Browsing category

ମହାନଗର

ରିଭଲଭର ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଜଟଣୀଥାନା ଅର୍ନ୍ତଗତ ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରୁ ତପନକୁମାରପଟ୍ଟନାୟକଙ୍କ ଭାଇକୁ ଅପହରଣ କରିନେଇଥିବାର ୨୦୨୦ଅକ୍ଟୋବର୨୨ତାରିଖରେ ତପନ ଅଭିଯୋଗ କରିଥିଲେ ।ଏହି ଅପହରଣରେ ଜଟଣୀଗଜପତିନଗରର ଏସକେ ଇମ୍ରାନ ଓରଫ ସଦାମ ତାର ୫ଜଣ ସହଯୋଗୀ ମିଶିଏକ ବାଇକରେ ଆସି ଅପହରଣ କରିନେଇଥିବାର ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୪୦୭/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସଦାମ ଫେରାର ହୋଇଯାଇଥିବାରୁ ତାକୁ ଧରିପାରିନଥିଲା ।ତେବେ ସେହିଦିନ ରଭଲବଲ ଓଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସୁନା […]

ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା-ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୪/୫(ଏସଏସନିୟୁଜ) ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ ।ରାଜ୍ୟର […]

ଆଉ ନାହାନ୍ତି ପ୍ରମୋଦ ପଢିହାରି

ବାରଙ୍ଗ,୧୩/୫(ଏସଏସନିୟୁଜ)ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ପ୍ରମୋଦ ।ବୟସ ଏତେଟା ନୁହେଁ । ଖୁବ କମ୍‌ବୟସରେ ପରଲୋକ ଘଟିଥିବାରୁ ସମସ୍ତଙ୍କ ମୁହଁରେ ଆହା ପଦ ବାହାରୁଛି । ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକଅର୍ନ୍ତଗତ ଗଣ୍ଡରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ତାଙ୍କ ଜୀବନ କାଳ ମଧ୍ୟରେ ବହୁ ସମାଜସେବା କାର୍ଯ୍ୟ କରି ଲୋକମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ସମାଜସେବା ସହ ପଂଚାୟତ ରାଜନିତୀରେ ଯୋଗଦେଇ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ବହୁ ଉଦ୍ୟମମାନ […]

ଦାଢା ପଂଚାୟତରେ ୪ ଆକ୍ରାନ୍ତ ଜଣାପଡିବାପରେ ଗ୍ରାମ ସାନିଟାଇଜ ହେଲା

ବାରଙ୍ଗ ,୧୩/୫(ଏସଏସନିୟୁଜ) ଭୁବନେଶ୍ୱର ବ୍ଲକ୍ ଦାଢା ପଞ୍ଚାୟତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗତ ସପ୍ତାହକ ମଧ୍ୟରେ ଏହି ପଞ୍ଚାୟତର ଝିଙ୍କରଡିହ ଗ୍ରାମରୁ ୧,ବାଲିପଡା ଗ୍ରାମରୁ ୨ ଓ କେନ୍ଦୁପାଟଣା ଗ୍ରାମରୁ ୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ମେଣ୍ଢାଶାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପଟେ ରାଜଧାନୀ ଉପକଣ୍ଠ ଗ୍ରାମ ମାନଙ୍କରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ଅମାନିଆଙ୍କ ଉତ୍ପାତ ଦେଖିବାକୁ ମିଳୁଛି।ଯାହା ଫଳରେ ଅଞ୍ଚଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବା […]

ଆଜି ବାରଙ୍ଗରୁ୧୬ ଚିହ୍ନଟ

ବାରଙ୍ଗ ,୧୩/୫(ଏସଏସନିୟୁଜ) ବୁଧବାର ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତ ଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୩୪ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାରଦିନ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୬ରେ ପହଁଚିଛି ।ଏହିନୁଆ ଆକ୍ରାନ୍ତଙ୍କମଧ୍ୟରେ ବେଲଗଛିଆରୁ ୨,ଖଲର୍ଦାରୁ୧, କୁହ୍ଲେଇପଡାରୁ୧, କୁରାଙ୍ଗଶାସନରୁ୨, ଦାଢାପାଟଣାରୁ୧, ହରିଅନ୍ତାରୁ୧, ରାମଦାସପୁରରୁ୪, ମୁଣ୍ଡଳିରୁ୧,ଶ୍ରିବନ୍ତପୁର ରୁ୩କୁ ମିଶାଇ ୧୬ଜଣ ନୁଆ ପଜିଟିଭ ବାରଙ୍ଗବ୍ଲକର ବିଭିର୍ଣଗ୍ରାମରୁ ବାହାରିଥିବାନେଇ ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।(ଗୈାତମରାଉତଙ୍କରିପୋର୍ଟ)

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ବନ୍ଦ

ମେଣ୍ଢାଶାଳ ,୧୩/୫(ଏସଏସନିୟୁଜ) ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଚାରିଜଣ କର୍ମଚାରୀମାନଙ୍କର କୋଭିଡ ପଜିଟିଭ ବାହରିବାପରେ ରୋଗୀମାନଙ୍କପାଇଁ ବନ୍ଦ ହୋଇଯାଇଛି ଡାକ୍ତରଖାନା ।ଏହିଭଳିସ୍ଥିତି ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକର ହେଡକ୍ୱାଟର କୁହାଯାଉଥିବା ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ।ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ୪ଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିଛି ।ଏହି ପଜିଟିଭ ରିପୋର୍ଟ ଆସି ଡାକ୍ତରଖାନାରେ ପହଁଚିବାପରେ କର୍ମଚାରୀମାନେ ମୁଖ୍ୟ ଫାଟକକୁ ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ କରିଥିବାର ଦେଖିବାକୁ ମିଳିଛି ଯାହାଫଳରେ ଆଖପାଖ ଗ୍ରାମରୁ ଚିକିସ୍‌ାପାଇଁ […]

କୋଭିଡ଼ ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୩/୫(ଏସଏସନିୟୁଜ) କୋଭିଡ଼ ଦ୍ଵିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର‌୍ୟାୟରେ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାର କୋଟି ଟଙ୍କା ମଞ୍ଜୁର କରିଥିଲେ ।

ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଭୟ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଏବେ ଭୟସୃଷ୍ଟି ହୋଇଛି ।ଏହି ଭାସମାନ ମୃତଦେହ ଗୁରୁବାର ଦିନ ପାଟନାରେ ପହଞ୍ଚିଛି। ସ୍ଥାନୀୟ ଲୋକମାନେ ପାଟଣାର ଗୁଲାବୀ ଘାଟ ନିକଟରେ ଏକ ଶିଶୁଙ୍କ ମୃତଦେହ ସମେତ ଅନେକ ମୃତଦେହ ଭାସୁଥିବା ଦେଖିଥିଲେ। ବିହାର ସରକାର ବୁକ୍ସାର ଜିଲ୍ଲାର ନଦୀରୁ ୭୧ ଟି ମୃତଦେହକୁ ଉଦ୍ଧାର କରି ପୋଡିବାପାଇଁ ଯୋଜନା କରିଛି । ଗଙ୍ଗା ନଦୀରେ ଥିବା ଗୁଲାବୀ ଘାଟ ପାଟନାରେ ଶବଦାହ ପାଇଁ ବ୍ୟବହୃତ ହୁଏ ,ମୃତଦେହ ପାଟନାରେ […]

ଅନ୍ଧବିଶ୍ୱାର କୁପରିଣତି -କରୋନା ପରୀକ୍ଷା କରୁନାହାନ୍ତି ଗ୍ରାମବାସୀ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶ କରୋନା ସଂକ୍ରମଣ ସହିତ ସଂଘର୍ଷ କରୁଛି ଏବଂ ଏହି ସଂକ୍ରମଣ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ବିହାରରେ ଏପରି ଏକ ଗାଁ ରହିଛି ଲୋକଙ୍କ ସଚେତନତା ଅଭାବରୁ କିମ୍ବା ସେମାନଙ୍କ ଜିଦ୍ ହେତୁ ସେମାନେ କରୋନା ପରୀକ୍ଷା ଓ ଟିକା ନେବାକୁ ପ୍ରସ୍ତୁତ ନୁହଁନ୍ତି । ପଞ୍ଚାୟତର ମୋଟ ଜନସଂଖ୍ୟା ପ୍ରାୟ ୧୨ ହଜାର ଥିବାବେଳେ ଖୁଦିଆ ଗାଁର ଜନସଂଖ୍ୟା ମାତ୍ର ଦଶ ହଜାର।ଏବେପନ୍ଦର ଦିନ ମଧ୍ୟରେ […]

କରୋନାରୁ ରକ୍ଷା ପାଇବା ପାଇଁ ଗୋମୁତ୍ର ସ୍ନାନ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) କରୋନା କାରଣରୁ ଏପର୍ଯ୍ୟନ୍ତ ଦେଶରେ ୨ ଲକ୍ଷରୁ ଉର୍ଦ୍ଧ ମୃତ୍ୟୁ ଘଟିଛି, ଏହି ମୃତ୍ୟୁସଂଖ୍ୟା ପାଞ୍ଚ ଗୁଣ ଅଧିକ ହୋଇପାରେ ବୋଲି ଅନେକ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ।କରୋନା ମହାମାରୀର ପ୍ରକୋପ ଦିନକୁଦିନ ବଢିବାକୁ ଲାଗିଥିବାବେଳେ ଏଥିରୁ ରକ୍ଷାପାଇବାପାଇଁ ଲୋକମାନେ ଗୋବର-ଗୋମୁତ୍ରାରେ ସ୍ନାନ କରୁଛନ୍ତି ।ଏହିଭଳିଘଟଣା ଗୁଜୁରାଟର କିଛି ଗ୍ରାମାଂଚଳରେ ଦେଖିବାକୁ ମିଳିଛି । କରୋନା ଜୀବାଣୁ ମହାମାରୀର ଦ୍ୱିତୀୟ ତରଙ୍ଗ ଭାରତରେ ସର୍ବାଧିକ ପ୍ରଭାବ ପକାଇଛି । ସହର ତଥା ଗ୍ରାମରେ ମଧ୍ୟ ଏହି […]