Browsing category

ମହାନଗର

ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା

ଭୁବନେଶ୍ୱର,୩।୪(ଏସଏସନିଉଜ)ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା ଘୋଷଣା ହୋଇଛି।ଜଣାନ୍ତୁ କିଏ କେଉଁଠାରୁ ଟିକେଟ ପାଇଲେ… ଆଠମଲ୍ଲିକ- ନଳିନୀ ପ୍ରଧାନ , ବୀରମହାରାଜପୁର- ପଦ୍ମନାଭ ବେହେରା ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା ତିର୍ତ୍ତୋଲ- ରମାକାନ୍ତ ଭୋଇ ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି ଭୁବନେଶ୍ୱରଉତ୍ତର- ସୁଶାନ୍ତ ରାଉତ ଏକାମ୍ର- ଅଶୋକ ପଣ୍ଡା ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ ତଳସରା- ବିନୟ ଟପ୍ପୋ ସୁନ୍ଦରଗଡ଼- ଯୋଗେଶ ସିଂହ ବ୍ରଜରାଜନଗର-ଅଳକା ମହାନ୍ତି ଝାରସୁଗୁଡ଼ା-ଦୀପାଳି ଦାସ ରାଜଗାଙ୍ଗପୁର-ଅନୀଲ ବାର୍ଲା ବଡ଼ସାହି- ଅନସୂୟା ପାତ୍ର ଯଶୀପୁର- […]

ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା…. ଲୋକସଭା ପ୍ରାର୍ଥୀ- ୧) ବରଗଡ଼-ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର- ମନୋଜ ମିଶ୍ର ୪) କଳାହାଣ୍ଡି-ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର-ଭୁଜବଳ ମାଝୀ ୬) କନ୍ଧମାଳ-ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ-ସପ୍ତଗିରି ଉଲ୍ଲାକା ବିଧାନସଭା ପ୍ରାର୍ଥୀ- ୧) ନୂଆପଡ଼ା-ଶରତ ପଟ୍ଟନାୟକ ୨) ପଦ୍ମପୁର-ଟଙ୍କଧର ସାହୁ ୩) […]

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]

ମେଣ୍ଢାଶାଳରେ ପଂଚୁଦୋଳ ମେଳଣ ଉଦଯାପିତ

ମେଣ୍ଢାଶାଳ,୧ା୪(ଏସଏସନିଉଜ)ପ୍ରତ୍ୟକବର୍ଷଭଳି ଚଲିତବର୍ଷ ମେଣ୍ଢାଶାଳଗ୍ରାମର ଚନ୍ଦ୍ରଶେଖରଦେବଙ୍କ ପଂଚୁଦୋଳମେଳନ ସୋମବାରଦିନ ଉଦଯାପିତହୋଇଯାଇଛି ।ଶନିବାରଦିନ ମେଳଣ ଓ ଜମାଣଯାତ୍ରା ଅନୁଷ୍ଠିତହୋଇଥିଲା ।ଗିରିଙ୍ଗାପୁଟ ଓ ଦେଉଳିଆପାଟଣା ଗ୍ରାମର ରାଧାକୃଷ୍ନଦେବ ,ଜାଗସରାପାଟଣାର ଚ୍ୟୈତନ୍ୟଦେବ,ଗଙ୍ଗାପଡା ଓ ଛତାବାରଗ୍ରାମର ଚନ୍ଦ୍ରଶେଖରଦେବ ଓ ଗୋପିନାଥଦେବ,ମେଣ୍ଢାଶାଳର ରଘୁନାଥଦେବ,ଶ୍ୟାମପୁରର ରାଧାକୃଷ୍ନଦେବ,ପାଇକେରାପୁରର ଭଗବତବାସୁଦେବ,ଘଙ୍ଗାପାଟଣାର ଗୋପାଳଜିଉ,କଂଟାବାଡର ରାଧାକୃଷ୍ନଦେବ,କାଟେଣିର ଶୀବାସୁଦେବ.ତମାଣ୍ଡୋର ଚନ୍ଦ୍ରଶେଖରଦେବ ଓ ମେଣ୍ଢାଶାର ଦଧିବାବନଦେବ ସୁସଜ୍ଜିତ ଦୋଳବିମାନରେ ବାଜାବାଣ ଓ ବିରାଟପଟୁଆରରେ ମେଳଣ ପଡିଆରେ ପହଁଚିଥିଲେ ।ଚଳିବର୍ଷ ମଧୁପୁର ଗ୍ରାମର ନାଗେଶ୍ୱେର ଦେବ ପଟୁଆରରେ ଆସି ଭଗବତ ବାସୁଦେବଙ୍କ ମନ୍ଦିରଠାରେ ପହଂଚି ମେଳଣ ପଡିଆକୁ […]

ଦେଶୀମଦ ବିକ୍ରିବେଳେ ଧରିଲା ପୋଲିସ

ମେଣ୍ଢାଶାଳ,୨୮।୩(ଏସଏସନିଉଜ)ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫକରି ଗୁରୁବାର ଦିନ ୧୦୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି କୋର୍ଟଚାଲାଣ କରିଛି। ପ୍ରକାଶଯେ, ଚନ୍ଦକାଥାନା ତରଫରୁ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ କାଟେଣିଛକଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।ପେଟ୍ରୋଲିଙ୍ଗ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ପ୍ରକାଶ […]

କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ବର,୨୮ା୩(ଏସଏସନିଉଜ)ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଛନ୍ତି।ଏହାସହ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଛନ୍ତି।ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଛନ୍ତି। ୧୯୯୫ରୁ ୨୦୦୪ ପର‌୍ୟ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ […]

ପୋଲିସପଞ୍ଝାରେ ବଡ଼ ଡକାୟତିଗ୍ୟାଙ୍ଗ୍

ଜଟଣି ,୨୮ା୩(ଏସଏସନିଉଜ)ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ବେଣାପଞରୀ ପଂଚାୟତହାଇସ୍କୁଲ ନିକଟ ପାଣିଟାଙ୍କି ପଡିଆରୁ ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ୫ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ୫ଟି ଅଫୁଟାବୋମା , ସ୍କରପିଓକାର, ୩ଟି ବାଇକ ସହିତ ଖଣ୍ଡାଭୁଜାଲି ଲୁହାରଡ଼ ଜବତ କରିଛି ।ଡକାୟତି କରିବାର ଖବରପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା […]

ପଦ୍ମ ଧରିଲେ

ଭୁବନେଶ୍ୱର,୨୮ା୩(ଏସଏସନିଉଜ)ବିଜେପିରେ ମିଶିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।ଏମାନେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।

ମାଆରମୃତଦେହ ଟ୍ରଲିରେବୋହିଲା ପୁଅ

ବାଙ୍କୀ,୨୭ା୩(ଏସଏସନିଉଜ) ମାମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଆଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଆକଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିାଁମୃତମହିଳା ଗୋପାଳପୁରର ହୋଇଥିବାବେଳେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲୋ ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହ ନେବ କିଏ ? କଟକଏସସିବିରୁ ମୃତଦେହକୁ ନେବାକୁ ଦୁଇପକ୍ଷ ମଧ୍ୟରେ ଟଣାଓଟରା ଲାଗିଥିଲା ।ଜଣେ କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ଟଣାଓଟରା ଲାଗିଥିଲା ।ମୃତକଙ୍କ ପ୍ରଥମ ସ୍ତ୍ରୀ […]

ବିଜେଡିର ଦ୍ୱିତୀୟ ପାର୍ଥିତାଲିକା ଘୋଷଣା

ଭୁବନେଶ୍ୱର,୨୭।୩(ଏସଏସନିଉଜ)ବିଜେଡି ତାର ଦ୍ୱିତୀୟ ପାର୍ଥି ତାଲିକା ଘୋଷଣା କରିଛି। ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି।ପୁରୀ- ଅରୂପ ପଟ୍ଟନାୟକ, ଢେଙ୍କାନାଳ- ଅବିନାଶ ସାମଲ,ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ,କନ୍ଧମାଳ- ଅଚ୍ୟୁତ ସାମନ୍ତ,କଟକ- ସଂତୃପ୍ତ ମିଶ୍ର, ଯାଜପୁର- ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା ହୋଇଛି।