Browsing category

ମହାନଗର

ଗଣତି ମଣତି SOPସରିଛି-ଜଷ୍ଟିସ ରଥ

ପୁରୀ,୨୪ା୭(ଏସଏସନିଉଜ)ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ସୂଚନାଦେଇ କହିଛନ୍ତି ଇଝଓ ମରାମତି କରି ସାର୍ଟିଫିକେଟ୍ ଦେଲେ ଗଣତି, ମଣତି ହେବାମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନିାମରାମତିରେ ବ୍ରେକର ଲାଗି ପାରିବନି ଓ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶାSOP କନଫିଡେନ୍ସିଆଲ, ପ୍ରକାଶ କରାଯାଇ ପାରିବ ନାହିାଁଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ।

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ପିଲାମାନଙ୍କ ଏନପିଏସ ବାତ୍ସଲ୍ୟ ଯୋଜନା

ପୁରୀ,୨୪ା୭(ଏସଏସନିଉଜ)ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ […]

ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।୧୦ଟି ଗାଁର ୧୦,୫୮୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ସେମାନଙ୍କୁ ସ୍ଥାନାନ୍ତର କରାଯାଇ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।ଏନେଇ ଆଇଟିଆର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  

ପୋଲିସ ହାତରେ ଧରାପଡିଲା କଟୁରୀଗ୍ୟାଙ୍ଗ

ଭୁବନେଶ୍ବର,୨୩ା୭(ଏସଏସନିଉଜ)ସକାଳୁ ସକାଳୁ ବାଇକ୍‌ରେ ବାହାରି ଯାଉଥିଲେ। ଯିଏ ହାବୁଡ଼ରେ ପଡ଼ିଲା ସୁଯୋଗ ପାଇଲେ ନିର୍ମମଭାବେ କଟୁରିରେ ହାଣି ଲୁଟୁଥିଲେ। ଏମିତି ଏକ କୁଖ୍ୟାତ ‘ଶଳା ଭିଣୋଇ’ ଲୁଟେରା ଗ୍ୟାଙ୍ଗକୁ କମିସନରେ୍‌ଟ ପୁଲିସ କାବୁ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରା ଯାଇଛି। ସେମାନେ ହେଉଛନ୍ତି ବାଣୀବିହାର ଆଖଣ୍ଡଳମଣୀ ବସ୍ତିର ଗଣେଶ ପୃଷ୍ଟି (୪୦), ତା’ ଶଳା ଶଙ୍କର ଦାସ (୨୯) ତଥା ଖାରବେଳନଗର ମସ୍‌ଜିଦ୍ କଲୋନିର ସେକ୍ ନିୟମତ୍ ଓରଫ ଛୋଟୁ (୪୧)। ପୁଲିସ ସେମାନଙ୍କ ନିକଟରୁ […]

ପୁଲିସକ୍ଲବରେ ତାଲା ପକାଇଲା ପୁଲିସ

ଭୁବନେଶ୍ବର,୨୨/୭(ଏସଏସନିଉଜ)ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ । କଟକ ସିଡିଏ ବେଲଭ୍ୟୁ ଛକରେ ବେଆଇନ ଭାବେ କ୍ଲବ ଚାଲିଥିବା ଅଭିଯୋଗ ହୋଇଛି ।ବେଆଇନ ଭାବେ ମଣ୍ଡପ କରି ଟଙ୍କା ରୋଜଗାର କରୁଥିଲେ ଅବସରପ୍ରାପ୍ତ କର୍ମଚାରୀ ।ଲାଲବାଗ ଥାନାରେ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାର ଜଣାପଡିଛି।

କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ବର,୨୨/୭(ଏସଏସନିଉଜ)ଆରମ୍ଭ ହୋଇଛି ବିଧାନସଭାର ପ୍ରଥମ ଅଧିବେଶନ।ଅଧିବେଶନର ପ୍ରଥମ ଦିବସରେ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ହୋଇଛି lକାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା l୨୫ରେ ହେବ ପୂର୍ଣ୍ଣାଙ୍ଗ ବଜେଟ୍ ।ପ୍ରଥମ ଦିନରେ କକ୍ଷତ୍ୟାଗ କରିଛି ବିଜେଡି।ମୁଁ ଓ ମୋ ଦଳ ଅତି ଦୁଃଖିତ। କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ, ଏହା ମତେ ଆଘାତ ଦେଇଛି […]

କୁଞ୍ଜବିହାରି ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

  ବାରଙ୍ଗ,୨୦/୭(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରି ମହାବିଦ୍ୟାଳୟରେ ନାରୀମାନଙ୍କ ସମସ୍ୟା ଓ ସଶସ୍ତ୍ରିକରଣ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ଡ଼. ଲିପିପୁଷ୍ପା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ଓଡିଶା ମହିଳାକମିଶନର ପୂର୍ବତନ ସଦସ୍ୟା ନମ୍ରତାଚଢା ମୁଖ୍ୟ ଅତିଥି ଓ ବିଶିଷ୍ଠ ସମାଜସେବୀ ଡ଼. ରୋଜାଲିନ ପାଟଶାହନି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ର ଦୈନଦିନ ଜୀବନରେ ଉପୁଜୁଥିବା ବିବାଦ,ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଡ଼. ଜୟଶ୍ରୀ ନନ୍ଦ,ପ୍ରଜ୍ଞାପାରମିତା […]

ହଟିଲେ ଶରତ, ବିଧାୟକଦଳ ନେତା ହେଲେ କାଡ଼ାମ

ଭୁବନେଶ୍ୱର,୨୧ା୭(ଏସଏସନିଉଜ) ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଏଆଇସିସି ପକ୍ଷରୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟ ତାଙ୍କ ପଦବୀର ହଟିଛନ୍ତି ।ସେକେବଳ ପିସିସି ସଭାପତି ମାନେ କାମଚଳା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ […]

ତାରାଙ୍କ କ୍ଷୋଭ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ ତାରା କ୍ଷୋଭ ପ୍ରକାସ କରିଛନ୍ତି ।ସେକହିଛନ୍ତି ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିାଁଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବିାମତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିାଁଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନିାମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନିା