Browsing category

ମହାନଗର

ଟୁଙ୍ଗୁର ଭୋଳଙ୍କ ସମେତ ୧୧ ଗିରଫ

ମେଣ୍ଢାଶାଳ,୩୧।୫(ଏସଏସନିଉଜ)କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ଚନ୍ଦକା ପୁଲିସ ଟୁଙ୍ଗୁର ସମେତ ୧୧ ଅଭିଯୁକ୍ତ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଏମାନେ ହେଉଥିବା ପାଣି ପାଇପ ଲାଇନ କାମରେ ବ୍ୟବହୃତ ପାଇପ ନେଇ ରାଜ୍ୟ ବାହାରକୁ ଚାଲାଣ କରନ୍ତି।ଖୋର୍ଦ୍ଧା, କଟକ, ରାୟଗଡା,କନ୍ଧମାଳରେ ପାଇପ ଚୋରି କରିଥିବାର ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି।ଏମାନଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ କିଏ ଚୋରି କରିବସ୍ତାନ,କିଏ ପରିବହନ,କିଏ ନକଲି କାଗଜପତ୍ର କରିଥାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।ପୋଲିସ ସେମାନଙ୍କଠାରୁ […]

କାଲି ନିଖୋଜ ,ଆଜି ଉଦ୍ଧାର

ବାରଙ୍ଗ, ୩୧।୫(ଏସଏସନିଉଜ) ନରାଜ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗତକାଲିଠାରୁ ନିଖୋଜ ଥିବା ଅନିଲଙ୍କ ମୃତଦେହକୁ ଶୁକ୍ରବାରଦିନ ଉଦ୍ଧାର ହୋଇଛି ।ଆଜି ସକାଳୁ ନଦୀରେ ଭାସୁଥିବାର ଖବରପାଇ ଅଗ୍ନିଶମ ବାହୀନି ପହଁଚି ପାଣିଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।ମୃତଯୁବକ ହେଉଛନ୍ତି । କଟକଲାଲବାଗ ଥାନା ଅଧିନ କାଳିଗଳି ବୁଢି ଠାକୁରାଣୀ ଅଂଚଳର ଅନିଲ କୁମାର ସେଠୀ(୧୮)ାଗତକାଲି ସାଙ୍ଗମାନଙ୍କ ସହ କାଠଯୋଡି ନଦୀକୁ ଗାଧେଇାବାକୁ ଆସିଥିଲେ । ଅନିଲ ପ୍ରଥମେ ନିଜର ପ୍ୟାଟ ସାର୍ଟ ଖୋଲି ଉପରେ ରଖି […]

ବିଜେପି ରାଜ୍ୟ ଯୁବମୋର୍ଚ୍ଚାସଭାପତିଙ୍କୁ ଆକ୍ରମଣ ଘଟଣା

ଭଦ୍ରକ,୩୧ା୫(ଏସଏସନିଉଜ) ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସାଆକ୍ରମଣକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଥିବାବେଳେ କାଲି ଚାନ୍ଦବାଲି ଶଶିକାଦେଇପୁର ନିକଟରେ ଆକ୍ରମଣ ହୋଇଥିଲାାନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ […]

ଆହତଙ୍କୁ ଭେଟିଲେ ପାଣ୍ଡିଆନ

ଭୁବନେଶ୍ୱର,୩୧ା୫(ଏସଏସନିଉଜ)ନରେନ୍ଦ୍ରପୁଷ୍କରିଣୀ ବାଣବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନାପୁରୀ ସଦର ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବାସହ ଆହତଙ୍କ ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ସହ କଥା ହୋଇଛନ୍ତି ।ବାଣ ବିସ୍ଫୋରଣଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ଜଣ ଆହତ ହୋଇଛନ୍ତିା

୯ଜିଲ୍ଲାର ଜିଲ୍ଲାପାଳଙ୍କୁ SRCଙ୍କ ଆର୍ଲଟ

ଭୁବନେଶ୍ୱର,୩୧ା୫(ଏସଏସନିଉଜ)ଅସ୍ବାଭାବିକ ମୃତ୍ୟୁ ସଂପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ ସୂଚନାଦେଇ କହିଛନ୍ତି ଗତକାଲି ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛିାରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡ଼ାରେ ୨ଜଣଙ୍କରମୃତ୍ୟୁ ହୋଇଛି ।ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ ।ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।ଏହାସହ ହିଟ୍‌ୱେଭ୍ ଚାଲିଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିର […]

ଚାପଖେଳ ବେଳେ ବାଣବିସ୍ଫୋରଣ

ଭୁବନେଶ୍ବର,୩୦ା୫(ଏସଏସନିଉଜ) ପୁରୀ ଚନ୍ଦନପୁଷ୍କରିଣୀରେ ଚାପଖେଳ ବେଳେ ବାଣବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇଘରୋଇ ମେଡିକାଲରେ ଦୁଇଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଥିବାର ସୁଚନା ମିଳିଛି ।ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇ ଏସସିବି ସମେତ ବିଭିର୍ଣ ଘରୋଇ ଡାକ୍ତରଖାନାରେ ଚିକିସିତ ହେଉଛନ୍ତି ।ଗତକାଲି ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟା ଯାଉଥିଲା।ଏହି ସମୟରେ ବାଣ ଫୁଟି ଅଘଟଣ ଘଟିଥିବା କୁହାଯାଉଛି।ଘଟଣାପରେ ଆହତମାନଙ୍କ ଉତ୍ତମ ଚିକିତ୍ସା […]

ପ୍ରଚାରର ଶେଷଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର,୩୦ା୫(ଏସଏସନିଉଜ) ଜୁନ୍ ପହିଲାରେ ଦେଶରେ ସପ୍ତମ ତଥା ଶେଷପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଜନମତକୁ ନିଜ ଆଡକୁ କରିବାପାଇଁ ସବୁଦଳପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ।ଆଜି ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ।ଏଥିରେ ମୟୂରଭଞ୍ଜ, […]

ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ

ନିମାପଡା,୨୬ା୫(ଏସଏସନିଉଜ) ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସମୀର ଦାଶଙ୍କ ସମର୍ଥକ । ନିମାପଡା ୨୧ନଂଜୋନ ତେରୁଣ୍ଡିଆ ନିକଟରେ ଘଟିଛି ଏହି ଘଟଣା । ବିଜେପିର ଏଭଳି ଆଚରଣକୁ ସବୁଆଡୁ ନିନ୍ଦା କରାଯାଇଛି ।  

ଭୁବନେଶ୍ୱରରେ ଭୋଟିଂ ୫୦ପ୍ରତିଶତ ଟପିଲା

ଭୁବନେଶ୍ୱର,୨୬ା୫(ଏସଏସନିଉଜ) ୨୦୧୯ ଅପେକ୍ଷା ଏଥର୨୦୨୪ସାଧାରଣନର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ୫୦%ରୁ ଅଧିକ ମତଦାନ ହୋଇଛି ।ଭୁବନେଶ୍ୱର (ସେଣ୍ଟ୍ରାଲ)ରେ ୫୧.୨୩ ପ୍ରତିଶତ ମତଦାନ,ଉତ୍ତର ଭୁବନେଶ୍ୱରରେ ୫୩.୯୩% ମତଦାନ ଓ ଏକାମ୍ର ଭୁବନେଶ୍ୱରରେ ୫୬.୪୨% ମତଦାନ ହୋଇଥିବାର ଜଣାପଡିଛି ।  

କାଲି ଆସିବେ ବିଶ୍ୱଶର୍ମା

ଭୁବନେଶ୍ୱର,୨୬ା୫(ଏସଏସନିଉଜ)ପୁଣିଥରେ ୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀା୨ଦିନରେ ୮ଟିସ୍ଥାନରେ ପ୍ରଚାର କରିବେ ହିମନ୍ତବିଶ୍ୱଶର୍ମାାକାଲି ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବୋ୨୮ରେ ରାଇରଙ୍ଗପୁର , ମୋରଡ଼ା , ସୋର ଓ ଜଗତସିଂହପୁରରେ ସଭାା୨୭ ଓ ୨୮ରେ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସଭାା ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ହେବାକୁଯାଉଛି ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା , ବାଲେଶ୍ବର […]