Browsing category

ମହାନଗର

କରୋନାରେ ଆକ୍ରାନ୍ତ ହେଲେ ନରସିଂହ

ଭୁବନେଶ୍ୱର,୨୧/୪(ଏସଏସନିୟୁଜ) କଂଗ୍ରେସନେତା ନରସିଂହମିଶ୍ର କରୋନାରେ ଆକ୍ରାନ୍ତ ହେବାପରେ ସଙ୍ଗରୋଧରେ ରହିଛନ୍ତି । ତାଙ୍କର କରୋନା ପଜିଟିଭ ଆସି ଥିବାର ଟୁଇଟ କରି ସୁଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ପରିକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ଚାଲିଗଲା ବାଘୁଣି ରେଣୁକା

ବାରଙ୍ଗ,୨୧/୪(ଏସଏସନିୟୁଜ) ନନ୍ଦନକାନନର ଅନ୍ୟତମ ଆକର୍ଷଣିୟ ବାଘୁଣି ରେଣୁକା ଆଖିବୁଜିଛି । ଗତ୧ମାସହେବ ଡାକ୍ତରଖାନାରେ ରହି ଚିକିସ୍‌ିତ ହେଉଥିବାବେଳେ ବୁଧବାରରାତିସାଢେ୬ଟାରେ ତାର ମୃତ୍ୟୁଘଟିଛି ।୨୦୦୮ ଫ୍ରେବୁୟାରୀ ୨୮ରେ ରେଣୁକା ଜନ୍ମଗ୍ରହଣ କରି ୧୩ବର୍ଷରେ ପଦାର୍ପଣକରିଥିଲା ।ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ତାର ମୃତ୍ୟୁଘଟିଲା ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି । ।ରେଣୁକାର ମୃତ୍ୟୁପରେ ନନ୍ଦନକାନନରେ ବାଘସଂଖ୍ୟାହ୍ରାସ ପାଇ ୨୭ରେ ପହଁଚିଛି ।

ଗଞ୍ଜାମ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

ଗଞ୍ଜାମ,୨୧/୪(ଏସଏସନିୟୁଜ)କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଯିବାକୁ ଲାଗିଲା କଟକଣା । ଗଞ୍ଜାମଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧର୍ମାନୁଷ୍ଠାନରେ ଧର୍ମୀୟ ପୀଠରେ ଭକ୍ତଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।୨୨ ଠାରୁ ମେ୧୫ ଯାଏଁ ସାଧାରଣ ଲୋକେ ଜିଲ୍ଲାର କୌଣସି ଜନ ଗହଳି ସ୍ଥାନ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍.ସମୁଦ୍ର କୂଳ,ଖେଳ ପଡି. ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି । ଜିଲ୍ଲାର ସମସ୍ତ ମନ୍ଦିର,ମସଜି.ଚର୍ଚ୍ଚ ଏବଂଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ […]

ଭୁବନେଶ୍ୱରରୁ ଆଜି ୪୭୬

ଭୁବନେଶ୍ୱର,୨୧/୪(ଏସଏସନିୟୁଜ) ପୁଣି ଆଜି ଭୁବନେଶ୍ୱରରେ ୪୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଣା ଭୁବନେଶ୍ବରରୁ ୩୩ , ନୟାପଲ୍ଲୀରୁ ୨୫ , ପଟିଆରୁ ୨୩ , ଚନ୍ଦ୍ରଶେଖରପୁରରୁ ୨୧ , ଖଣ୍ଡଗିରି, ନୟାପଲ୍ଲୀରୁ ୧୮-୧୮ , ଲକ୍ଷ୍ମୀସାଗରରୁ ୧୭ ଓ ଝାରପଡ଼ାରୁ ୧୧ଜଣ ଅଛନ୍ତି । ସେପଟେ ଭୁବନେଶ୍ୱରରେ ୧୪୦ ଜଣ ସୁସ୍ଥ ହୋଇ […]

ମେଡିକାଲରେ ଦୁର୍ଘଟଣା-ଅକ୍ସିଜେନ୍ ନେଲା ୨୨ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଅକ୍ସିଜେନ୍ ନେଲା ରୋଗୀଙ୍କ ଜୀବନ । ଯେଉଁ ଅକ୍ସିଜେନ୍ ରୋଗୀଙ୍କ ଜୀବନ ବଂଇଚାଇବାରେ ଆୟୁଧ ସାଜିଥାଏ ସେହି ଅକ୍ସିଜେନ ପାଇଁ ଆଜି ୨୨ଜଣଙ୍କର ଜୀବନ ଯାଇଛିା ମେଡିକାଲରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଲିକ୍ ହେବାରୁ ନାସିକ୍‌ର ଜାକିର୍ ହୁସେନ୍ ମେଡ଼ିକାଲରେ ୨୨ ଜଣଙ୍କ ଜୀବନ ଯାଇଛି। ଏହିସମୟରେ ମେଡିକାଲରେ ଚିକିସ୍‌ଧିନଥିବା ୧୭୧ଜଣ ରୋଗୀଙ୍କୁ ଅନ୍ୟମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଏହି ଦୁର୍ଘଟଣ। କିପରି ଘଟିଲା ଜାଣିବାପାଇଁ ପ୍ରଶାସନ ପକ୍ଷରୁ ଉ୍‌ଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।କେନ୍ଦ୍ର […]

ଧୋନୀଙ୍କ ବାପା-ମାଆ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବାପା ଓ ମାଙ୍କୁ କରୋନା ହୋଇଥିବା ଜଣାପଡିଛି ।ତାଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ପଲ୍ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମା’ ଓ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ଚିକିସ୍‌ସା କରୁଥିବା ଡାକ୍ତରଙ୍କ କହିଛନ୍ତି ।ଏବେ ଆଇପିଏଲ ମ୍ୟାଚ୍ ଚାଲିଥିବାରୁ ଧୋନି ମୁମ୍ୱାଇରେ ରହିଥିବାବେଳେ ତାଙ୍କ ବାପାମାଆ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି ।

ପକୃତ ମାଲିକଙ୍କୁ ପୋଲିସ ଫେରାଇଲା ଚୋରୀଜିନିଷ

କଟକ,୨୧/୪(ଏସଏସନିୟୁଜ) ଚୋରି ଓ ଲୁଟ ହୋଇଥିବା ଜିନିଷକୁ ଉଦ୍ଧାର କରି କମିସିନେରେଟ ପୋଲିସ ତାର ମାଲିକମାନଙ୍କୁ ହସ୍ତାନ୍ତର କରିଛି । କଟକ ରଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ ପୋଲିସ ଜବତ କରିଥିବାବେଳେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଚୋରିସାମଗ୍ରୀର ପକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି।ପୋଲସିଦ୍ୱାରା ଜବତ ହୋଇଥିବା ୬୯ଟି ମୋବାଇଲ ଫୋନ, ୨ ଟି ଲାପଟପ, ୧୮ ଟି ବାଇକ, ୩ ଟି ଏଲଇଡି ଟିଭି ଓ ୨ ଟି ସ୍ମାର୍ଟ ୱାଚ, ଗୋଟିଏ ଡିଜିଟାଲ କ୍ୟାମେରା […]

ବାତିଲ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର ୨୧/୪(ଏସଏସନିୟୁଜ) ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଚଳିତ ବର୍ଷ ପାଇଁ ବାତିଲ ହୋଇଛି ମାଟ୍ରିକ ପରୀକ୍ଷା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ପ୍ରେସ୍‌ମିଟ ଜରିଆରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ […]

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ।ତିନି ବରିଷ୍ଠ ଓଏଏସ୍ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ୧୧ ପ୍ରଶାସନିକ ଅଧିକାରୀ( ଓଏଏସ୍‌)ଙ୍କ ସ୍ତରରେ ଅଦଳବଦଳ ହୋଇଛି । ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ତିନି ବରିଷ୍ଠ ଓଏଏସ୍‌ମାନେ ହେଉଛନ୍ତି କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ ଓ ବିଧୂଭୂଷଣ ମିଶ୍ର […]

ପୁଣି ୪ହଜାର ୭୬୧ ଆକ୍ରାନ୍ତ

ଭୁବନେଶ୍ୱର, ୨୧/୪(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ୪ହଜାର ୭୬୧ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୨୦ ,ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୩୨୨.ଝାରସୁଗୁଡ଼ାରୁ ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ୱପୁର ୧୮୩, […]