Browsing category

ଅପରାଧ

ଗଛରେ ପିଟିହେଲା ବୋଲେରୋ

ଚମ୍ପୁଆ,୧୭ା୫(ଏସଏସନିଉଜ) ବାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋଟି ପିଟିହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି ।ରୁଗୁଡି ଥାନା ଅଞ୍ଚଳର କିଛି ଯୁବକ ଗତକାଲି ଏକ ବୋଲେରୋରେ ଝାଡଖଣ୍ଡରୁ ବାହାଘର ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ ।ଗାଡିଟି ରାମଚନ୍ଦ୍ରପୁରଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଲୋକମାନେ […]

ରାସ୍ତାରେ ପଡିଲା ୧୧କେଭି ବିଦ୍ୟୁତ୍ ତାର

ବାରଙ୍ଗ,୧୧।୫(ଡିଏନଏ) ରାସ୍ତରେ ଛିଡି ପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ଯ୍ୟରତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏଭଳି କିଛି ଘଟଣା ଘଟିଥିଲା ବାରଙ୍ଗ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ ସୀତାରାମ ବଜାରରେ । ଓଡିଶା ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ପାୱାର ହାଉସକୁ ସଂଯୋଗ କରୁଥିବା ୧୧ କେଭି ମୁଖ୍ୟ ତାର ଛିଡି ରାସ୍ତା ଉପରେ ପଡିଥିଲା। ଯାହାଫଳରେ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। […]

ବିସ୍କୁଟ୍ ନଦେବାରୁ ଆକ୍ରମଣ

ମେଣ୍ଢାଶାଳ,୯।୫(ଏସଏସନିଉଜ )ରାଜଧାନୀ ଉପକଣ୍ଠ ଜଟଣୀବ୍ଲକ ଅଧିନସ୍ଥ ମଦନପୁର ପଞ୍ଚାୟତର ବଡରଘୁନାଥପୁର ଠାରେ ଏକ  ଦୋକାନୀକୁ ଫାଉଡାରେ ଆକ୍ରମଣ କରିଥିବା ଦୃର୍ବୁତ ଆଜି କୋର୍ଟ ଚାଲାଣ ହୋଇଛି । ବଡରଘୁନାଥପୁର ଠାରେ ଥିବା ଏକ ଘରୋଇ ଶିକ୍ଷ୍ୟାନୁଷ୍ଟାନ ନିକଟରେ ତେଜରାତି ଦୋକାନ କରି ନିଜ ପରିବାର ପୋଷଣ କରୁଥିବା କେନ୍ଦ୍ରପଡା ଅଞ୍ଚଳର ମେଘନାଦ ଦାସ (୩୫) ଯେ କି ମଦନପୁର ପଞ୍ଚାୟତର କାଇମାଟିଆଠାରେ ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଗତ ସୋମବାର ୮ ତାରିଖ ଅପରାହ୍ନ ୫ ଘଟିକା […]

ଫସିଲା ହାତୀ

ଅନୁଗୁଳ,୯।୫(ଏସଏସନିଉଜ)ପଣସ ଖାଇବାକୁ ଆସି ଫସିଯାଇଛି ମାଈହାତୀ । ଅନୁଗୁଳ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଫସି ରହିଛି ହାତୀ । ଆମ୍ବ ଓ ପଣସଗଛର ମଝିରେ ହାତୀରଗୋଡ଼ ଲାଖି ରହିଛି । ହାତୀଟିକୁ ପଶୁ ଚିକିତ୍ସକ ପେନ୍‌କିଲର ଇଞ୍ଜେକସନ ଦେଇଛନ୍ତି । ହାତୀଟିର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଡିଏଫ୍‌ଓ ।

ଦୁର୍ଘଟଣା ପରେ ଘୋଷାଡ଼ି ନେଲା ବସ୍‌

ବଲାଙ୍ଗିର,୯।୫(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଇଗଲା ବସ୍‌। ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ପାଖରେ ଏହି ଦୁର୍ଘଟଣା ଘଟିଛି।ବାଇକ୍‌ରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଧକ୍କା ଦେଇଥିଲା ବସ୍‌। ବାପା ଓ ଜଣେ ଝିଅ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଝିଅ ମୃତୁବରଣ କରିଥିବାର ଜଣାପଡିଛି।ଦୁର୍ଘଟଣାରେ ଗଇଁତଳାତହସିଲ ପାଖରୁ ଛକ ପର୍ଯ୍ୟନ୍ତ ମୃତଝିଅକୁ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଲା ବସ୍‌।ବେପରୁଆ ଡ୍ରାଇଭରକୁ କାବୁ କରିବା ସହ […]

ବ୍ଲାକମେଲିଂ କରି ବନ୍ଧାହେଲେ ମ୍ୟାନେଜର

ମେଣ୍ଢାଶାଳ,୫ା୫(ଏସଏସନିଉଜ)ଜଣେ ଯୁବତୀକୁ ସୋସିଆଲ ମିଡିଆରୁ ଫସାଇ ତା ସହ ସର୍ମ୍ପକ ରଖି କିଛ ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ହାତେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ୱଜିତ ରାଉତଙ୍କୁ ଚନ୍ଦକାଥାନା ପୋଲିସ ଗିରଫକରି ଶୁକ୍ରବାର ଦିନ କୋର୍ଟଚାଳଣ କରିଛି । ପ୍ରକାସଯେ,ଚନ୍ଦକାଥାନା ଅଧିନସ୍ଥ ମେଣ୍ଢାଶାଳ ଅଂଚଳର ଜଣେ ୨୨ବର୍ଷିୟା ଯୁବତୀକୁ ଭୁବନେଶ୍ୱର କେସୁରାଠାରେ ଥିବା ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ବଜିତ ରାଉତ ସୋସିଆଲ ମିଡିଆରୁ ଜାଣିବା ଆରମ୍ଭ କରିଥିଲେ ।୧ବର୍ଷର ବ୍ୟବଧାନରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା […]

ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ

ଭୁବନେଶ୍ୱର,୩।୫(ଏସଏସନିଉଜ)ଇଚ୍ଛାପୁରମରେ ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ ।ବ୍ରିଜ ମଝିରେ ଲଟକି ରହିଛି ମାଲ ବୋଝଇ ଟ୍ରକ।ଭୁଶୁଡ଼ିପଡିଛି ଗଞ୍ଜାମ ଓ ଆନ୍ଧ୍ରକୁ ଯୋଗ କରୁଥିବା ବ୍ରିଜ ।ଭୁଶୁଡ଼ି ଥିବା ବ୍ରିଜଟି ୧୯୨୬ ମସିହା ବ୍ରିଟିଶ ଅମଳର ହୋଇଥିବା ବେଳେ ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

୨ ଶାରୀ ନନ୍ଦନକାନନ ଆସିଲା

ବାରଙ୍ଗ,୨।୫(ଏସଏସନିଉଜ) ପୁରୀ ଡିଭିଜନ ନିମାପଡା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୁଇ ଶାରୀ ମଙ୍ଗଳବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାରୀ ଦୁଇଟିକୁ ଜଣେ ବ୍ୟକ୍ତି ନିଜ ଘରେ ରଖି ଲାଳନପାଳନ କରୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗର କର୍ମଚାରୀମାନେ ଦୁଇଟି ଶାରୀକୁ ଉଦ୍ଧାର କରିଥିଲେ।ନନ୍ଦନକାନନ କର୍ତ୍ତୁପକ୍ଷ ଶାରୀ ଦୁଇଟିକୁ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟ କ୍ବାରେଣ୍ଟାଇନ ପୃଥକୀକରଣ ଏନକ୍ଲୋଜରରେ ରଖିଛନ୍ତି ।ଏହି ଦୁଇ ଶାରୀଙ୍କ ବୟସ ପାଖାପାଖି […]

ରାସ୍ତାକଡ଼ରେ ୩ ମୃତଦେହ !

ସୁନ୍ଦରଗଡ଼,୨।୫(ଏସଏସ ନିଉଜ) ହେମଗିରଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲପମ୍ପ ନିକଟ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ମୃତକଙ୍କ ମଧ୍ୟରେ ଜଣଙ୍କର ପରିଚୟ ମିଳିପାରି ନଥିବାବେଳେ ଅନ୍ୟ ଦୁଇଜଣ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ।ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ

ଭୁବନେଶ୍ୱର,୨ା୫(ଏସଏସନିଉଜ)ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ ଜାରି କରାଯାଇଛି ।ଛତିଶଗଡ଼ରେ ମାଓହମଲା ପରେ ସୀମାନ୍ତଜିଲ୍ଲାରେ ହାଇଆଲର୍ଟ ଜାରିସହ ସବୁସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ଏନେଇ ଏଡିଜି ଅପରେସନ ଅମିତାଭଠାକୁରଙ୍କ ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି!ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତଜିଲ୍ଲାକୁ ସିଲ କରିଦିଆଯାଇଛି। ମାଓକ୍ୟାମ୍ପରେ ମହିଳାମାଓବାଦୀଙ୍କୁଯୌନଶୋଷଣ କରାଯାଉଛି।ଯେତେବେଳେ ମହିଳାମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏଭଳିକାହାଣୀ ପୋଲିସ ଆଗରେ କହୁଛନ୍ତି। ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ […]