Browsing category

ମହାନଗର

ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯।୬(ଏସଏସନିଉଜ)ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସ ସାଟେଲାଇଟ ସେଣ୍ଟର ଉଦଘାଟନ କଲେ । ମାଗଣା ସ୍ବାସ୍ଥ୍ୟ ଶିବିରକୁ ମଧ୍ୟ ଉଦଘାଟନ କରିଛନ୍ତି ।

ପୁଣି BJDରେ ମିଶିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୧୯।୬(ଏସଏସନିଉଜ)ବୁଗୁଡ଼ା ରାଜନୀତିରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି।ବିଜେପି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷା।BJP ଛାଡ଼ି ପୁଣି BJDରେ ମିଶିଲେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି।ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା କହି ବିଜେପି ଛାଡ଼ିଲେ।

କାଲି ଏନ୍‌ଟିଏର ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୧୯।୬(ଏସଏସନିଉଜ)ଆସନ୍ତାକାଲି ସାରାଦେଶରେ ଏନ୍‌ଟିଏର ମକ୍‌ ଡ୍ରିଲ୍‌ ହେବାକୁ ଯାଉଛି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମକ୍‌ ଡ୍ରିଲ୍‌।ଆସନ୍ତା ୨୧ ତାରିଖରେ ନିଟ୍‌ ୟୁଜି-୨୦୨୬ ପୁନଃପରୀକ୍ଷା।୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ।୨ ଲକ୍ଷ ପୋଲିସ୍‌ ଓ ୧୫ ହଜାର ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।ମୋଟ୍‌ ୧.୫ ଲକ୍ଷ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।

ନକଲି ଗୁମାସ୍ତାଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର,୧୯।୬(ଏସଏସନିଉଜ)୫ଦିନରେ ୧୧ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ଭକ୍ତଙ୍କ ଠାରୁ ଟଙ୍କା ନେଉଥିଲେ। ଭକ୍ତଙ୍କୁ ଲୋଭ ଦେଖାଉଥିଲା ବେଳେ ଧରିଛି ପୁଲିସ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା। ଯଦି କିଏ ଟଙ୍କା ନେବ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।

ନାକ ତଳେ ଚୋରି ,ନିଦରେ ଥିଲା ପୋଲିସ !

ବାରଙ୍ଗ,୧୮।୬(ଏସଏସନିଉଜ)ଚୋରି ହେଲା ,ଚୋର ଖସିଗଲା , ହେଲେ ପାଣ୍ଡି ପୋଲିସ ଜାଣିପାରିଲାନି କେମିତି ।ଏଭଳି ଲଜ୍ଜ୍ୟଜନକ ଓ ଦାୟିତ୍ବହୀନ ଚିତ୍ର ଦେଖିବାକୁ ମିଳିଛି ବାରଙ୍ଗଥାନାର ଗୋଡିସାହିଫାଣ୍ଡି ସାମ୍ନାରେ । ଫାଣ୍ଡି ଗେଟ୍ ଠାରୁ ମାତ୍ର ୧୫ଫୁଟ ଦୂରରେଥିବା ପାନଦୋକାନରୁ ପାଖାପାଖି ୩୦ହଜାରରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ସହ ଟଙ୍କା ନେଇ ଫେରାର ଦୃର୍ବୁତ୍ତ।ହେଲେ ପୋଲିସ ନିଘୋଡ଼ନିଦରେ ଶୋଇଥିଲାକି ?ତେବେ ଚୋରିହେଲା ଜାଣିପାରିଲାନି କେମିତି।ରାତି ୧୨ରୁ ୨ଟା ଭିତରେ ଚୋରି ହୋଇଥିବା ପୋଲିସ କହିଥିବା ବେଳେ ଚୋର ଦୋକାନ […]

ବାଜା ବାଣରେ କମ୍ପିଲା ଦେବଦମ୍ପତିଙ୍କ ବାହାଘର

ବାରଙ୍ଗ,୧୮।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିବମନ୍ଦିରରେ ଶିବବିବାହ ଉତ୍ସବ ଗୁରୁବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି।ମନ୍ଦିର ଗୁଡ଼ିକୁ ବିଭିନ୍ନ ପୁଷ୍ପଗୁଛ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଛି। ରତାଗଡର ଜଟେଶ୍ୱର ମନ୍ଦିରରେ କନ୍ୟାପିତା ଭାବେ ଉପେନ୍ଦ୍ର ପଣ୍ଡା ବରପିତା ଭାବେ ବିକାଶ ରାଉତ ଯୋଗଦେଇ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ରାଜଧାନୀ ଉପକଣ୍ଠ ଖଇରାପଡ଼ା ଗ୍ରାମର ଆରାଧ୍ୟ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରଥମ କରି […]

ରେଳ ବ୍ରିଜରେ ଝୁଲୁଥିବା ଦୋଳି ଖୋଲାଗଲା

କଟକ,୧୮।୬(ଏସଏସନିଉଜ)ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳିଲାଗିବା ଦୃଶ୍ୟ ଦେଖିବାକୁ ମିଳିଥିଲା।କେନାଲ ଉପରେ ଯାଇଥିବା ରେଳବ୍ରିଜରୁ ତଳକୁ ଦୋଳିଟି ଓହଲିଥିଲା।ବିପଦପୂର୍ଣ୍ଣ ଭାବେ କେନାଲକୁ ଗାଧୋଇବାକୁ ଯାଇଥିବା ପିଲାମାନେ ଦୋଳି ଖେଳର ମଜା ନେଇଥିଲେ।ଏହି ଖବର ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିବା ସହ ବିଭିନ୍ନ ଖବରକାଗଜ ରେ ଏ ସମ୍ପର୍କିତ ଖବର ଗୁରୁବାର ପ୍ରକାଶ ପାଇଥିଲା।ଏହାପରେ ଭୁବନେଶ୍ଵର ରେଳବାଇ ପୋଲିସର ୩ଜଣିଆ ଦଳଘଟଣାସ୍ଥଳ ପରିଦର୍ଶନ କରି ଦୋଳି ଖୋଲିବା ସହ […]

ରେଳ ବ୍ରିଜରେ ଝୁଲୁଛି ରଜଦୋଳି

କଟକ,୧୭।୬(ଏସଏସନିଉଜ)ରଜ ଆସିଲେ ଦୋଳିଖେଳର କଥା ମନକୁ ଆସେ।କିଏ ଘର ଅଗଣାରେ ତ କିଏ ଆମ୍ବ ତୋଟା,ଗଛ ଡ଼ାଳରେ ଦୋଳି ବାନ୍ଧିଥାଆନ୍ତି ଓ ଏହାର ମଜା ପିଲାମାନେ ଉଠାଇଥାନ୍ତି।କିନ୍ତୁ କଟକ ଜିଲ୍ଲା ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳି ଖେଳ ଦୃଶ୍ୟ ଦେଖିବାକୁ ମିଳିଛି।ବିପଦପୂର୍ଣ୍ଣ ଭାବେ କେନାଲ ଉପରେ ଯାଇଥିବା ରେଳଧାରଣା ବ୍ରିଜରେ ଦୋଳି ଲାଗିଛି।ଦୋଳିଟି ସିଧା ସଳଖ ଭାବେ କେନାଲ ପାଣିକୁ ପାଖାପାଖି ସଂଯୋଗ କରୁଛି।ଗାଧୋଇବାକୁ ଆସୁଥିବା ପିଲାମାନେ ଗାଧୋଇବା ସହ […]

ଚାମେଲିଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୧୬।୬(ଏସଏସନିଉଜ)କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌।ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ।ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା5 ଜାମିନ୍।୩୦ହଜାରଟଙ୍କା ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍।

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୁଲିସ

କଟକ, ୧୫।୬(ଏସଏସନିଉଜ)ଡାକ୍ତରୀଛାତ୍ରୀ ଚନ୍ଦ୍ରିକାଙ୍କଘରେ ପହଁଚିଲା ୪ ଜଣିଆ ବାରଙ୍ଗ ପୁଲିସ ଦଳ। ଗତକାଲିରାତିରେ ବାରଙ୍ଗ ପୁଲିସଦଳ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ସୋମବାର ପୁଣି ବାରଙ୍ଗପୁଲିସ ଗୁଳିରେ ଚନ୍ଦ୍ରିକାଙ୍କଘରେ ପଚରାଉଚରା କରିଛି। ପୁଲିସ ପହଞ୍ଚି ବିଭିନ୍ନଦିଗ ଉପରେ ପଚରାଉଚରା କରିଛି।ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କମଧ୍ୟରେ ଅନ୍ୟ ଯୁବତୀଙ୍କଏଣ୍ଟ୍ରି,ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।ଗତକାଲିରାତିରେ ଚନ୍ଦ୍ରିକାଙ୍କମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ […]