Browsing category

ମହାନଗର

ଡାହାଣୀ ସାଜିଲା ମା , ୩ଛୁଆକୁ ବିଷ ଦେଇ ନିଜେ ପିଇଲା ବିଷ

ଚନ୍ଦକା-୨୮/୩(ଏସଏସଏନ୍)  ଡାହାଣୀ ସାଜିଲା ମା । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଘଟିଛି । ନିଜର ଛୁଆକୁ ବିଷ ଦେଇ ମାରିଦେଇଛି । ଘଟଣା ଜଣାପଡେ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଇ ଗାଁ ର ଜାନକୀ ଗାଗାରେଇ ନାମକ ଜଣେ ବିଧବା ମହିଳା ତାର ୩ ଛୁଆ ଓ ଦିଅର ସହ ରହୁଥିଲେ । ଆଜି ସକାଳେ ଦିଅର କାମକୁ ଯାଇଥିବା ବେଳେ ଜାନକୀ ୩ ଛୁଆଙ୍କୁ ବିଷ ଦେଇ ନିଜେ  ଆତ୍ମହତ୍ଯା ଉଦ୍ୟମ କରିଥିବା […]

ଧଳାବାଘୁଣୀ ବିଜୟା ହେଲା ମା

ବାରଙ୍ଗ,୨୮/୩(ଡିଏନଏ)ନନ୍ଦନକାନନର ଅନ୍ୟତମ ଆକର୍ଷକ ଧଳା ବାଘୁଣୀ ଓ ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିମହାବଳବାଘ ସେଫ୍‌ସ୍ମିଳନ ସଫଳ ହୋଇଛି । ଫଳସ୍ୱରୁପ ତୃତୀୟଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ବିଜୟା ।ରବିବାରଦିନ ସକାଳ୧୧ଟାରେ ଗୋଟିଏ ଶାବକକୁ ଜନ୍ମ ଦେଇଛି ବିଜୟା ।ତେବେ ଗତକିଛିଦିନ ହେବ ବିଜୟାକୁ ନନ୍ଦକାନନ କର୍ତୁପକ୍ଷ ବିଜୟାକୁ ଅଲଗା କରି ରଖିବା ସହ ସ୍ୱତନ୍ତ୍ର ଦୃଷ୍ଟି ତା ଉପରେ ରଖିଥିଲେ ।ସିସିକ୍ୟାମେରା ମାଧ୍ୟମରେ ତାର ଗତିବିଧିକୁ ମଧ୍ୟ ଅନୁଧ୍ୟାନ କରିଥିଲେ ।ପବିତ୍ର ଦୋଳପୁର୍ଣିମା ଅବସରରେ ବିଜୟା […]

ଅପ୍ରେଲ୧ ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା

ଭୁବନେଶ୍ୱର,୨୮/୩(ଏସ୍ ଏସ୍ ନିୟୁଜ)କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କେନ୍ଦ୍ର ବିଦ୍ୟାଳୟର ନୂଆ ଏକାଡେମିକ୍ ଅଧିବେଶନରେ ଆଡମିଶନ ପାଇଁ ତାରିଖ ଘୋଷଣା କରିଛି।୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ଅନଲାଇନ ରେ୍ ପଞ୍ଜୀକରଣ କରିବାକୁ ହେବ। ଏପ୍ରିଲ୍ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଶ୍ରେଣୀ ପରଠୁ ଅନ୍ୟ କୌଣସି କ୍ସାସରେ ଆଡମିଶନ ନେବାକୁ ଚାହୁଁଥିଲେ ଇଚ୍ଛୁକ ଛାତ୍ରଛାତ୍ରୀ ଏପ୍ରିଲ ୮ରୁ ଅଫଲାଇନ […]

ସତ୍ୟସନ୍ଧାନର ପ୍ରଭାବ,ନିଷ୍ପତି ବଦଳାଇଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ବାରଙ୍ଗ,୨୮/୩(ଏସ୍ ଏସ୍ ନିୟୁଜ)ବ୍ରିଜ ନିର୍ମାଣ ସ୍ଥାନ ପରିବର୍ତ୍ତନ କୁ ନେଇ ଖବର ପରିବେଷଣ ହେବା ପରେ ଶେଷରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ନିଷ୍ପତି ବଦଳାଇଛି।ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ପ୍ରକାଶ ଯେ,ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା କଲେଜ ଛକ ଦୟାକେନାଲ୍ ଉପରେ ବହୁ ପୁରାତନ ବ୍ରିଜ୍ ଟି ରୁଗଣ ଅବସ୍ଥାରେ ରହିଥିଲା।ଏହି ବ୍ରିଜ ର ପୁନରୁଦ୍ଧାର ପାଇଁ ସେସମୟରେ ପୂର୍ବତନ […]

କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା

କାକଟପୁର ,୨୭/୩(ଏସ୍‌ଏସ୍ ନିୟୁଜ) ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ମାଙ୍କର ଏହି ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । କିନ୍ତୁ କରୋନାପାଇଁ ଏହାଫିକା ପଡିବାକୁ ଯାଉଛି । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି କରିବାକୁ ନିଷ୍ପତି ହୋଇଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର […]

ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ

ଭୂବନେଶ୍ୱର,୨୭/୩(ଏସ୍‌ଏସ୍ ନିୟୁଜ) ଏପ୍ରିଲ ଏକ ତାରିଖରୁ କଡ଼ାକଡ଼ି ହେବ ଚାଲାଣ କାଟି ବା । ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।ଏଥର ଚାଲଣ କାଟିବେ ଗ୍ରାଜୁଏଟ୍ କ‌ନେଷ୍ଟବଳ ।ଏବେ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । କମିସନରେଟ୍ ପୁଲିସ ର ସୁପାରିସ କ୍ରମେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି।ଏହା କେବଳ ପରିକ୍ଷଣ ସ୍ୱରୁପ ୧ବର୍ଷ ପାଇଁ ଟୁଇନସିଟିରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଆଗରୁ ଏଏସଆଇ […]

ବଢିଲା ବିଦ୍ୟୁତ ଦର

ଭୁବନେଶ୍ୱର, ୨୭/୩(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏହି ନିଷ୍ପତ୍ତି ନେଇଛି । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଥିବାବେଳେ ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଏହି ନୀୟମ ଲାଗୁ ହେଉନଥିବାବେଳେ ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି ।କିଲୋୱାଟ ପିଛା ସର୍ବନିମ୍ମ ୩୦ […]

ରାଜଧାନୀରେ ସାପ ବିଷ ବେପାର

ଭୁବନେଶ୍ୱର,୨୭/୩(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ଏହି ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ। ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି। ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି। ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ […]

ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା

୧-ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨-ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ । ୩-ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍‌, ଏବେ ପରିଚାଳନା ଭାର ସମ୍ଭାଳିବ ଜିନ୍ଦଲ୍ । ୪-ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ନିହତ, ୫୦ରୁ ଅଧିକ ଆହତ । ୫-ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା […]

ବାହାରିଲେ ସୋମନାଥ…

ବାରଙ୍ଗ,୨୬/୩(ଏସ୍‌ଏସ୍‌ନିୟୁଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ […]