Browsing category

ଅପରାଧ

ବଢୁଛି ଆମେରିକା-ଚୀନ ବିବାଦ

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଆମେରିକା ସହ କଥାବାର୍ତ୍ତା ବନ୍ଦ କଲା ଚୀନ।ମିଲିଟାରୀ କମାଣ୍ଡର ବୈଠକ ବାତିଲ କଲା ଚୀନ।ଜଳବାୟୁ ପରିବର୍ତ୍ତନ ସଂପର୍କିତ କଥାବାର୍ତ୍ତା ବି ବାତିଲ କରିଛି।କ୍ରସ୍ ବର୍ଡର କ୍ରାଇମ, ଡ୍ରଗ୍ସ କାରବାର ସଂପର୍କିତ ଆଲୋଚନା ମଧ୍ୟ ବନ୍ଦ କରିଥିବାର ଜଣାପଡିଛିବେଜିଂର ନିଷ୍ପତ୍ତିକୁ ଦାୟିତ୍ବହୀନ କହିଛି ୱାଶିଂଟନ।

ନିଜେ ବିଷପିଇ ଝିଅକୁ ପିଆଇଦେଲେ !

ଯାଜପୁର,୫/୮(ଏସଏସନିଉଜ) ନିଜେ ବିଷ ପିଇ ୧୦ ମାସର ଝିଅକୁ ବିଷ ପିଆଇଲା ମାଆ ।ବିଷ ପିଇବାପରେ ଉଭୟ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଘରୋଇ କଳିରୁ କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁରେ ଏହି ଅଘଟଣ ଘଟିଛି ।  

୬ଟି କୋଚିଂସେଣ୍ଟରକୁ ୬ ଲକ୍ଷ ଟଙ୍କା ଜରିମନା

ଆସିକା , ୫/୮(ଏସଏସନିଉଜ) କୋଚିଂ ସେଣ୍ଟର ଗୁଡ଼ିକୁ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛି ଆସିକା ଏନଏସି ।ଅଭିଯୋଗପରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ୬ଟି କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିବା ସହ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛନ୍ତି ।  

ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ

କଳାହାଣ୍ଡି, ୫/୮(ଏସଏସନିଉଜ)ଧର୍ମଗଡ଼ ବିଜୁଏକ୍ସପ୍ରେସ ୱେ ନିକଟରେ ଲେବର ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩୬ ଜଣ ଶ୍ରମିକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୮ ଜଣ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବାର ଜଣାପଡିଛି ।

ଲୁଡ଼ୁ ଖେଳବାରଣକୁ କେନ୍ଦ୍ରକରି ଛୁରାମାଡ

ଭଦ୍ରକ, ୫/୮(ଏସଏସନିଉଜ) କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲୁଡୁଖେଳୁଥିବାବେଳେ ଏହାକୁ କେନ୍ଦ୍ରକରି ଛୁରାମାଡ ହୋଇଛି ।ଏଥିରେ ଦୁଇଜଣ ଅନନ୍ତ ଦାସ ଓ ରଂଗଲା ଦାସ ଗୁରୁତର ହୋଇଥିବାବେଳେ ପୂଜା ଦାସ, ଲିଜା ଦାସ, ରାହୁଲ ଦାସ, ଦିପୁନ ମଳିକ ୪ଜଣ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍‌ତ ହେଉଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ରାହୁଲ ଦିପୁନ ଓ ରାଜ ନାମକ ଯୁବକ ମୋବାଇଲରେ ଲୁଡୁ ଖେଳୁଥିବା […]

ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ

ବ୍ରହ୍ମପୁର, ୫/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଚଢ଼ାଉ କରୁଛି ।ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ତିନିଟି ଗୋଦାମ ସହ ଦୁଇଟା ମାର୍କେଟ କପ୍ଲେକ୍ସ, ଗ୍ୟାସ ଏଜେନ୍ସି, ଗୋଦାମ, ଚାରି ବହୁତଳ […]

୩ଜଣଙ୍କୁ ଗିରଫ କଲା ସିବିଆଇ

ଭୁୁବନେଶ୍ୱର,୫/୮(ଏସଏସନିଉଜ)ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ ମଧ୍ୟ ଗିରଫ ହୋଇଛନ୍ତି ।ଏହାସହ ଠିକାଦାର ସୁମନ୍ତ ରାଉତଙ୍କ ସହ ସିବିଆ ଆଉ ଜଣଙ୍କୁ ଗିରଫ କରିଥିବାନେଇ ସୁଚନା ମଳିଛି ।

ମୋତେ ସ୍ତ୍ରୀର ମାନ୍ୟତା ଦରକାର

ବ୍ରହ୍ମପୁର, ୪/୮(ଏସଏସନିଉଜ)ମୋତେ ସ୍ତ୍ରୀର ମାନ୍ୟତା ଦରକାର । ମୋ ଛୁଆକୁ ତା ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି […]

ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ

ବାରିପଦା,୪/୮(ଏସଏସନିଉଜ) ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ ରାୟ ଶୁଣାଇଲେ ବାରିପଦା ଜିଲ୍ଲା ଦୌରାଜଜ୍। ଏହାସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ଅନାଦେୟ କଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ୨୦୧୭ରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଗୁରୁଚରଣ ବେହେରା ।

ସଙ୍ଗାତ ସାଜିଲା ପିଶାଚ,ବିଭସ୍‌ଭାବେ ବନ୍ଧୁପତ୍ନୀକୁ କଲା ହତ୍ୟା

ଘଟଗାଁ ,୪/୮(ଏସଏସନିଉଜ) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାଟାଙ୍ଗର ଗ୍ରାମରେ ଅତି ବୀଭତ୍ସ ହତ୍ୟାକାଣ୍ଡ ୨୪ ତାରିଖ ରାତିରେ ଘଟିଛି । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ବନ୍ଧୁ ପତ୍ନୀଙ୍କ ଯୌନାଙ୍ଗରେ ଟାଙ୍ଗିଆ ବେଣ୍ଟ ଭର୍ତ୍ତି କରି ହତ୍ୟା କରିଛି ଦୁର୍ବୁତ ଘଟଣାଟି ଘଟିଥିଲା ଏମିତି । ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ ଯିଏକି ମୁଣ୍ଡାଟାଙ୍ଗର ଗ୍ରାମର ବୀର ମୁଣ୍ଡାଙ୍କ ସଙ୍ଗାତ ସେ ତାଙ୍କ ଘରକୁ ଆସିଥିଲେ ।ସଙ୍ଗାତ ଘରକୁ ଆସିଥିବା ଖୁସିରେ ବଜାରକୁ ଯାଇ ଉଭୟ […]