Browsing category

ମହାନଗର

ରେକର୍ଡ ଭାଙ୍ଗିଲା କରୋନା , ୨୪ ଘଣ୍ଟାରେ ୧୦ ହଜାର ପାର

ଭୁବନେଶ୍ୱର,୧/୫(ଏସଏସନିୟୁଜ) ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟିକରୁଥିବା କରୋନା ପୁଣି ରେକର୍ଡ ଭାଙ୍ଗିଛି । ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ କୋରନାର ରେକର୍ଡ ପରିସଂଖ୍ୟାନରୁ ୧୦ ହଜାର ପାର ହୋଇ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦୪୧୩ ସଂକ୍ରମିତ ଚିହ୍ନଟ ହୋଇଛି । ଏହାସହ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।ଏହିନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ , ସୁନ୍ଦରଗଡ଼ରୁ ୧୧୦. କଟକରୁ ୮୨୮, ପୁରୀରୁ ୫୩୩ ଓ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

କାଲିଠାରୁ୧୫ଦିନ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୩୦/୪(ଏସଏସନିୟୁଜ) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବାବେଳେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଆସନ୍ତା କାଲିଠାରୁ ଅର୍ଥାତ ମେ୧ତାରିଖଠାରୁ ମେ୧୫ତାରିଖ ପର୍ଯ୍ୟନ୍ତ ଉଭୟ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ ରଖାଗଲା ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି ।ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଳେ ନନ୍ଦନକାନନ ଚତୁଃପାଶ୍ୱର୍ରେ ଥିବା ଗ୍ରାମମାନଙ୍କରେ କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଇ […]

ଓଡିଶାରେ୨୪ଘଂଟାରେ ୮ ହଜାର ସଂକ୍ରମଣ

ଭୁବନେଶ୍ୱର, ୩୦/୪ (ଏସଏସନିୟୁଜ) ଓଡିଶାରେ ୨୪ଘଂଟାରେ ୮ ହଜାର ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା ।ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଏମାନଙ୍କ ଭିତରୁ ୪୯୪୮ଜଣ ସଂଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ନୁଆ ପଜିଟିଭ ଚିହ୍ନଟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ,ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ […]

୩ ଦିନ ପାଇଁ ବନ୍ଦ ଇନ୍ଦ୍ରଧନୁ ମାର୍କେଟ୍

ଭୁବନେଶ୍ୱରର ୩୦/୪ (ଏସଏସନିୟୁଜ) ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ କରିଛି ବିଏମସି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଥିବାରୁ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହି ସୋମବାର ଦିନ ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ । କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟକୁ ସିଲ୍ କରାଯାଇଛି ।

ବାରଙ୍ଗରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ

ବାରଙ୍ଗ୨୯/୪(ଏସଏସନିୟୁଜ)କମିଶନରେଟ ପୋଲିସର ୱାଣ୍ଟେଡ ଥିବା ଦୁର୍ଦାନ୍ତ ଅପରାଧୀ ଶେଖ୍ ବାବୁ କୁ ବାରଙ୍ଗ ନିକଟରେ ପୋଲିସ ଏନକାଉଣ୍ଟର କରିଛି।ଏଥିରେ ବାବୁ ର ବାମ ଗୋଡ଼ରେ ଗୁଳି ବାଜିଛି।ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଶେଖ୍ ବାବୁ ଗ୍ୟାଙ୍ଗଷ୍ଟର ସକିଲ ର ଡାହାଣ ହାତ ଥିବା ପୋଲିସ ସୂଚନା ଦେଇଛି।ପୂର୍ବରୁ ବାବୁ ନାମରେ କଟକର ବିଭିନ୍ନ ଥାନା ରେ ୨୧ ଟି ଅପରାଧିକ ମାମଲା ରୁଜୁ ହୋଇଛି।ତେବେ ଆଜି […]

ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ । ୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ । ୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ । ୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା […]

ଭୁବନେଶ୍ୱରରେ ଆଜି ୮୫୧ ପଜିଟିଭ

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ପୁଣି ଆଜି ଭୁବନେଶ୍ୱରରେ ୮୫୧ ପଜିଟିଭ ଚିହ୍ନଟ ହୋଇଛି ।ସେଥିମଧ୍ୟରେ ୯୬ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ, ନୟାପଲ୍ଲ. ଖଣ୍ଡଗିରିରୁ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାସହ ୪୨୯ ଜଣ ସୁସ୍ଥ ହୋଇଥିବାନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କଟକଣା । ସରକାରଙ୍କଦ୍ୱାରା ଜାରିହୋଇଥିବା କୋଭିଡ ନୀୟମ ସହ ନାଇଟ୍ କର୍ଫ୍ୟୁ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।ନୀୟମ ଖିଲାପକରି ପୋଲିସ ହାତରେ ଧରାପଡିଲେ ପୋଲିସ ଫାଇନ କାଟିବ ।କ୍ରିମିନାଲଙ୍କୁ ଧରିବା ପୋଲିସର କାମ ହୋଇଥିବାବେଳେ ଏବେ ଅମାନିଆମାନଙ୍କୁ ଧରି ଫାଇନ କାଟିବା ଘଟଣା ପୋଲିସଙ୍କୁ ବହୁତ ଦୁଃଖ ଦେଉଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । […]

୨୪ ଘଣ୍ଟାରେ ୬୯୯୮ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର, ୨୯/୪ (ଏସଏସନିୟୁଜ)ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭ଜଣ , କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ଦେବଗଡ଼ରୁ ୭୪ ଜଣ, ରାୟଗଡ଼ାରୁ ୧୮୧, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ଯାଜପୁରରୁ ୨୨୬, ବରଗଡ଼ରୁ ୩୩୦, ସମ୍ବଲପୁରରୁ […]