Browsing category

ମହାନଗର

ଆଜି ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ଆଜି ଅପରାହ୍ନ ୬ଟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟରେ ଓଡ଼ିଶା ପ୍ରଶାସନିକ ସେବା, ଓଏଏସ୍‍ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, […]

୨୪ ଘଣ୍ଟାରେ ୬୦୧୯ କରୋନା ଆକ୍ରାନ୍ତ ଚିହ୍ନଟ , ୪୩ମୃତ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଥିବାନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । […]

ପୁଣି ବାହାରିଲା ପୁରୁଣା ରୋଗ

୧-କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ (Street vendors ) ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । ୨-କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ । ୩-ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ ମନ୍ତ୍ରୀ ସୀତାରମଣ । ୪-ପରବର୍ତ୍ତୀ COVID-୧୯ ଲହରରେ […]

ବଜ୍ରାପାତରେ ୨ ମୃତ

ବାଙ୍କୀ,୮/୬(ଏସ ଏସ ନିୟୁଜ)ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଚାଷୀ ମୃତବରଣ କରିଛନ୍ତି।ମୃତ ଚାଷୀ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ମିହିର ମହାପାତ୍ର,ବୟସ ୪୫ ବର୍ଷ।ଆଜି ଅପରାହ୍ନରେ ସେ ବିଲକୁ ଧାନ ବୁଣିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।ଫଳରେ ସେ ତଳେ ପଡ଼ିଯାଇଥିଲେ।ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭାବେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ […]

ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

କଟକ,୮/୬(ଏସ ଏସ ନିୟୁଜ) ଏନଏଚ୍ ରେ ଯାଉଥିବା ମାଛଗାଡିରୁ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଉଳିଆଗଞ୍ଜ ଥାନା ପେଲିସ ହାତରେ ଧରାପଡିଛନ୍ତି ୫ ଯୁବକ ।ସେମାନଙ୍କଠାରୁ ପୋଲିସ ଗୋଟିଏ ଦେଶି ରିଭଲଭର, ଗୋଟିଏ ଏୟାର ପିସ୍ତଲ, ଗୋଟିଏ ଫୋଲ୍ଡିଂ ଛୁରୀ,ଗୋଟିଏ ଲୁହା ବାଡ଼ି ,ଗୋଟିଏ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ତ-୪୪୬୨, ଗୋଟିଏ ଣବଜ୍ଞବଷବ ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ଇଝ-୬୨୧୪ , ଏକ ହୋଣ୍ଡା ସ୍କୁଟର ଯାହାର ନମ୍ବର ଙଊ-୦୫-ଇତ-୦୩୬୨ କୁ ଜବତ କରିବା […]

ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ୨୬ କୋଟି ୨୯ ଲକ୍ଷ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ  […]

ବାପା ସମ୍ନାରେ ପୁଅକୁ ହତ୍ୟା

ଭୁବନେଶ୍ୱର ,୮/୫(ଏସଏସନିୟୁଜ) ଷ୍ଟେସନ ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟ। ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ କେତେକ ଯୁବକ ଆସି ତାଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।.ଏହିଭଳିଘଟଣା ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ଘଟିଛି । ବାପା ରବିନ୍ଦ୍ରଙ୍କ ସାମ୍ନାରେ ପୁଅ କାର୍ତ୍ତିକ ସାହୁକୁ ଅତି […]

ନବବଧୂଙ୍କଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣୀ,୭/୬(ଏସଏସନିୟୁଜ) ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେଥିବା ଏକ ଭଡାଘରୁ ନବବିବାହିତା ବଧୂଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ (୨୦) ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ପରିବାରଲୋକଙ୍କ ଅନିଛାସତ୍ୱେ ଏହି ବିବାହ ହୋଇଥରବାରୁ ଉଭୟ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ ।ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ […]

ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’

୧-୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ । ୨-ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ […]

ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ

?ରାଜ୍ୟରେ ଆଜି ୮୪୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ?ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ?କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ?ସିିବିଏସ୍‌ଇ ପରୀକ୍ଷା ମୂଲ୍ୟାଙ୍କନ ଶୈଳୀରେ ସଂଶୋଧନ; ମାର୍କ ସବ୍‌ମିଶନର ଅବଧି ବୃଦ୍ଧି । […]