ଫାଟିଗଲା ପିଚୁ…
କଟକ,୧୫।୧୦(ଏସଏସନିଉଜ) ପୂର୍ତ୍ତବିଭାଗ ଡିଭିଜନ -୨ର ଅଧିକାରୀ ମାନଙ୍କ ଖାମଖିଆଲ ଓ ଦାୟିତ୍ବହୀନତା ମନୋଭାବ ଯୋଗୁଁ ସାଧାରଣ ଲୋକ ନାହିନଥିବ ହଇରାଣ ହେଉଛନ୍ତି।ଯାହାର ଉଦାହରଣ ବାରଂଗ ଥାନା ଓ ରେଳ ଓଭରବ୍ରିଜ ମଧ୍ୟ ଭାଗ ବାରଙ୍ଗ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି।ଉକ୍ତ ରାସ୍ତାର ଏକ ପାର୍ଶ୍ୱରୁ ଫାଟ ସୃଷ୍ଟି ହୋଇଥିବାର ଗୁରୁବାର ସକାଳେ ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକମାନେ ଆଜି ସକାଳେ ଏହି ଫାଟ ଦେଖିବା ପରେ ସାଧାରଣରେ ଭୟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା।କିଏ।କହିଥିଲା ରାସ୍ତା ଫାଟି ଆଁ […]