Browsing category

ମହାନଗର

ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା

ଭୁବନେଶ୍ୱର,୩୦/୧୧(ଏସଏସନିୟୁଜ)ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ […]

୨ ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ବାଲିଅନ୍ତା,୩୦/୧୧(ଏସଏସନିୟୁଜ)ଟଙ୍କା ଲୁଟିବା ଉଦ୍ୟମ ବିଫଳ ହୋଇଁଛି ।୪ଜଣ ଲୁଟେରାଙ୍କ ମଧ୍ୟରୁ ଦୁଇଜଣ କୁ ସ୍ଥାନୀୟ ଲୋକ ଧରି ନିର୍ଦ୍ଧୁମ ଛେଚିଛନ୍ତି ।ଖବରପାଇ ବାଲିଅନ୍ତା ଥାନା ପୁଲିସ ଦୁଇଜଣକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୧ଟାରେ ବାଳକାଟି ବଜାରସ୍ଥିତ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ନୂଆପାଟଣା ଗାଁର ଜଗନ୍ନାଥ ସାହୁ ତାଙ୍କ ଗାଡ଼ି ପାଖକୁ ଆସୁଥିଲେ।ଏହିସମୟରେ […]

ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ବର, ୩୦/୧୧(ଏସଏସନିୟୁଜ) ମାଡ଼ି ଆସୁଛି ବାତ୍ୟା । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ ପହଞ୍ଚିବ । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହୋଇ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇ ପବନର ବେଗ ବଢ଼ିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]

ରାସ୍ତାକାମ ପାଇଁ ବୋମାମାଡ

ବାଲିପାଟଣା, ୩୦/୧୧(ଏସଏସନିୟୁଜ) ରାସ୍ତା କାମକୁ କେନ୍ଦ୍ର କରି ବନମାଳିପୁର ଗ୍ରାମରେ ୪ଟି ବୋମାମାଡ ହୋଇଛି ।ବୋମାର ଛିଟିକା ବାଜି ଚାରିଜଣ ମିସ୍ତ୍ରୀ ସହ ପାଞ୍ଚ ଜଣ ଗ୍ରାମବାସୀ ଆହତ ହୋଇଥିବାର ଜଣାପଡିଛି ।ଏନେଇ ପୃଥକପୃଥକ ଭାବେ ବନମାଳିପୁର ଫାଣ୍ଡିରେ ୩ଟି ଅଭିଯୋଗ ହୋଇଛି । ବନମାଳିପୁର ଗ୍ରାମର ୧୨ ନମ୍ବର ୱ।ଡ୍ ଓ ଖଇରି ପୁରର ହରିଜନ ବସ୍ତିର ଏକ ରାସ୍ତା ପାଇଁ ସମୁଦାୟ ୧୦ଲକ୍ଷ ଟଙ୍କାର ପ୍ରପୋଜାଲ୍ ଥିଲା ଯାହାକୁ ସେହି ଗ୍ରାମବାସୀ ମାନେ କରିବାପାଇଁ […]

ଲଳିତଗିରିରେ ଏନଡିଆରଏଫ ପକ୍ଷରୁ ମକ୍ ଡ୍ରିଲ

ବାରଙ୍ଗ,୨୯/୧୧(ଏସଏସନିୟୁଜ)ଆଜାଦି କା ଅମୃତ ମହୋତ୍ସବ ଅବସରରେ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀ ପକ୍ଷରୁ କଟକ ଲଳିତଗିରି ଠାରେ ଏକ ମକ୍ ଡ୍ରିଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସେକେଣ୍ଡ ଇନ କମାଣ୍ଡ ବର୍ଦ୍ଧମାନ ମିଶ୍ରାଙ୍କ ତତ୍ତ୍ଵାବଧାନରେ ଭୁଷ୍ଫଳନ ସମୟରେ ଲୋକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବା ସେନେଇ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି।ଏଥିରେ ଏନଡିଆରଏଫ ସମେତ ଓଡ୍ରାଫ ଟିମ,ଦମକଳ ବାହିନୀ,ସ୍ଥାନୀୟ ପୋଲିସ,ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ,ସ୍ଥାନୀୟ ପ୍ରଶାସନ ପ୍ରମୁଖ ଏହି ମକ ଡ୍ରିଲରେ ସାମିଲ ହୋଇଥିଲେ। ପୂର୍ବାହ୍ନ ୧୧ ଘଟିକା […]

ଉତରବିଧାୟକ ଦେଲେ ପ୍ରତିଶୃତି

ବାରଙ୍ଗ,୨୯/୧୧(ଏସଏସନିୟୁଜ)ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତରାଉତଙ୍କୁ ସୋମବାରଦିନ ଭେଟିଛନ୍ତି ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ । ସଂଘର ନୁଆକରି କର୍ମକର୍ତା ନିର୍ବାଚନ ପରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସମସ୍ତ ବ୍ୟବସାୟୀମାନେ ସୈଜନ୍ୟ ମୁଳକଭାବେ ବିଧାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ଏହି ସାକ୍ଷାତକାର ମଧ୍ୟରେ ବ୍ୟବସାୟୀମାନଙ୍କୁ ସବୁସମୟରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ମଧ୍ୟ ବିଧାୟକ ଦେଇଛନ୍ତି । ବଣିକସଂଘର ନୁଆକରି ନିର୍ବାଚିତ ହୋଇଥିବାସଭାପତି ସନ୍ତୋଷ ରାଉତଙ୍କ ନେତୃତ୍ୱରେ ବରିଷ୍ଟସାମ୍ବାଦିକ ଲିଙ୍ଗରାଜ ରାଉତ, ଯୁବଓକିଲ ସୁରେଶ କୁମାର ରାଉତ, ଉପ-ସଭାପତି […]

ଏଇ ମାଟିରେ ଲେବଲିଂ କରୁଛି ଆର ଆଣ୍ଡ ବି

ବାରଙ୍ଗ,୨୯/୧୧(ଏସଏସନିୟୁଜ)କୋଭିଡ କଟକଣା ମଧ୍ୟରେ ଖୋଲିଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଖାଲିବା ପରଠାରୁ ଧିରେଧିରେ ବଢୁଛି ପର୍ଯ୍ୟଟକମାନଙ୍କ ସଂଖ୍ୟା ।ହାତବାନ୍ଧି ବସିଥିବା ବ୍ୟବସାୟୀମାନଙ୍କ ମନରେ ଖୁସିର ଚେନାଏ ହାସ ଦେଖାଦେଇଛି ।କିନ୍ତୁ ଏହାଭିତରେ ବାଧକ ସାଜିଚି ନନ୍ଦନକାନନ ବସଷ୍ଟାଣ୍ଡରପୁଚୁପୁଚୁ କାଦୁଅ ।କାଦୁଅ ଯୋଗୁ ନନ୍ଦନକାନନକୁ ଆସୁଥିବା ଯାତ୍ରୀବାହୀ ବସ ଭିତରକୁ ପଶୁନାହିଁ ।ଯାହାଫଳରେ ବସଷ୍ଟାଣ୍ଡ ମଧ୍ୟକୁ ବସଗୁଡିକ ନପଶିବାରୁ ବ୍ୟବସାୟିମାନେ ନିରାଶରେ ବସିବାକୁ ପଡୁଛି ।ସାମାନ୍ୟ ବର୍ଷାରେ ସୃଷ୍ଟି ହେଉଥିବା କାଦୁଅକୁ ରୋକିବାପାଇଁ ଆର ଆଣ୍ଡ ବି ତାର କାମ […]

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ)କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ […]

ନନ୍ଦନକାନନରେ ନୁଆ ନିର୍ଦ୍ଦେଶକଙ୍କ ନୁଆ ନୀୟମ

ବାରଙ୍ଗ,୨୬/୧୧(ଡିଏନଏ) ସପ୍ତାହକୁ ଗୋଟେଦିନ ପ୍ରତି ସୋମବାରଦିନ ନନ୍ଦନକାନନ ବନ୍ଦ ରହୁଛି ।ଏହି ଦିନ ପଶୁପକ୍ଷୀମାନେ କୋଳାହଳରୁ ଦୁରେଇ ରହିବା ସହ ପରିସରର ଆନୁସଙ୍ଗିକ କାର୍ଯ୍ୟ କରିବାନିମନ୍ତେ ସୋମବାରଦିନ ନନଦନକନନକୁ ବନ୍ଦ ରଖାଯାଇଛି ।କେବଳ ଘରୋଇକରଣରେ ନେଇଥିବାଠିକାଦାର ଓ କର୍ମଚାରୀମାନଙ୍କ ସହ ଆବଶ୍ୟକତାଥିବା ନନ୍ଦଦନକାନନର କର୍ମଚାରୀମାନଙ୍କୁ ନନ୍ଦନକାନନ ମଧ୍ୟକୁ ଛଡାଯାଉଛି । କିନ୍ତୁ ଏଥିରେ ପରିବର୍ତନ ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ନନ୍ଦନକାନନର ବିକାଶ ଓ ପଶୁପକ୍ଷୀମାନଙ୍କ ସୁରକ୍ଷାର ବୃହତର ସ୍ୱାର୍ଥକୁ କୁ ଆଖିଆଗରେ ରଖି ସବୁଦିନ ନନ୍ଦନକାନନ […]

ଉଦଯାପିତ ହେଲା ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨୬/୧୧(ଏସଏସନିୟୁଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଶୁକ୍ରବାରଦିନ ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯପିତ ହୋଇଯାଇଛି ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଦେଶର ୫ଟି ରାଜ୍ୟ ରୁ ୨୪ଟି ଚିଡ଼ିଆଖାନାର ଜନ୍ତୁ ରକ୍ଷକ ମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ଚିଡ଼ିଆଖାନାମାନଙ୍କରେ ରହୁଥିବା ବନ୍ୟପ୍ରାଣୀ ଓ ସରିସୃପମାନଙ୍କର ସଠିକ ରକ୍ଷଣାବେକ୍ଷଣ, ହିଂସ୍ର ଜନ୍ତୁ ମାନଙ୍କୁ ସୁରକ୍ଷିତ ସହ ଲାଳନ ପାଳନ କରିବା.ପରିଚାଳନା,ସରିସୃପମାନଙ୍କର ଏନକ୍ଲୋଜରରୁ ଅଣ୍ଡାସଂଗ୍ରହ କରି ପ୍ରାଥମିକତା ଭାବେ ଜତ୍ନନେବା ଆଦି […]