Browsing category

ମହାନଗର

ରୁଦ୍ରପ୍ରତାପ ହେଲେ ପିପିଲି ବିଧାୟକ ପାର୍ଥୀ

ପିପିଲି, ୨୬/୩(ଏସଏନିୟୁଜ)ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶେଷରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ହେବେ ପ୍ରାର୍ଥୀ। ପୂର୍ବରୁ ଏହି ଆସନ ପାଇଁ ଉଭୟ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ରପ୍ରତାପ ମହାରଥୀ ଆଶାୟୀ ଥିଲେ। କିଏ ଲଢିବ ସେ ନେଇ ଅନେକ ବିଚାର ବିମର୍ଷ ଲାଗି ରହିଥିଲା। ସେତେବେଳେ ପ୍ରତିଭା କହିଥିଲେ, […]

ରାତି ପାହିଲେ ଭୋଟ

?ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ । ?ଆଜି ଖେଳାଯିବ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍, ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍ ପଡ଼ିବ। ସେହିଭଳି ମ୍ୟାଚ୍ ୧.୩୦ ରେ ଆରମ୍ଭ ହେବ। ?ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ […]

ସମୁଦ୍ରରେ ଟ୍ରାଫିକ ଜାମ !

୧-ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ‘ଭାରତ ବନ୍ଦ’ ।ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ସହ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି । ୨-ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ […]

ପାକିସ୍ତାନ ମୁହଁରେ ଶାନ୍ତିର କଥା

➡️୧-ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ,ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ➡️୨-ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର । ➡️୩-ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା । ➡️୪-କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତ ଭାବେ ତଦାରଖ […]

ଜାରି ହେଲା ନୂଆ ଗାଇଡ୍‌ଲାଇନ୍କ

ଭୁବନେଶ୍ବର,୨୩/୩(ଏସଏସନିୟୁଜ) କରୋନା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ। ପୂର୍ବରୁ ସର୍ବାଧିକ ସଂଖ୍ୟା ୫୦୦ ଥିଲା। ଏହାକୁ କମାଇ ୨୦୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଶାହ ଓ ଶୁଦ୍ଧିକାର୍ଯ୍ୟରେ ଏଣିକି ୫୦୦ ବଦଳରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ […]

ଲାଗି ହେଲା ପଞ୍ଚପଲ୍ଲବ

ସାକ୍ଷୀଗୋପାଳ,୨୩/୩(ଏସଏସନିୟୁଜ) ମଙ୍ଗଳବାର ରାତିରେ ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ପଞ୍ଚପଲ୍ଲବ । ଦୈନଦିନ ନୀତିକାନ୍ତି ସରିବା ପରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପଞ୍ଚବଲ୍ଲବ ଲାଗି କରାଯାଇଥାଏ । ଫଗୁ, କେତକୀ, ଆଲଟ, ଚାମର ଖଦୀ ଏହି ସାମଗ୍ରୀର ମିଶ୍ରଣକୁ କୁହାଯାଉଥିବା ପଞ୍ଚପଲ୍ଲବ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ହୋଇଥାନ୍ତି ।ଏହା ବର୍ଷକୁ ଥରେ ଫଗୁଦଶମୀରେ ଲାଗି ହେବାର ନିୟମ ରହିଛି । ପରେ ପରେ ଠାକୁରଙ୍କୁ ସୁସଜିତ ଦୋଳ ବିମାନରେ ଛତ୍ରି, ତ୍ରାସ, ବୈରଖ,ଘଣ୍ଟ, କାହାଳୀ, ମଶାଲ ଓ ତେଲିଙ୍ଗି […]

ଲୁଟ୍ ଉଦ୍ୟମ କରି ଛେଚା ଖାଇଲେ ଲୁଟେରା

ବାରଙ୍ଗ,୨୩/୩(ଏସଏସନିୟୁଜ)ବାରଙ୍ଗ ସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟ ର ଲାଇବ୍ରେରୀ ଅଧ୍ୟାପିକା ଙ୍କ ଠାରୁ ସୁନା ଚେନ୍ ଲୁଟ ଉଦ୍ୟମ ହୋଇଥିବା ନନ୍ଦନକାନନ ଥାନା ରେ ଅଭିଯୋଗ ହୋଇଛି।ଅଭିଯୁକ୍ତ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ଥାନାର ଜିମା ଦେଇଛନ୍ତି। ସୂଚନାନୁସାରେ ମଙ୍ଗଳବାର ଅପରାହ୍ନ ୩ ଟା ୪୫ ସମୟରେ କଲେଜ ର ଲାଇବ୍ରେରୀ ଅଧ୍ୟ୍ୟାପିକା ସରୋଜିନୀ ମହାପାତ୍ର ଲାଇବ୍ରେରୀ ହଲ୍ ମଧ୍ୟରେ ଏକୁଟିଆ ଥିବା ସମୟର ସୁଯୋଗ ନେଇ ବାରଙ୍ଗ ଥାନା ଅଧୀନ ମଧୁପୁର ଗ୍ରାମର ଟୁଲୁ ପ୍ରଧାନ […]

ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ

➡️୧-ଆଜି ସୁପ୍ରିମକୋର୍ଟ ଲୋନ୍ ମୋରାଟୋରିୟମ ଉପରେ ରାୟ ପ୍ରଦାନ କରିବେ, ମିଳିପାରେ ଲାଭ ➡️୨-ଲୋକସଭାରେ ବୀମା ସଂଶୋଧନ ବିଲ୍ ପାରିତ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ୍ ➡️୩-କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର,ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍‌ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍ ଦିଆଯାଇପାରିବ। ➡️୪-ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ […]

୪ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ଵର ୨୨/୩(ଏସଏସନିୟୁଜ) ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ […]

ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ। ➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ […]