ଗଛମୁଳରୁ ମିଳିଲା ନବଜାତ ଶିଶୁ ପୁତ୍ର
ବାରଙ୍ଗ,୨/୫(ଏସଏସନିୟୁଜ) ଗଛମୁଳରୁ ମିଳିଛି ନବଜାତଶିଶୁପତ୍ର ।ଶିଶୁପତ୍ରର ନାହି ଲାଗିଛି ।ଏକ ଶାଢିଉପରେ ଶୋଇଛି ପିଲାଟି ।କିନ୍ତୁ ତାର ମୁହଁ,ହାତ,କାନ ରକ୍ତାତ ହୋଇଯାଇଛି ।କିନ୍ତୁ ବଂଚିଛି ।ଏହିଭଳି ଘଟଣା ରବିବାର ସକାଳେ ରାଜଧାନୀ ଉପକଣ୍ଠ କଳାରାହଙ୍ଗଗ୍ରାମମୁଣ୍ଡ ରେ ଦେଖିବାକୁ ମିଳିଛି ।ପୋଲିସ ଆସି ପିଲାଟିକୁ ଉଦ୍ଧାର କରି ଚିକିସ୍ା ପାଇଁ ପଠାଇଛି ।କଳାରାହଙ୍ଗ ଗ୍ରାମମୁଣ୍ଡ ବଡପାଖେରୀକୁ ରବିବାର ସକାଳେ କିଚି ଯୁବକ ଶୈାଚ ପାଇ ଯାଇଥିବାବେଳେ ପିଲାଟିର କାନ୍ଦ ଶୁଣିଥିଲେ ।ଏହାପରେ ହୁଡାପାଖରେ ନିର୍ମାଣଧିନ ଆପାଟମେଟ ପଛପଟେଥିବା ଏକ […]