Browsing category

ମହାନଗର

ଡେଲାଙ୍ଗରେ ପୁଲିସର ପ୍ଳାର୍ଗ ମାର୍ଚ୍ଚ

ଡେଲାଙ୍ଗ୮/୪(ଏସଏସନିୟୁଜ)ଆଉ ଦିନ କେଇଟା ପରେ ପିପିଲି ରେ ହେବ ଉପନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ନିର୍ବାଚନମଣ୍ଡଳୀ ଅଂଚଳ । ଉପନିର୍ବାଚନକୁ ନିରପେକ୍ଷ ସହ ସ୍ୱଚ୍ଛ ମତଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭକରାଯାଇଛି ।ଆଜି ଡେଲାଙ୍ଗର ଘନିପୁର ଓ ସାଉରିଆ ଗ୍ରାମ ପଞ୍ଚାୟତର କୁଆପଦା ଓ ଘୋରଡିଆ ଗ୍ରାମରେ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ କରାଯାଇ ରାସ୍ତା ଉପରେ ବେଆଇନ ବ୍ୟାନର ଓ ହୋଡିଂ ଗୁଡିକ ଖୋଲା ଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିବାର ଦେଖିବାକୁ ମିଳିଛି […]

ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି

୧-ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ୨-ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ୩-ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ । ୪-ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର […]

ଅବକାରୀ ବିଭାଗ ଦ୍ଵାରା ୫୦ କିଲୋ ଗଞ୍ଜେଇ ଜବତ,ଗାଡ଼ି ସମେତ ୩ ଗିରଫ

ବାରଙ୍ଗ୭/୪ (ଏସଏସନିୟୁଜ) ରାଜ୍ୟରେ ଏବେ ଚୋରା ଗଞ୍ଜେଇ ଚାଲାଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।ଗୋଟିଏ ପଟେ ଚୋରା ଚାଲାଣ ବୃଦ୍ଧି ପାଉଥିଲା ବେଳେ ଅନେକ ଗିରଫ ମଧ୍ୟ ହେଉଛନ୍ତି।ସେହିପରି ବୁଧବାର ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଚଢ଼ାଉ କରି ୫୦ କିଲୋ ଗଞ୍ଜେଇ ଜବତ […]

ନକଲିପୋଲିସକୁ ଧରିଲା ଅସଲି ପୋଲିସ

ଭୁବନେଶ୍ୱର,୭/୪(ଏସ୍‌ଏସ୍‌ନିୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲିପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତିଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁଗିରଫ କରିଥିବା ବେଳେ ଅନ୍ୟ ତିନିଜଣଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନାପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚିରହିଥିବା […]

ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୭/୪(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ବନ୍ଦ ରହିବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତିକୁ ଦେଖି ଏହି ଦୁଇଟି ଶ୍ରେଣୀ ଗୃହ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗନେଇଛି ଏହି ନିଷ୍ପତ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ। ଦୈନିକ ସଂକ୍ରମଣ ହାର ଦୈନିକ ବଢୁଥିବାବେଳେ ଏହି ପରିସ୍ଥିତିରେ କ୍ଲାସ୍ ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଥିବାରୁ ଆସନ୍ତା ୩୦ ତାରିଖ ଯାଏଁ […]

ମଦବେପାରିକୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ …

ବାରଙ୍ଗ,୭/୪(ଏସ୍‌ଏସ୍‌ନିୟୁଜ)ମଦ ବେପାରି କୁ ଗାଁ ଦାଣ୍ଡ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ପରେ ଗାଁବୁଲାଇ ମହିଳାମାନେ ଥାନା ର ଜିମା ଦେଲେ । ଏଭଳି ଘଟଣା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଫାଣ୍ଡି ଅଧୀନସ୍ଥ ପାଣିଓରା ଗ୍ରାମରେ ଦିର୍ଘଦିନଧରି ନିର୍ବିଘ୍ନରେ ଦେଶୀମଦ ବିକ୍ରି ଚାଲୁଥିଲା । ଗ୍ରାମବାସୀମାନେ ଫାଣ୍ଡିରେ କହିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିଲା ।ମଦବେପାରୀକୁ ପାନେଦେବାକୁ ଗ୍ରାମର ମହିଳାମାନେ ଏକାଠି ହେଲେ ।ବୁଧବାରଦିନ […]

ପୁଣି ଆକର୍ଷଣ ସାଜିବ ନନ୍ଦନକାନନରେ ଟୟଟ୍ରେନ

ବାରଙ୍ଗ,୬/୪(ଏସଏସନିୟୁଜ) ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶିଶୁରେଳଗାଡି ବା ଟୟଟ୍ରେନ ନନ୍ଦନକାନନରେ ଚାଲିବାର ବାଟ ପରିସ୍କାର ହୋଇଯାଇଛି ।ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ଦୀର୍ଘବର୍ଷ ଧରି କରାଯାଇଥିବା   ପରିକଳ୍ପନା ଏବେ ସାକାର ହେବାକୁ ଯାଉଛି ।ପୁଣି ପିଲାମାନଙ୍କ ପାଇଁ ବେଶ ଆକର୍ଷଣୀୟ ସାଜିବାକୁ ଯାଉଛି ଟୟଟ୍ରେନ । ପ୍ରକାସ ଯେ, ୪କୋଟି୮୦ଲକ୍ଷଟଙ୍କାର ବ୍ୟୟବରାଦରେ ନୁଆ ଢଙ୍ଗରେ ପର୍ଯ୍ୟଟକମାନଙ୍କର ବେଶ ଆକର୍ଷଣିୟ ସାଜିବାକୁ ଯାଉଛି ନନ୍ଦନକାନନର ଶିଶୁରେଳଗାଡି ବା ଟୟଟ୍ରେନ ।ନୁଆ ଆକର୍ଷଣିୟ ବଗି,ବେଟରାରୀଚାଳିତ ଇଞି.ସହ ୧୦୫ମିଟର […]

ରାଜ୍ୟରେ ପୁଣି ୭୯୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର.୭/୪(ଏସ୍‌ଏସ୍‌ନିୟୁଜ)କରୋନା ତାର କାୟା ଧିରେଧିରେ ରାଜ୍ୟରେ ବିସ୍ତାର କରିଚାଲିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡରେ ୧୪୭ , ଖୋର୍ଦ୍ଧାରେ ୧୧୮ , ଅନୁଗୁଳରେ ୧୭ , ବାଲେଶ୍ୱରରେ ୦୬ , ବରଗଡ଼ରେ ୪୮, ଭଦ୍ରକରେ ୧୦, ବଲାଙ୍ଗୀରରେ ୧୪ , କଟକରେ ୪୬ , ବୌଦ୍ଧରେ ୨ , ଢେଙ୍କାନାଳରେ ୩ ଓ ଜଗତସିଂହପୁରରେ ୯ ଚିହ୍ନଟ ହୋଇଛନ୍ତି ।ଦେବଗଡରେ […]

କାୟା ମେଲାଉଛି କରୋନା

୧. ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ୨. ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ […]

୧୨୫ କିଲୋ ଗଞ୍ଜେଇ ଜବତ,୨ ଗିରଫ

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) କଟକ ଜିଲ୍ଲ ବାରଙ୍ଗ ବ୍ଲକ୍ ତ୍ରିଶୁଳିଆ ଛକ ନିକଟରେ ଆଜି କଟକ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ୧୨୫ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଦୁଇ ଜଣ ହେଉଛନ୍ତି ବିହାର ଅଞ୍ଚଳର ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର।ସେମାନଙ୍କଠାରୁ ଏପି ୦୩ ଏଏକ୍ସ ୯୪୧୪ ନମ୍ୱର ବିଶିଷ୍ଟ ଏକ ଟାଟା ସୁମୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାଢ଼େ ଛ ଲକ୍ଷ୍ୟ […]