ଲାଗିଲା କଟକଣା- ମେ’ ୧୫ ଯାଏ ବନ୍ଦ ରହିବ ସମସ୍ତ ପର୍ଯ୍ୟଟନସ୍ଥଲ

ଭୁବନେଶ୍ୱର,୧୬/୪(ଏସଏସନିୟୁଜ)କରେନା ପୁଣି ଥରେ କରୋନା କାଳ ସାଜିବାକୁ ଯାଉଥିବାବେଳେ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା କଟକଣା ।ଦୈନିକ ସଂକ୍ରାମଣ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏବେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନଙ୍କରେ କଟକଣା ଲଗାଇଛନ୍ତି ସରକାର ।ଏଥିନିମନ୍ତେ ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ପକ୍ଷରୁ ଦେଶରେ ଥିବା ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡିକୁ ମେ’ ୧୫ ଯାଏ ବନ୍ଦ କରିବା ପାଇଁ ନର୍ଦ୍ଦେଶ ଦେଇଛନ୍ତି । ଏହି ନିଦ୍ଦେର୍ଶନାମା ଆସିବା ପରେ ଓଡିଶା ପ୍ରତ୍ନତ୍ତତ୍ୱ ବିଭାଗ ଏଏସଆଇ ଅଧୀନରେ ଥିବା ଓଡିଶାର ୮୦ ଟି ଐତିହ୍ୟସ୍ଥଳ ମଧ୍ୟରୁ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରଙ୍କୁ ଛାଡ଼ି ବାକି ଅନ୍ୟ ସମସ୍ତ ସ୍ଥାନଗୁଡିକ ରେ କଟକଣା ଶୁକ୍ରବାର ଠାରୁ ରାଜ୍ୟରେ ଲାଗୁ କରାଯାଇଛି ।

Comments (0)
Add Comment