ମୋ କଲେଜ ଅଭିଯାନରେ ଯୋଡିହେଲେ କଲେଜ ଛାତ୍ରଛାତ୍ରୀ
ବାରଙ୍ଗ,୨୧/୩( ଏସଏସନିୟୁଜ)ଆଜି ସାରା ରାଜ୍ୟରେ ମୋ କଲେଜ ଅଭିଯାନ ନାମକ ଅନଲାଇନ୍ ପ୍ରାର୍ଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ନେବାର ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ […]