୁବନେଶ୍ୱର,୨୦/୧୦(ଏସଏସନିଉଜ)ଆସୁଛି ବାତ୍ୟା ଦାନା ।ଏହାରପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି ।ବର୍ଷା ପ୍ରଭାବରେ ତଳିଆଅଞ୍ଚଳ ଜଳମଗ୍ନ ହୋଇପାରେ । ଭୁସ୍ଖଳନ ବି ହୋଇପାରେ ।କଚ୍ଚାଘର ପ୍ରଭାବିତ ହୋଇପାରେ ।ବର୍ଷାପବନରେ ଗଛ ବି ଭାଙ୍ଗିପାରେ । ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି।ଏହାର ପ୍ରଭାବ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ଥିବାରୁ ପ୍ରବଳ ବର୍ଷାର ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁଦେଖି […]

୨୩ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୦/୧୦(ଏସଏସନିଉଜ) ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳ ଛୁଇଁବାନେଇ ସମ୍ଭାବନା ରହିଛି । ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ […]