Browsing category

ମହାନଗର

ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

କଟକ,୨୯ା୬(ଏସଏସନିଉଜ)ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟରାଜପଥର ଦେବତାଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । […]

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

  ଭୁବନେଶ୍ୱର,୨୮।୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ […]

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।୩୧୫ ସ୍ପେଶାଲ ଟ୍ରେନ୍ ଚାଲିବ , ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବା୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ କହିଲେ ରେଳ ମନ୍ତ୍ରୀା

୩ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର,୨୮ା୬(ଏସଏସନିଉଜ) ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାର ଆକଳନ କରିଛି ପାଣିପାଗବିଭାଗ ।ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ବହିବ ପବନ। ରାଜ୍ୟର ୨୨ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ନେଇ ସୂଚନା ଦିଆଯାଇଛି। ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ଲାଗିରହିବ କାଳବୈଶାଖୀର ପ୍ରଭାବରୁ ବିଜୁଳି , […]

ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡ଼ି ନଷ୍ଟ ହୋଇଯାଇଛି ।ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡ଼ି ଗୁଡ଼ିକ ପୋତି ହୋଇଯାଇଛି ।ମାଲୟାନାରେ, ପାହାଡ଼ରୁ ବଡ଼ […]

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଗାଡି […]

ମନୋଜଆହୁଜା ହେଲେ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୮।୬(ଏସଏସନିଉଜ) କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନସଚିବ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

ରାଜ୍ୟରେ ହୋଇପାରେ କଲେଜ ନିର୍ବାଚନ

ଭୁବନେଶ୍ଵର,୨୭।୬(ଏସଏସନିଉଜ)ରାଜ୍ୟରେ ହୋଇପାରେ ଛାତ୍ରସଂସଦ ନିର୍ବାଚନ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି। ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟରେଛାତ୍ରସଂସଦ  ନିର୍ବାଚନର ଯଥାର୍ଥତା ରହିଛି।ଏନେଇ ବିଚାର ବିମର୍ଶ ଚାଲିଛି ।ସରକାର ଯାହାବି  ନିଷ୍ପତିନେବେସମାଜର ସକାରାତ୍ମକଦିଗକୁ ଦୃଷ୍ଟିରେ ରଖ୍ ନିଷ୍ପତି  ନବେ।ଛାତ୍ରସଂଗ୍ରଠନ ଦାବି ମହତ୍ତ୍ଵ ତେବେ ଯାହା ଠିକ୍ ହେବ,ସରକାର ନିଷ୍ପତ୍ତି ନେବେ ନେବେ। ୨୦୧୭ରେ ଛାତ୍ରସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେ ବେଳେ ହିଂସାଭଳି ବିଭିନ୍ନ […]

ଆଉ ଦେଖାଦେବନି ସାରା

ବାରଙ୍ଗ,୧୮।୬(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦକାନନର ଅନ୍ୟତମ ଆକର୍ଷଣୀୟ ତଥା ଶୋଭାବଢାଉଥିବା ଜଙ୍ଗଲବାଘୁଣୀ ସାରା ବୁଧବାର ଦିନ ମୃତୁବରଣ କରିଛି।ମୃତ୍ୟୁ ବେଳେକୁ ସାରାକୁ ୧୮ବର୍ଷ୧ମାସ ହୋଇଥିଲା।ସାରାର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭରୁ ୨୦୦୬ ଅକ୍ଟୋବର ୧୮ରେ ମାତ୍ର ପାଞ୍ଚମାସ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନବିହାର ପ୍ରାଣୀଉଦ୍ୟାନକୁ ଅଣାଯାଇ ଥିଲା।ପରେ ପଶୁପକ୍ଷୀ ଅଦଳବଦଳପ୍ରକିୟାରେ ୨୦୦୯ ଏପ୍ରିଲ୧୮ରେ ନନ୍ଦନକାନନକୁ ଅଣାଯାଇ ଥିଲା।ନନ୍ଦନକାନନରେ ରକ୍ତସଂମ୍ପର୍କର ମିଳନରେ ପରିବର୍ତନ କରାଯାଇ ଏକ ନୁଆବଂଶଜ ତିଆରି କରିବାପାଇଁ ସାରାକୁ ନନ୍ଦନକାନନକୁ […]

ବାଇକ-କାର ମୁହାଁମୁହିଁ ଧକ୍କା

ବାରଙ୍ଗ,୨୭ା୬(ଏସଏସନିଉଜ)ଗୁରୁବାର ସକାଳେ ମେଣ୍ଢାଶାଳମେଡିକାଲଛକଠାରେ କାର ସହ ମଟରସାଇ କେଲମୁହାଁମୁହିଁ ଧକ୍କାହେବାରୁ କାର ଓ ବାଇକ ଉଭୟଗାଡି ଭାଙ୍ଗିରୁଜି ଯାଇଥିବାବେଳେ ବାଇକଚାଳକ ଗୁରୁତରଆହତହୋଇଥିବାର ଜଣାପଡିଛି ।ଜାମୁଝରିଗ୍ରାମର ଜଣେ ଯୁବକ ଓଡି-୩୩କେ- ୧୫୫୦ନଂବାଇକ ନେଇ ମେଡିକାଲକୁଆସୁଥିଲେ ।ସେ ବାମପଟରୁ ମେଡିକାଲ ରାସ୍ତାକୁ ଯିବାସମୟରେ ଚନ୍ଦକାପଟରୁଆସୁଥିବା ଏକ ଓଡି-୦୫ୱାଇ-୨୮୯୯ନଂ କାର ସହ ତାଙ୍କର ମୁହାଁମୁହଁ ଧକ୍କାହୋଇଥିଲା ।ଫଳରେ ବାଇକରୁ ଛିଟିକି ବାଇକ ଚାଳକଜଣଙ୍କ ରକ୍ତଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ରାସ୍ତାଉପରେ ପଡିଥିଲେ ।ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି […]