Browsing category

ମହାନଗର

ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

୧-ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ । ୨-ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା . ୩-ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ । ୪- “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର […]

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ଅର୍ଥାତ ବୁଧବାର ରାତିରେ ଏହା ଅବପାତରେ ପରିଣତ ହୋଇ ତାମିଲନାଡ଼ୁ ମୁହାଁ ହେଉଛି । ଆଜି ସନ୍ଧ୍ୟାସୁଦ୍ଧା ଲଘୁଚାପ ଉତ୍ତର ପୁଡ୍ଡୁଚେରୀ ପାଖ ଦେଇ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ କରାଇକଲ ଏବଂ ଶ୍ରୀହରିକୋଟା ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ।ଏହାର ପ୍ରଭାଵରେ ଆସନ୍ତା […]

କଲରାପତରିଆ ବାଘଛାଲ ଜବତ: ଦୁଇ ଗିରଫ

ଦେବଗଡ଼, ୧୧/୧୧(ଏସଏସନିୟୁଜ) ଦେବଗଡ଼ବନବିଭାଗ ପଳସମା ଫରେଷ୍ଟ ସେକ୍ସନ ଅଂଚଳରୁ ବାଘଛାଲ ଜବତ କରିବା ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡ଼ା ଓ ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ ଙ୍କୁ ଗିରଫ କରିଛି ।ବିଶେଷସୁତ୍ରୁ ଖବରପାଇ ବନବିଭାଗ କର୍ମଚାରୀମାନେ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଚଢଉ କରି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ କଲରାପଡତରିଆ ବାଘ ଛାଲ ଜବତ କରିବା ସହ […]

ଦୁଇ ଠକ ଜମିଦଲାଲ୍ ଗିରଫ

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଦୁଇଜମି ଦଲାଲଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ।ସେମାନଙ୍କଠାରୁ ଗୋଟିଏ ଏମ୍‌ଜି ହେକ୍ଟର ଗାଡ଼ି ଜବତ କରିଛି।ଏହି ଦୁଇ ଦଲାଲ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅହିଆସ ଅଞ୍ଚଳର ଅମିତ ନାୟକ(୩୦) ଓ କଟକ ଗୋବିନ୍ଦପୁର ଅଞ୍ଚଳର ସଞ୍ଜିତ ମହାପାତ୍ର(୩୭) ।ଏମାନେ ୟୁନିଟ୍‌-୯ ଅଞ୍ଚଳରେ ରାଜକୀୟଢଙ୍ଗରେ ରହିାବ ସହ ବଡ ବିଲ୍ଡର ବୋଲି ସାଧାରଣରେ ପରିଚୟ ଦେଉଥିଲେ । ଚିତ୍ରସେନ ଘଡ଼େଇ ନାମକ ଜଣେ ବ୍ୟବସାୟୀଙ୍କୁ ଚକେଇସିଆଣିରେ ଜମି ଦେବାକୁ କହି ୨୦୨୦ ମସିହାରେଜଣେ […]

ସରିଲା ବୈଠକ ,ଲାଗୁହେବ ୧୪୪

ସାକ୍ଷୀଗୋପାଳ,୧୦/୧୧(ଏସଏସନିୟୁଜ)କୋଭିଡ ପାଇଁ ସବୁକିଛା ଫିକା ପଡିଯାଇଛି ।ଯଦିଓ ସଂକ୍ରାମଣ ହାର ହ୍ରାସ ପାଇଛି ତଥାପି ଗୋଷ୍ଠିସଂକ୍ରାମଣର ଆଶଙ୍କା ନେଇ ପ୍ରଶାସନ ପକ୍ଷରୁ ପର୍ବପର୍ବାଣିମାନଙ୍କରେ କଟକଣା ଲଗାଉଛନ୍ତି ।ଏବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ପାଇଁ ଲାଗୁହେବ କଟକଣା ।ଏଥର ଭକ୍ତମାନେ ଦର୍ଶନରୁ ବଂଚିତ ହେବେ ।ଅଂଳାନବମୀକୁ ସୁଚାରୁରୁପେ ସମ୍ପନ୍ନ କରିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଯ୍ରାତ୍ରୀ ନିବାସ ପରିସରରେ ଶେଷ ପ୍ରସ୍ତୁତି ବୈଠକ ସରିଛି । କୋଭିଡ ଗାଇଡି ଲାଇନକୁ ଅନୁପାଳନ କରି ଠାକୁରଙ୍କ ନୀତିକାନ୍ତି ସଠିକ […]

ଜଟଣୀରେ ପାରା ମଡକ

ଜଟଣୀ, ୧୦/୧୧(ଏସଏସନିୟୁଜ) ଜଟଣୀ ଅଂଚଳରେ ବୁଧବାରଦିନ ପାରା ମଡକ ଦେଖାଦେଇଛି । ଜଟଣୀ ପୈାରପରିଷଦ ଅନ୍ତର୍ଗତ ବାଛରାମୁଣ୍ଡିଆ, କ୍ୟାଥଲିକ ଚର୍ଚ୍ଚ ନିକଟ, ମାଣିଆଛକ ରେଳଧାରଣା କଡ ନିକଟ ଆଦି ଅଂଚଳରେ ପାରାମାନେ ମରି ପଡିଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଅଂଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।ପାରାଗୁଡିକ ମରୁଥିବାର ପକୃତ କାରଣ ଜଣାପଡି ନଥିବାବେଳେ ବାର୍ଡଫ୍ଲୁକୁ ନେଇ ଅଂଚଳବାସୀ ସନ୍ଦେହ କରୁଥିବାର ଜଣାପଡିଛି ।ତେବେ ମରିପଡୁଥିବା ପାରାଗୁଡିକୁ କୁକୁର,ବିଲେଇ ନେଇ ଖାଇଦେଉଥିବାର ଜଣାପଡିଛି ।

ଆନ୍ଦୋଳନ ତୀବ୍ର କରିବାକୁ ବିଜେପିର ଚେତାବନୀ

ଭୁୁବନେଶ୍ୱର,୧୦/୧୧(ଏସଏସନିୟୁଜ)ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।ଏହା ଭିତରୁ କେଉଁ ଗୋଟିଏକୁ ବି ସରକାର ମାନିଲେ ନାହିଁ ।ପୁଣି ମୁଖ୍ୟମନ୍ତ୍ରୀ ଦୋଷୀକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀଙ୍କୁ ପାଖରେ ବସାଇଲେ ବୋଲି ଅଭିଯୋଗ କରିଛନ୍ତି ।ଯେପର୍ଯ୍ୟନ୍ତ ସରକାର ନିଜ ଜିଦ୍‌ରେ ଅଟଳ ରହିବେ,,ସେପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଜାରି ରଖିବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀଙ୍କୁ ବିରୋଧ କରୁଛୁ। ଆଗକୁ […]

କ୍ରୀଡ଼ାମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୧୦/୧୧(ଏସଏସନିୟୁଜ) ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରି ଗତକିଛିଦିନ ହେବ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟର ମନ୍ତ୍ରୀମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।କେଉଁଠି କଳାପତାକା ତ କେଉଁଠି ଅଣ୍ଡାମାଡ ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ […]

ନଭେମ୍ବର୧୫ରୁ ଷଷ୍ଠ,ସପ୍ତମ ପାଠପଢ଼ା

ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ) ଷଷ୍ଠ ଓ ସପ୍ତମ ଶ୍ରେଣୀ ନଭେମ୍ବର ୧୫ରୁ ଖୋଲିବା ସହ କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ ।ଅନଲାଇନ ସହ ସକାଳ ସାଢ଼େ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ପାଠପଢ଼ା ହେବ । ପିଲାମାନେ ତାଙ୍କ ଇଛାମୁତାବକ ଅନଲାଇନ ବା ସ୍କୁଲ ଆସି ପାଠ ପଢ଼ିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଗିରଫହେଲେ ବିଲଡର

ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ)ଜମିପାଇଁ ଟଙ୍କାନେଇ ଜମିନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ସହୀଦ ନଗର ଥାନା ପୁଲିସ ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି । ୪ଲକ୍ଷଟଙ୍କା ଠକେଇ ଅଭିଯୋଗ ତାଙ୍କନାମରେ ଆସିଥିଲା ।ଏହାପୁର୍ବରୁ ଗ୍ରାହକମାନଙ୍କୁ ଜମି ଯୋଗଇଦେବା ନାମରେ ଠକେଇ କରିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଗୟାଧର ଓ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ଗିରଫ କରାିଥିଲା ।