ଆଜି ବାରଙ୍ଗରୁ୧୬ ଚିହ୍ନଟ

ବାରଙ୍ଗ ,୧୩/୫(ଏସଏସନିୟୁଜ) ବୁଧବାର ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତ ଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୩୪ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାରଦିନ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୬ରେ ପହଁଚିଛି ।ଏହିନୁଆ ଆକ୍ରାନ୍ତଙ୍କମଧ୍ୟରେ ବେଲଗଛିଆରୁ ୨,ଖଲର୍ଦାରୁ୧, କୁହ୍ଲେଇପଡାରୁ୧, କୁରାଙ୍ଗଶାସନରୁ୨, ଦାଢାପାଟଣାରୁ୧, ହରିଅନ୍ତାରୁ୧, ରାମଦାସପୁରରୁ୪, ମୁଣ୍ଡଳିରୁ୧,ଶ୍ରିବନ୍ତପୁର ରୁ୩କୁ ମିଶାଇ ୧୬ଜଣ ନୁଆ ପଜିଟିଭ ବାରଙ୍ଗବ୍ଲକର ବିଭିର୍ଣଗ୍ରାମରୁ ବାହାରିଥିବାନେଇ ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।(ଗୈାତମରାଉତଙ୍କରିପୋର୍ଟ)

Comments (0)
Add Comment