Browsing category

ମହାନଗର

୩୧ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର,୨୮/୭(ଏସଏସନିଉଜ)ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ଏ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ ସି) ।ଭାରତୀୟପାଣିପାଗ ବିଭାଗ ପୂର୍ବାନୁମାନଅନୁସାରେ, ରବିବାର ଆଭ୍ୟନ୍ତରୀଣଓଡ଼ିଶାର ଅଧିକାଂଶସ୍ଥାନରେ ଓ ଉପକୂଳର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।ସୋମବାର ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳବର୍ଷା ଆଶଙ୍କା ଅଛି । ମଙ୍ଗଳବାର ଉତ୍ତରଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଯାଜପୁରରେ ପ୍ରବଳ ବର୍ଷିପାରେ […]

କାନାରାବ୍ୟାଙ୍କ୍ ରୁ ଲୁଟ ଉଦ୍ୟମ

ବାରଙ୍ଗ,୨୬/୭(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ନରାଜ ମାର୍ଥାପୁରଠାରେ ଥିବା କାନାରା ବ୍ୟାଙ୍କ୍ ରୁ ବିଳମ୍ବିତରାତିରେ ଲୁଟ ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଛି।ପୋଲିସ ଅଭିଯୋଗ ପାଇବା ପରେ ସନ୍ଧାନୀକୁକୁର ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ,ଗୁରୁବାର ରାତି ୧.୧୫ମିନଟ ସମୟରେ ମୁହଁରେ ଗାମୁଛାବାନ୍ଧି ଆସିଥିବାଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ୍ ର ଝରକା ଭାଙ୍ଗି ଭିତରକୁ ପଶିଥିଲେ ।ବ୍ୟାଙ୍କର ଦକ୍ଷିଣପାର୍ଶ୍ୱରେ ଥିବା ଝରକାକୁ ଏକ ଶାବଳ ସାହାଯ୍ୟରେ ତାଡି ଦୁର୍ବୁତମାନେ ଭିତରକୁ ପ୍ରବେଶ କରିଥିଲେ ।ଶୁକ୍ରବାରଦିନ ବ୍ୟାଙ୍କ୍ ଖୋଲିବାବେଳେ ଝରକା […]

ରାସ୍ତାରେ ଓଲଟିଲା ଇଟାବୋଝେଇ ମିନିଟ୍ରକ

ମେଣ୍ଢାଶାଳ,୨୬ା୭(ଏସଏସନିଉଜ)ଚନ୍ଦକା-ପିତାପଲ୍ଲୀରାସ୍ତାର ମେଣ୍ଢାଶାଳବଜାରପୁର୍ବରୁ ପଂଚବଟିହୋଟେଲଠାରେ ଶୁକ୍ରବାରଦ୍ୱହିପହର ସମୟରେ ଏକ ମିନିଟ୍ରକ ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଛି ।ଯାହାଫଳରେ ଜଣେଶ୍ରମିକର ମୃତ୍ୟୁଘଟିଥିବାବେଳେ ଚାଳକ ସହ ୩ଜଣଶ୍ରମିକ ଗୁରୁତରଆହତ ହୋଇଛନ୍ତି ।ଚାଳକର ଅବସ୍ଥା ଗୁରୁତରହେଉଥିବାରୁ ତାଙ୍କୁ ଚିକିସ୍‌ାପାଇଁ ରାଜଧାନୀ ଚିକିସ୍‌ାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରକାସ ଯେ,ଶୁକ୍ରବାର ଦ୍ୱିହିପହର ସମୟରେ ଗୋଠପାଟଣାଗ୍ରାମରୁ ଓଡି୦୨-ସିଏଚ୍‌-୧୬୬୫ନଂ ମିନିଟ୍ରକଟି ଇଟାନେଇ ଛତାବର ଆସୁଥିଲା ।ଦ୍ରୁତଗତିରେଆସୁଥିବାରୁ ମିନିଟ୍ରକର ଡାହଣପଟ ପଛଚକ ଫାଟିଯିବାରୁ ଭାରସମ୍ୟହରାଇ ରାସ୍ତା ଉପରେ ଓଲଟିପଡିଥିଲା ।ସେହିସମୟରେ ଇଟା ଉପରେ ବସିଥିବା ବାପିନାୟକନାମକ ଶ୍ରମିକ ଡେଇଁପଡିବାରୁ ଗାଡିତଳେଚାପିହୋଇ […]

ଆସିଲା ରାଜ୍ୟ ବଜେଟ୍

ଭୁବନେଶ୍ବର,୨୫/୭(ଏସଏସନିଉଜ)ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ।ଏହି ମିଶନ […]

ମୃତ ସାମ୍ବାଦିକାଙ୍କ ସ୍ୱାମୀ ଗିରଫ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ରେଳ ଧାରଣାରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପଚରାଉଚରା ପରେ ଗିରଫ କଲା ଧଉଳି ଥାନା ପୋଲିସ।ବାପୁଜୀନଗର ନିକଟ ରେଳଧାରଣାରୁ କାଲି ମିଳିଥିଲା ମୃତଦେହ। ଦୁଇଭାଇ ମିଶିକି ମାରିଦେଇଛନ୍ତି ମୋଝିଅକୁ ବୋଲି ଅଭିଯୋଗ ଆଣିଛନ୍ତି ମୃତ ସାମ୍ବାଦିକାଙ୍କ ବାପା ।ସେକହିଛନ୍ତି ମୋର ସନ୍ଦେହ ହେଉଛି, ତା ବଡ ଭାଇକୁ ଡକାଇଥିଲା ମିଶିକି ମାରିଦେଇଛନ୍ତି ବୋଧେ । ଦୁଇ ତିନ ଆଗରୁ ସେମିତି ପାଟିତୁଣ୍ଡ କରିଥିଲା ଝିଅ […]

୬ବର୍ଷ ପରେ ଫେରିଲେ ଓଏଏସ୍

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ୬ବର୍ଷ ପରେ ଫେରିଲେ ଓଏଏସ୍ ଦେବପ୍ରସାଦ ଦାସା୨୦୧୮ରୁ ନିଲମ୍ବିତ ଥିବା ଓଏଏସଙ୍କୁ ପୁନଃଅବସ୍ଥାପିତ କଲେ ରାଜ୍ୟ ସରକାର । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି । ନିଲମ୍ବନ ଉଠିବା ପରେ ଦେବପ୍ରସାଦ ଦାସତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦୀର୍ଘ ୬ବର୍ଷ ୨ମାସ ପରେ ନିଲମ୍ବନ ହଟିଥିବାରୁ ସରକାରଙ୍କଠାରେ କୃତଜ୍ଞାପୂର୍ବସରକାର ମୋତେ ହାତରେନମାରି ଭାତରେ ମାରିଥିଲୋକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶସତ୍ତ୍ବେ ପୂର୍ବ ସରକାର ନିଲମ୍ବନ ହଟାଉନଥିଲୋକାର୍ଯ୍ୟାନୁଷ୍ଠାନଆକ୍ରୋଶମୂଳକ ଥିଲାା ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଥିଲେ ବୋଲି […]

୨୮ରେ ହୀରାକୁଦର ଗେଟ୍ ଖୋଲିବ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଉପରମୁଣ୍ଡରେ ଲାଗିରହିଛି ଲଗାଣ ବର୍ଷାାଯାହାଫଳରେ ହୀରାକୁଦର ଜଲଳସ୍ତର ଧିରେଧିରେ ବୃଦ୍ଧିପାଇବାରେ ଲାଗିଛି ।ଏଥିନିମନ୍ତେ ଜୁଲାଇ ୨୮ ପୂର୍ବାହ୍ନ ୯ଟାରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବାକୁ ଯାଉଛି ।ଗେଟ୍ ଖୋଲିବା ନେଇ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରାଙ୍କ ସୂଚନା ଦେଇଛନ୍ତି ।ଆସନ୍ତା ୨୮ ତାରିଖ ରବିବାର ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବାନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ !

ଭୁବନେଶ୍ୱର,୨୪ା୭(ଏସଏସନିଉଜ)ଆସନ୍ତା ସପ୍ତାହରୁ ହେବ ଧରପଗଡ଼ ।ସାରା ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ STAନାବାଳକ ଗାଡ଼ି ସହ ଧରାପଡ଼ିଲେ ଜବତ ହେବ ଗାଡ଼ିା୨୫ ହଜାର ଫାଇନ୍ ସାଙ୍ଗକୁ ବାପା ମାଙ୍କ ବିରୁଦ୍ଧରେ ହେବ ମାମଲା ।ଏହାସହ ହୋଇପାରେ ଜେଲଦଣ୍ଡ ବୋଲି ସୂଚନା ଦେଲେ STA ସହକାରୀ କମିଶନର ଲାଲମୋହନ ସେଠୀା  

ମେଣ୍ଢାଶାଳରେ କୃଷକପ୍ରଶିକ୍ଷଣ ଶିବିର

ମେଣ୍ଢାଶାଳ,୨୪ା୭(ଏସଏସନିଉଜ)ବୁଧବାରଦିନ ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ସଭାଗୃହରେ ସ୍ଥାନୀୟଚାଷୀମାନଙ୍କୁନେଇ କୃଷକପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାଅନୁସନ୍ଧାନ (ସୋଆ) ଇନଷ୍ଟିଚ୍ୟୁଟ ଅଫଏଗ୍ରିକଲଚର ସାଇନ୍ସ(ଆଇଏଏସ)ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ.ରାମକୃଷ୍ନବସ୍ତିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏଏସର୨୦ଜଣଛାତ୍ର ଯୋଗଦେଇ ଚାଷୀମାନଙ୍କୁ ଘାସଆଚାର ,ଗୋଖାଦ୍ୟଫସଲ ଓ ସରକ୍ଷଂଣ ଉପରେ ବୁଝାଇଥିଲେ ।ଏହିଭଳି ପ୍ରଶିକ୍ଷଣକୁ ଅନୁସରଣ କଲେ ଚାଷୀମାନେ ଉପକାର ପାଇବେବୋଲି ମତବ୍ୟକ୍ତ କରିଥିଲେ ।ଘାସଆଚାରର ବ୍ୟବହାରଦ୍ୱାରା ଗାଇମାନଙ୍କର କ୍ଷୀରଉପ୍ତାଦନ ବ୍ୟବସ୍ଥା ସହ ସ୍ୱାଦିଷ୍ଟକ୍ଷୀର ଉପ୍ତାଦନ ହେଲେ ଚାଷୀମାନେ ଉପକୃତ ହୋଇ ବିଶେଷଭାବେ ଲାଭବାନ […]

ରାସନକାର୍ଡ-ଖୁବ୍ ଶୀଘ୍ର ନୂଆ ତାଲିକା

ଭୁବନେଶ୍ୱର,୨୪ା୭(ଏସଏସନିଉଜ)ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବୋଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଏହାଦ୍ୱାରା ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତିାଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛିାବର୍ତ୍ତମାନ କଣଉ ଅପଡେଟ୍ କରିବା ପ୍ରକ୍ରିୟା ଜାରି ରହିଛି ।ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି ।୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ […]