ବାଣ୍ଟିଲେ ସଚେତନତାର ବାର୍ତ।
ଜଟଣୀ,୩୧/୧(ଏସଏସନିୟୁଜ) ସମ୍ଭାବନା ପରିବାର ଏବଂ ବିଲୁପ୍ତ ବିପ୍ଳବ ସହଯୋଗରେ ଜଟଣୀରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ସାଇକେଲ ରାଲୀ ଅନୁଷ୍ଠିତ ହୋଇଯାଇଛି । ଏହି ସାଇକେଲ ଶୋଭାଯାତ୍ରା ଜଟଣୀର ଗାନ୍ଧୀପାର୍କ ଠାରୁ ଆରମ୍ଭ ହୋଇ ସିତରାମ ଛକ, ହରିଭାଇନା ଛକ, ନାଇଜ଼ର ରାସ୍ତା ଦେଇ ଆଇଆଇଟି କଲେଜ ପର୍ଯ୍ୟନ୍ତ ଯାଇ ଆରମ୍ଭ ହୋଇଥିବା ସ୍ଥଳକୁ ଫେରିଥିଲେ। ଏହି ଶୋଭାଯାତ୍ରାରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ବିଭିର୍ଣ ସ୍ଲୋଗାନ ଦିଆଯାଇଥିଲା […]