Browsing category

ମହାନଗର

ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ଭୁବନେଶ୍ବର,୧୯/୧୦(ଏସଏସନିଉଜ) ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା ଦେଖାଦେଇଛି ।ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବଡ଼ଗଡ଼ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବିଟକିଜ ଛକରେ ଥିବା ଏକ ସେଲୁନ୍ ଓ ସ୍ପାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଥିଲା।ସେଠାରୁ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ […]

ବସମାଲିକଙ୍କ ମହାନତା

ବାରଙ୍ଗ,୧୯/୧୦(ଏସଏସନିଉଜ) ଶନିବାର ଦିନ ଜଣେ ବସ ମାଲିକ ଯାତ୍ରୀଙ୍କ ଲାପ୍ ଟପ୍ ଓ କିଛି ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ନିଜର ସଚ୍ଚୋଟ ପଣିଆକୁ ପ୍ରମାଣିତ କରିଛନ୍ତି । ବସ ମାଲିକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ସୂଚନା ଯୋଗ୍ୟ ଯେ , ଶୁକ୍ରବାର ଦିନ ବ୍ରହ୍ମପୁର ଅଞ୍ଚଳର ଅଭିଳାଷ କୁମାର ପାତ୍ର ନାମକ ଯୁବକ ନିଜ ସାଙ୍ଗମାନଙ୍କ ସହିତ ନନ୍ଦନକାନନ ଚିଡ଼ିଆଖାନା ବୁଲିବା ପାଇଁ ଆସିଥିଲେ । ନନ୍ଦନକାନନ […]

ଚୌଦ୍ବାରରେ ହେବ ସମନ୍ବିତ ଟେକ୍ସଟାଇଲ ପାର୍କ

ଚୌଦ୍ବାର,୧୯/୧୦(ଏସଏସନିଉଜ)ୱେଲସ୍ପୁନ କମ୍ପାନୀର ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।ବିଜୟ ଓ ବାଳକୃଷ୍ଣ ଗୋଏଙ୍କାଙ୍କ ସହ ମୋହନଙ୍କ ଆଲୋଚନା ହୋଇଛି।ଟେକ୍ସଟାଇଲରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିବା ସହସମ୍ବଲପୁର ନିର୍ଗୁଣ୍ଡିରେ ଖୁବ୍‌ଶୀଘ୍ର ହେବ DI ପାଇପ୍‌ ପ୍ରକଳ୍ପ ହେବା ନେଇ ଜଣାପଡିଛି।

ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ପ୍ରକାଶ ପାଇଛି ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ମହିଳା ଓ ୫ପୁରୁଷ । ସାରା ଓଡ଼ିଶାରେ ଟପ୍ କରିଛନ୍ତି ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ର। ଟପ୍‌ ୧୦ରେ ରହିଛନ୍ତି୧. ଶ୍ବେତାଶ୍ରୀ ମହାପାତ୍ର ୨. ପ୍ରିଙ୍କିଲ ପରବୀନ ପରିଡ଼ା ୩. ଦୀପ୍ତିରଞ୍ଜନ ପତି ତୃତୀୟ୪- ପ୍ରଜ୍ଞା ପାରଙ୍ଗମ୫- ଆଜାଦ ସାହୁ୬- ଦୀପମ ରାଉତ୭- ଦେବବ୍ରତ ଗୌଡ଼୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ୯- କପିଳ କୁମାର ମହାନ୍ତି୧୦- ଅମ୍ରିତା […]

୨୩ରୁ ୨୫ବର୍ଷା-IMDଡିଜି

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ସୂଚନା ଦେଇଛନ୍ତି।ସେ କହିଛନ୍ତି୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ,ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ।୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ।ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ।୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀଜୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କୁହାଯାଇଛି।୨୩ରୁ ୨୫ ମଧ୍ୟରେ […]

ବିଜେଡି ଆଉ ବେଶିଦିନ ନୁହେଁ

ଭୁବନେଶ୍ୱର,୧୯/୧୦(ଏସଏସନିଉଜ) ପଞ୍ଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବଡ଼ ବୟାନ ଦେଇ କହିଛନ୍ତି ବିଜେଡି ଆଉ ବେଶି ଦିନ ରହିବ ନାହିଁ , ସେ ଦଳ ଭାଙ୍ଗିଯିବ।ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ।ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି।ସେ ଦଳ ରହିବ ନାହିଁ , ଏହା ସ୍ପଷ୍ଟ ଜଣା ପଡ଼ିଯାଉଛି।ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ।କଂଗ୍ରେସ ସହିତ ନୁହେଁ ବିଜେପିର ସେ ଦଳ ମିଶିବ।ଯିଏ ଆମ ଦଳକୁ ଆସିବ , […]

ଧକା ଦେଇ ପଳାଇଗଲା ବୁଲେଟ

ବାରଙ୍ଗ, ୧୮/୧୦ (ଏସଏସନିଉଜ) ଫକିରପଡା ଛକରେ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଫକୀରପଡା ଗ୍ରାମ ଭୋଇ ସାହିର ବସନ୍ତ ଭୋଇ(୫୫) ନାମକ ବ୍ୟକ୍ତିଘରୁ ତ୍ରିଶୂଳିଆ ବଜାରକୁ ସାଇକେଲ ଯୋଗେ ଯାଉଥିଲେ।ଫକିରପଡା ଛକରେଓଡି ୦୫ବିକେ ୨୦୨୫ ନମ୍ୱରର ଏକ ବୁଲେଟ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବସନ୍ତଙ୍କ ଡାହାଣଗୋଡ ଉପରେ ବୁଲେଟ ଚଢ଼ିଯିବାରୁ ଗୋଡ଼ଟି ଭାଙ୍ଗି ଯାଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା […]

ଚାଲିଛି ବାଲି ଓ ମୋରମ ଚୋରା ଚାଲାଣ

ବାରଙ୍ଗ,୧୮ା୧୦(ଏସଏସନିଉଜ)ଗତ କିଛିଦିନ ହେବ ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ବାଲି ଓ ମୋରମ ଚୋରାରେ ଚାଲଣ ।ଖଣିବିଭାଗ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି।ସଠିକ୍ ଭାବେ ଚଢ଼ାଉ ହେଉନଥିବାରୁ ବାଲି ଓ ମୋରମ ମାଫିଆମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଯାହାଫଳରେ ଚୋରା ବାଲି ମୋରମର ଉସ୍ ପାଲଟିଛି ବାରଙ୍ଗ ଅଞ୍ଚଳ। ପ୍ରକାଶ ଯେ,ଚଳିତମାସରେ ଖଣି ବିଭାଗ ୩ବାଲି ଓ ୧ମୋରମ ବୋଝେଇ ଗାଡ଼ିକୁ ଜବତ୍ କରିଛି। ଗତ ୩ତାରିଖରେ ଏକ ମୋରମ […]

ଶାଗୁଣା ଅସୁସ୍ଥ ,ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ୧୬|୧୦(ଏସଏସନିଉଜ) ବୁଧବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୮୦ ନମ୍ୱର ଖୁଆଡ ରେ ରହୁଥିବା ଏକ ଭାରତୀୟ ଶାଗୁଣା ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଛି । ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା । ଖୁଆଡରେ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆଜି କର୍ତ୍ତୁପକ୍ଷ ଚିକିତ୍ସା ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନକୁ ଆଣିଛନ୍ତି। ସେଠାରେ ଚିକିତ୍ସକମାନେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। […]

ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର। ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି । ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ […]