Browsing category

ମହାନଗର

ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର ୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର । ୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା । ୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି […]

ଦୁର୍ବୁତ ଲଗାଇଲେ ହିରୋହୁଣ୍ଡାରେ ନିଆଁ

ଡେଲାଙ୍ଗ,୨୮/୨(ଏସଏସନିୟୁଜ) ଡେଲାଙ୍ଗ ଥାନା ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମରେ ଏକ ହିରୋହୁଣ୍ଡା ମଟର ସାଇକେଲଟିକୁ କେହି ଦୁର୍ବୁତ ନିଆଁ ଲାଗାଇ ପୋଡିଦେଇଛି ।ଗାଡିମାଲିକ ଶିବ ବାରିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଶିବ ଡେଲାଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ପ୍ରତିଦିନ ପରିନିଜ ଘର ଆଗରେ ନିଜର ଓଡି- ୧୩- ଇି- ୪୨୫୮ ହିରୋହୁଣ୍ଡା ମଟର ସାଇକେଲଟିକୁ ରଖିଥିଲେ ।ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ହେବାରୁ ଶିବଙ୍କ ପରିବାର ସହିତ ପଡୋଶୀ […]

ରାସ୍ତାରେ ପଡିଲା ବିଦ୍ୟୁତ ଖୁଣ୍ଟ

ବାରଙ୍ଗ,୨୮/୨(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ଦାଢ଼ା ପଞ୍ଚାୟତ ର କେନ୍ଦୁପାଟଣା ଗ୍ରାମ ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ି ଯାତାୟାତ ବନ୍ଦ।ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵରେ ଯାନ ବାହନ ଅଟକି ରହିଥିଲା।ସୂଚନାନୁସାରେ ଉକ୍ତ ଗ୍ରାମର ଗୟାଧର ବେହେରା ନିଜ ଘର ନିକଟସ୍ଥ ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଚାକୁଣ୍ଡା ଗଛ ଡ଼ାଳକୁ ମେସିନ ସାହାଯ୍ୟରେ କାଟୁଥିଲେ।ହେଲେ ଦୁର୍ଭାଗ୍ୟ ବଶତଃ ଗଛର ଡାଳ ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ ଦୁଇଟି ବିଦ୍ୟୁତ୍ […]

ଜନ୍ତାରେ ପଡିଲା ପାତିମାଙ୍କଡ

ବାରଙ୍ଗ,୨୮/୨(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ତଥା ଆଖପାଖ ଅଞ୍ଚଳରେ ମାଙ୍କଡଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ସ୍ଥାନୀୟ କେନ୍ଦୁପାଟଣା ଗ୍ରାମରେ ଦୀର୍ଘ ଦିନରୁ ଆତଙ୍କ ସୃଷ୍ଟି କରିଥିବା ଏକ ପାତି ମାଙ୍କଡକୁ ଗ୍ରାମବାସୀ କାବୁ କରିଛନ୍ତି।ପ୍ରକାଶ ଯେ କେନ୍ଦୁପାଟଣା ଗ୍ରାମରେ ଦୀର୍ଘ ଦିନରୁ ଆତଙ୍କ ସୃଷ୍ଟି କରୁଥିବା ଏକ ପାତି ମାଙ୍କଡକୁ ଗ୍ରାମବାସୀ ମାନେ କାବୁ କରିଛନ୍ତି।ଦିନ ହେଉ କିମ୍ବା ରାତି ଅନେକ ସମୟରେ ମାଙ୍କଡ ମାନେ ଘରେ ପଶି ଅନେକ ଆସବାବପତ୍ର,ଖାଦ୍ୟ ସାମଗ୍ରୀକୁ ନଷ୍ଟ […]

ଗଣ୍ଡରପୁରରେ ଆରମ୍ଭ ହେଲା ଏକାଦଶବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 

ବାରଙ୍ଗ,୨୭/୨(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ  ଗଣ୍ଡରପୁର (ବ୍ରାହ୍ମଣସାହି)ରେ ଆରମ୍ଭ ହୋଇଛି ଏକାଦଶବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ।ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାମଙ୍ଗଳା,ମାଦୁର୍ଗା,ମା ଦୁଲାଦେବୀଙ୍କ ଶୁଭ ବିଜେସ୍ଥଳୀରେ ଉସ୍‌ାହ ଓ ଉଦ୍ଦିପନାର ସହ ସବୁବର୍ଷ ଭଳି ଚଳିତବର୍ଷ ରବିବାରଦିନଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ରବିବାର କଳସଯାତ୍ରା କରାଯାଇ ଏହାର ଶୁଭାରମ୍ଭ ହୋଇଥିବାର ବେଳେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେଏହି କଳସଯାତ୍ରାରେ ଯୋଗଦାନ କରିଥିଲେ ।ବାଜବାଣ,ଶଙ୍ଘ,ଘଂଟ   ସହ ହରିବୋଲ,ହୁଳହୁଳିରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ସୋମବାରଦିନ […]

ଚାଲିଗଲେ ପ୍ରଭାକର…

ବାରଙ୍ଗ,୨୭/୨(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ ଭୂବନେଶ୍ୱର ବ୍ଲକ ଅର୍ନ୍ତଗତ ରଘୁନାଥପୁର ଗ୍ରାମର ବୟୋଜ୍ୟେଷ୍ଟ ମୁରବୀ ପ୍ରଭାକର ରାଉତ(୭୮)ବର୍ଷ ବୟସରେ ପରଲୋକ ଘଟିଛି ।ଏହି ଖବର ଜଣାପଡିବାପରେ ରଘୁନାଥପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗତ କିଛିଦିନ ହେବ ଶାରରିକ ଅସୁସ୍ଥତା ଯୋଗୁ ସେ ଘରେ ରହି ଚିକିସ୍‌ିତ ହେଉଥିଲେ ।ଶନିବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛିା ମୃତ୍ୟୁଖବର ପାଇ ରଘୁନାଥପୁର ଓ ଆଖପାଖ ଗ୍ରାମର ବହୁ ମୁରବୀ.ବୁଦ୍ଧିଜିବୀମାନେ ଆସି ତାଙ୍କର ଶେଷଦର୍ଶନ କରିଥିଲେ । ମୃତ୍ୟୁଶର୍ଯ୍ୟାରେ ଭାଇ […]

ମାଘ ମାସରେ ବାଘ ଶୀତ

ମାଘ ମାସରେ ବାଘ ଶୀତ ୧-ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତକାଲି ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା। ୨-ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା, ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ । ବିନା ପଞ୍ଜୀକରଣରେ ଟିକା ମିଳିବନି, ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ‌୨୫୦/- । ୩-ମାଘ ମାସରେ ବାଘ ଶୀତ,ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି […]

ରେଳଧାରଣା ବିଦ୍ୟୁତ ଖୁଣ୍ଟରୁ ମୃତଦେହ ଉଦ୍ଧାର

ଜଟଣୀ,୨୮/୨(ଏସଏସନିୟୁଜ) ମାଣିଆଛକ ନିକଟସ୍ଥ ରେଳଧାରଣାର ବିଦ୍ୟୁତଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି ।ପୋଲିସ ମୃତକ ଙ୍କ ପକେଟରୁ ପରିଚୟପତ୍ର ଓ ଆଧାରକାର୍ଡ ପାଇବାପରେ ସେ ଭୂବନେଶ୍ୱର ବୁଦ୍ଧେଶ୍ୱର କଲୋନୀ ପୁଲିସାହିର ଲିଙ୍ଗରାଜ ପ୍ରଧାନ(୫୦) ଓ ସେ ଭୂବନେଶ୍ୱରସ୍ଥିତ ରେଳଷ୍ଟେସନରେ ଲାଇସେନ୍ସ ପୋଟରଭାବେ କାର୍ଯ୍ୟକରନ୍ତି ବୋଲି ଜାଣିବାକୁ ପାଇଥିଲେ ।ପୋଲିସ ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇ ପଠାଇଥିଲେ ।

ଚୀନ ଟିକା ଉପରେ ଭରସା ନାହିଁ

୧-ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । ୨-ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, ଆଜି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ […]

ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ବର,୨୬/୨(ସତ୍ୟସନ୍ଧାନ ଡେସ୍କ) ମାର୍ଚ୍ଚ  ମାସ ପାଇ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଏହି  ଗାଇଡ ଲାଇନ ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଓ ସର୍ଭେଲାନ୍ସ ପାଇଁ ନିୟମ ମାସେ ବଢ଼ିଲା। ନିୟମ କଡ଼ାକଡ଼ି ପାଳନ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ। ମହାମାରୀ ଏଡ଼ାଇବା ପାଇଁ ନିୟମ କଡ଼ାକଡ଼ି ଉପରେ ଗୁରୁତ୍ବ ସାରା ଦେଶରେ ମାର୍ଚ ୩୧ ଯାଏ ବଢ଼ିଲା କୋରୋନା କଟକଣା କୋରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ […]