ବାଲ୍ୟବିବାହକୁ ରୋକିଲା ଟିମ
ଭୁବନେଶ୍ୱର,୫।୧୦(ଏସଏସ ନିଉଜ)ଆଜି ସି.ଡି.ପି.ଓ, ବି. ଏମ.ସି.-୨ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର କୈଳାସସତ୍ୟାର୍ଥୀ ଚିଲ୍ଡରେନ୍ ଫାଉଣ୍ଡେ ସନର ଉଦ୍ୟମରେ ଏକ ବାଲ୍ୟବିବାହକୁ ରୋକାଯାଇ ପାରିଛି।ହରପ୍ରିୟାପତି, ଘନଶ୍ୟାମ ଭୋଇ, ତୁଳସୀ ମହାରଣା ଏବଂ ମଞ୍ଚେଶ୍ୱର୍ ପୋଲିସ ମିଳିତଭାବେ ଚଢ଼ାଉ କରି ମଞ୍ଚେଶ୍ୱରଥାନା ଅଧୀନସ୍ଥ କୁଆଖାଇ ପଠାର ରାଧାକୃଷ୍ଣ ମନ୍ଦିରରେ ଚାଲିଥିବା ବାଲ୍ୟ ବିବାହକୁ ରୋକିଥିଲେ। ସି.ଡି.ପି.ଓଙ୍କ ଏତଲାକ୍ରମେ ମଞ୍ଚେଶ୍ୱର୍ଥାନାରେ ଏକ ମକଦମା ରୁଜୁ ହୋଇଛି। ଘଟଣାରୁ ଜଣାପଡିଛିଯେ, ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ୧୪ ବର୍ଷରଝିଅ ଓ ଗଞ୍ଜାମ […]