Browsing category

ଘୋଟାଲା

ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର

ଆଜିର ଖବର,ତାରିଖ – ୨୮/୧୦/୨୦୨୦(ବୁଧବାର) ୧. ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍ ୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍ ୫ ନିର୍ଦ୍ଦେଶାବଳି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ୨. ବୈଜୟନ୍ତ-ବାହାମାସ୍ ଲିଙ୍କ୍ ନେଇ ଗର୍ଜିଲା ‘ପାଥ୍’ । ୩. ଭାରତ-ଆମେରିକା ୨+୨ ବୈଠକ, ଯେ କୌଣସି ବିପଦ ପାଇଁ ଭାରତ ସହ ରହିଛୁ: ପମ୍ପିଓ । ୪. ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷକ […]

ଓଡ଼ିଶାରେ ବି ଟିକା ରାଜନୀତି

ଖବର ଆଜିର,ତାରିଖ ୨୬/୧୦/୨୦ ସୋମବାର। ୧-ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ । ୨-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୩-ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ? ୪-ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା […]

ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର। ୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ । ୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । ୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ । ୪-ଚୀନ୍ […]

ଭିଜିଲାନ୍ସ କବ୍ ଜା ରେ ଇଲେକ୍ଟ୍ରି ଜେଇ

ଭୁବନେଶ୍ବର:୨୨/୧୧-   ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର । କେମିତି ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ଯେମିତି  ଅଫିସରଙ୍କ ମୁହଁରେ ପାଣି ଆସିଯାଉଛି । ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସରକାରୀ ଚାକିରିଆ ବାବୁ ମାନେ କିଛି ଟଙ୍କା ପାଇଁ ବିକ୍ରି ହେଇଯାଉଛନ୍ତି । ଉପୁରି କମେଇକୁ ଅନାଇ ବସିଛନ୍ତି ଏମାନେ। କଥାରେ ଅଛି  ଚୋର ଘର ସବୁବେଳେ ଅନ୍ଧାର ନଥାଏ।ଦିନେ ନା ଦିନେ ଆଲୁଅ ଆସେ ।ସେମିତି […]

ଭଜିଲାନ୍ସ ଜାଲରେ ସେକ୍ସନ ଅଫିସର

ଭୁବବେଶ୍ବର:୨୧/୧୧- ପୁଣି ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର | ପରିବର୍ଦ୍ଧିତ ପେନ୍‌ସନ ଫାଇଲ୍‌ କାମ ପାଇଁ ନେଉଥିଲେ ୫ ହଜାର ଟଙ୍କା । ଲାଞ୍ଚ ନେବା ବେଳେ ସେକ୍ସନ ଅଫିସର ଗୀତ ଖଡ଼ିଆଙ୍କୁ ଭୁବନେଶ୍ବରରୁ  ଗିରଫ ହୋଇଥିବା ଜଣାପଡି

ଲାଞ୍ଚ ନେଇ ଫସିଗଲେ ଏ ଏସ ଆଇ

ଭୁବନେଶ୍ବର:୧୯/୧୧-ପୁଣି ଖାକିରେ  କଳଙ୍କ । ଜଣେ ବ୍ୟକ୍ତିଙ୍କ ଠାରୁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାର୍ଯ୍ୟରତ ପୋଲିସ ବାବୁ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର  ଥାନାରେ । ପ୍ରକାଶ ଯେ , ଗତ କାଲି ରାତିରେ ଉକ୍ତ ଥାନା ଅଞ୍ଚଳର   ସୁଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ଙ୍କ ଏକ ଗାଡିକୁ  ରିଲିଜ କରିଦେବା ବାବଦରେ  ଥାନା ଏ ଏସ୍ ଆଇ କେଦାରସ୍ବର ନନ୍ଦ  2000ଟଙ୍କା ଦାବି କରିଥିଲେ । […]