ତେଲେଙ୍ଗାନାରୁ ଧରାପଡିଲା ଗ୍ୟାଙ୍ଗଷ୍ଟାର ହାଇଦର

କଟକ,୧୫/୪(ଏସ୍‌ଏସ୍‌ନିୟୁଜ)ଏପ୍ରିଲ୧୦ରେ ଏସିବିରୁ ଫେରାର ହୋଇଥିଲା ହାଇଦର । ତେଲେଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରୁ ଆଜି ସଂଧ୍ୟାରେ କଟକ ପୋଲିସ ଗିରଫ କରିଛନ୍ତି ବୋଲି ସୁଚନାଦେଲେ ପୋଲିସ କମିସନର ସୌମେନ୍ଦ୍ରପ୍ରିୟଦର୍ଶୀ । ଏକ ହତ୍ୟା ମାମଲାରେ ହାଇଦର ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବାବେଳେ ଚିକିତ୍ସା ପାଇଁ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗାର୍ଡଙ୍କୁ ନିଶା ଦେଇ  ଏପ୍ରିଲ ୧୦ ରେ କଟକସ୍ଥିତ ଏସସିବି ମେଡିକାଲ ରୁ ଗ୍ୟାଙ୍ଗଷ୍ଟର ହାଇଦର ଖସି ପଳାଇବାରେ ସଫଳ ହୋଇଥିଲେ।

Comments (0)
Add Comment