କାଲି ୫ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୯(ଏସଏସନିଉଜ)ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି।ସେଗୁଡିକ ହେଲା କଟକ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା।ଏହି ଜିଲ୍ଲାରେ ଛୁଟି ଘୋଷଣା କଲା ପ୍ରଶାସନ।ଭଦ୍ରକ ଜିଲ୍ଲାର ୭ ବ୍ଲକରେ ୩୯୯ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Comments (0)
Add Comment