Browsing category

ଅପରାଧ

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର

ଝାରସୁଗୁଡ଼ା,୨୨ା୨(ଏସଏସନିଉଜ)ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ଆହତ ହୋଇଛନ୍ତି ।କଣ୍ଟାପାଲି PKSS   ଡିଗ୍ରୀ କଲେଜରେ ଛାତ୍ର-ଶିକ୍ଷକ ହାତାହାତି ହୋଇଛନ୍ତି। ଯୁକ୍ତ୩ ଦ୍ୱିତୀୟ ବର୍ଷର ଜଣେଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହୋଇଛନ୍ତି। ଛାତ୍ର ଜଣଙ୍କ ବିଳମ୍ବରେ ଆସିବାରୁ ଅଧ୍ୟାପକ କ୍ଲାସକୁ ବାରଣ କରିଥିଲୋଏହାକୁନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।ଗୁରୁତରଆହତ ହୋଇଥିବା ଅଧ୍ୟାପକଙ୍କୁ ଚିକିସ୍‌ପାଇଁ ବୁର୍ଲା କୁ ପଠାଯାଇଛ ।

ଜଳିଗଲା ୩୦ରୁ୪୦ଟି ଗାଡ଼ି

ଉମରକୋଟ, ୨୨ା୨(ଏସଏସନିଉଜ) ଚନ୍ଦାହାଣ୍ଡିଥାନା ପରିସରରେ ଜଳିଗଲା ୩୦ରୁ ୪୦ଟିଗାଡ଼ି । ଏଗୁଡ଼ିକୁ ଜବତକରି ଥାନା ପରିସରରେ ରଖାଯାଇଥିଲା ।ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟରହିଥିବାର ଜଣାପଡିଛି ।

କୋର୍ଟପରିସରରେ ସ୍ତ୍ରୀକୁପିଟି ସ୍ୱାମୀ ଗିରଫ

ବାଲେଶ୍ୱର,୨୨୨(ଏସଏସ ନିଉଜ)ବାଲେଶ୍ୱର ଫ୍ୟାମିଲି କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହେବାଭଳି ଘଟଣା ଘଟିଛି।ସ୍ତ୍ରୀକୁ ହେଲ୍‌ମେଟରେ ପିଟିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ।ସ୍ୱାମୀକୁ ଗିରଫ କରିଛି। ସହଦେବଖୁଣ୍ଟାଥାନା ପୋଲିସ।କାଲି ଫ୍ୟାମିଲି କୋର୍ଟ ପରିସର ରେ ଦୁହେଁ ମାଡ଼ ମରାମରି ହୋଇଥିଲେ।

ମନ୍ଦିର ପାଖରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମାଲକାନଗିରି,୨୨।୨(ଏସଏସ ନିଉଜ) ସଦର ମହକୁମା ମଲିକେଶ୍ୱରୀ ମନ୍ଦିର ପାଖରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ପହଁଚି ଛାନଭିନ୍‌ ଆରମ୍ଭ କରିଛି।

ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର

ଯାଜପୁର,୨୨।୨(ଏସଏସ ନିଉଜ) ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର ହୋଇଯାଇଛି। ମଙ୍ଗଳପୁରଥାନା ହେମତପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବାସହ ଛାନଭିନ୍ ଆରମ୍ଭ କରିଛି।

ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ମାଲକାନଗିରି,୨୨।୨(ଏସଏସ ନିଉଜ)ମାଲକାନଗିରି SP ଅଫିସ ପାଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସକର୍ମୀ। ମାଲକାନଗିରି କଲେଜ ବାର୍ଷିକ ଉତ୍ସବକୁ ଗଲାବେଳେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି।

ବୁଡିଯାଇ ଚାଲିଗଲା ବଡ଼ଭଉଣୀର ଜୀବନ

ସାଲେପୁର,୨୨।୨(ଏସଏସ ନିଉଜ) ବୁଡ଼ିଯାଇ ବଡ଼ଭଉଣୀ ମୃତୁବରଣ କରିଥିବାବେଳେ ସାନଭଉଣୀ ଉଦ୍ଧାର ହୋଇଛି।ନିଶ୍ଚିନ୍ତକୋଇଲି ଥାନା ସାଧକ ନଗରଗାଁରେ ଏକାଦଶାହ ଶୁଦ୍ଧି କ୍ରିୟା ବେଳେ ଏହି ଅଘଟଣ ଘଟିଛି।

IICଙ୍କ ବିରୋଧରେ SIଙ୍କ ଅଭିଯୋଗ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ଥାନାIICଙ୍କ ବିରୋଧରେ SIଙ୍କ ଅଭିଯୋଗIICଙ୍କ ବ୍ୟବହାରରେ ଅତିଷ୍ଠ ହୋଇ SI ଚାକିରିରୁ ଅବସର ପାଇଁ ଆବେଦନ କରିଛନ୍ତି।ଧର୍ମଶାଳା SI ରାଧାନାଥ ଦାଶ ଯାଜପୁର SPଙ୍କୁ ଆବେଦନ କରିଚନୀ।IIC ରାକେଶ ତ୍ରିପାଠୀଙ୍କ ନାଁରେ SI ରାଧାନାଥଙ୍କ ଅଭିଯୋଗ କରିଛନ୍ତି।IIC ରାକେଶ SI ରାଧାନାଥଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଧିକ କର୍ମଚାପ ସୃଷ୍ଟି ସହ ଛୁଟି ଦେଉନଥିଲେIIC ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

କନ୍ୟାଶ୍ରମରେ ଆଉ ୫ଅସୁସ୍ଥ

ସୋର,୨୨।୨(ଏସଏସ ନିଉଜ)ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ ହୋଇପଡିଛନ୍ତି।୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।ସୋର ମେଡିକାଲ୍‌ରେ ୧୪ ଅନ୍ତେବାସୀ ଙ୍କର ଚାଲିଛି ଚିକିତ୍ସା।କନ୍ୟାଶ୍ରମରେ ଆଉ କିଛି ଅସୁସ୍ଥଙ୍କ ଚିକିତ୍ସା ହେଉଥିବା ବେଳେ

ବାମରାରେ ରେଳରୋକ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ବାମରା ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକ ହୋଇଛି।ପୂର୍ବରୁ ରହୁଥିବା ଏକ୍ସପ୍ରେସ୍‌ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି।ବାମରା ରେଳ କ୍ରିୟାନୁଷ୍ଠାନ କମିଟିପକ୍ଷରୁ ସକାଳ୬ରୁ ଆନ୍ଦୋଳନ ଆରମ୍ଭ ହୋଇଛି।ରେଳଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣାରେ ବସିଛନ୍ତି।