Browsing category

ମହାନଗର

ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୯୭.ମୃତ୍ୟୁ ୪୪

ଭୁବନେଶ୍ୱର,୧୦/୬(ଏସଏସନିୟୁଜ)ଗତକାଲି କମଥିବାବେଳେ ଆଜି କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭୨୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୨୬୫୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୯୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୯୨ଜଣ, ବରଗଡ଼ ଜିଲ୍ଲାରୁ […]

ଖବର ଆଜିର

୧-୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁରରେ RTPCR ପରୀକ୍ଷା ଗାର ଉଦ୍ଘାଟିତ।ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିବେଦନ। ୨-କ୍ୟାବିନେଟ ନିଷ୍ପତ୍ତି, ୪ ଲେନ୍ ବିଶିଷ୍ଟ ହେବ ନୂଆପଡ଼ା-କଳାହାଣ୍ଡି ରାସ୍ତା ଓ କଟକ ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ। ୩-ଆଜିଠାରୁ ୧୪ ଯାଏ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ ରହିବାକୁ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।ଭୁସ୍ଖଳନ ସହ ବନ୍ୟା ଆଶଙ୍କା। […]

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନରସିଂହ ଭୋଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି.,ହିମାଂଶୁଲାଲ ହେଲେ ପୂର୍ବାଞ୍ଚଳ ଆଇଜି, ଦିପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜ.ରାଜକିଶୋର ପାଇକରାୟ ହେଲେ ଦେବଗଡ଼ ଏସ୍‌ପି, ଦୀପ୍ତେଶ କୁମାର ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜ. ଡି.ପି. ତ୍ରିପାଠୀ ହେଲେ ହେଲେ କଟକ ରେଲୱେ ଏସ୍‌ପି ଭାବରେ ଅବସ୍ଥାପିତ କରାଯାଇଥିବାନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଜାରିହୋଇଛି ।

ଟିକାନେବେ ଔଷଧ ଦୋକାନୀ ଓ କର୍ମଚାରୀ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ଟିକାକରଣକୁ ବ୍ୟାପକ କରିଛନ୍ତି ।ଏବେ ଔଷଧ ଦୋକାନୀ ଓ କର୍ମଚାରୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ଇଉଝ ପ୍ରଦୀପ୍ତ ମହାପାତ୍ର । ୧୮ରୁ ୪୪ ବର୍ଷଙ୍କୁ ରାଜ୍ୟ ସରକାର ଓ ୪୫ରୁ ଅଧିକ ବର୍ଗଙ୍କୁ କେନ୍ଦ୍ର ଦେଇଥିବା ଟିକା ଦେବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛିା

ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର,୯/୮(ଏସ ଏସ ନିୟୁଜ) ଆସୁଛି ଲଘୁଚାପ, ପ୍ରକୋପରେ ପ୍ରବଳ ବର୍ଷିବ ।  ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୦ରୁ ୧୪ ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ […]

କୋଭିଡ଼ ପରିଚାଳନା ପାଇଁ ବିଏମସି କୁ ଆଉ କୋଡ଼ିଏ କୋଟି ମଞୁର

ଭୁବନେଶ୍ୱର,୯/୬(ଏସଏସନିୟୁଜ) ଭୁବନେଶ୍ୱର ରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଜୂର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବ ରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ ୭୭କୋଟି ଟଙ୍କା ଦିଆଯାଇଛି ।ଭୁବନେଶ୍ୱର ରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀ ଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ ।ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ […]

IFS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ୨୪ ଆଇଏଫଏସ ଅଧିକାରୀଙ୍କ ବଦଳି କରିଛନ୍ତି । ପିସିସିଏଫ ଭାବେ ଆଇଏଫଏସ ଏସ.କେ ପୋପଲିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳିଭାବେ ଆଇଏଫଏସ ଅଧିକାରୀ ଉମା ନନ୍ଦୁରୀଙ୍କୁ ଏପିସିସିଏଫ, ପ୍ରେମ କୁମାର ଝା ଏପିସିସିଏଫ ଓ ସିଇଓର ଅତିରିକ୍ତ ଦାୟିତ୍ୱ ,ରମେଶ ଚନ୍ଦ୍ର ସେଠୀଙ୍କୁ ସିସିଏଫ ଓ ପିସିସିଏଫ, ଅମିତାଭ ବର୍ମାଙ୍କୁ ସିସିଏଫ ଓ ପିଡି, ଅଶ୍ୱୀନ କୁମାର କରଙ୍କୁ ଭବାନୀପାଟଣାର ଆସିସିଏଫ, କେଦାର କୁମାର ସାହୁଙ୍କୁ ଭୁବନେଶ୍ୱରର ସିଏଫ ଓ ପିସିସିଏଫ, ସୁଦୀପ […]

ପଦ୍ମ ଧରିଲେ କଂଗ୍ରେସ ନେତା ଯତୀନ ପ୍ରସାଦ

ଭୁବନେଶ୍ୱର,୯/୬(ସତ୍ୟସନ୍ଧାନ ଡେସ୍କ) ବିଜେପିରେ ଯୋଗଦେଲେ କଂଗ୍ରେସ ନେତା ୪୭ ବର୍ଷିୟ ଜିତିନ୍ ପ୍ରସାଦ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ରାଜୀବ ଗାନ୍ଧି ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ବି ଥିଲେ । ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ତାଙ୍କ ସହ […]

ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୯/୬(ଏସଏସନିୟୁଜ) ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି । ଏହିଆଧାରରେ ଯୁଗଳେଶ୍ବରୀ ଦାସ ହେଲେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳସଚିବ । ପ୍ରଦୀପ କୁମାର ମିଶ୍ର ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳସଚିବ. । ନୀତି ରଂଜନ ସେନ୍ ହେଲେ ରାଜ୍ୟ ଶ୍ରମ ବିଭାଗର ଯୁଗ୍ମ ସଚିବ । ଜ୍ୟୋତିଶଙ୍କର ମହାପାତ୍ର ହେଲେ ପୁରୀ ଡିଆରଡିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ । ଶରତ ଚନ୍ଦ୍ର ମହାପାତ୍ର ହେଲେ ଯାଜପୁର ଉପଜିଲ୍ଲାପାଳଭାବେ ନିଯୁକ୍ତି ଦିଆଯାଇଥିବା […]

ମୁମ୍ବାଇ ଉପକୂଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୯/୬(ଏସଏସନିୟୁଜ) ମୁମ୍ବାଇ ଉପକୂଳ ଛୁଇଁଲା ମୌସୁମୀ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ବିଭିନ୍ନ ସ୍ଥାନ ଜଳମଗ୍ନ ମଧ୍ୟ ହୋଇଚି ।ଯାହାଫଳରେ ମୁମ୍ବାଇରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରେଳଧାରଣା ବୁଡ଼ିଯିବାରୁ ଟ୍ରେନ୍ ଓ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଚି । ଦିନ ୧୧ଟା ୪୩ରେ ସମୁଦ୍ରରେ ୪.୧୬ ମିଟର ଉଚ୍ଚ ଜୁଆର ଉଠିବା ଆଶଙ୍କାଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆସଙ୍କା ସହ , ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର […]