Browsing category

ଅପରାଧ

ପୁଲିସ–ମାଓବାଦୀ ମୁହାଁମୁହିଁ

ମାଲକାନଗିରି,୨୭/୧୨(ଏସଏସନିୟୁଜ) ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।ଏଥିରେ ୬ ମାଓବାଦୀ ନିହତ ହୋଇଛନ୍ତି ।ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଅପରେସନ ଲଞ୍ଚ କରିଥିବାବେଳେ ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଥିଲେ ।ଏହାସହ ସର୍ଚ ଅପରେସନକୁ ଜୋରଦାର କରିଛି ପୋଲିସ ।  

କାର୍ କାଚ ଭାଙ୍ଗି ଲୁଟିଲେ୧.୭୭ ଲକ୍ଷ

ରାଜକନିକା, ୨୭/୧୨(ଏସଏସନିୟୁଜ) ରାଜକନିକା ଥାନା ଅନ୍ତର୍ଗତ କାଟଣା ସିଙ୍ଗିଡ଼ି ଗ୍ରାମରେ ଗତକାଲି ଏକ ମହିନ୍ଦ୍ରା କାର୍ କାଚ ଭାଙ୍ଗି ୧ ଲକ୍ଷ ୭୭ହଜାର ଟଙ୍କା ଏବଂ ମୋବାଇଲ ଲୁଟ୍ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ହେମନ୍ତ ସାମଲ ତାଙ୍କ ଓଡି୦୨–ବିଟି–୫୩୩୩ନଂ ମହିନ୍ଦ୍ରା କାର ଘର ଆଗରେ ରଖିଥିଲେ।ଏହି କାରରେ ଲୋକମାନଙ୍କୁ ମଜୁରି ବାବଦରେ ଦେବାପାଇଁ ୧ଲକ୍ଷ ୭୭ ହଜାର ଟଙ୍କା ରଖିଥିଲେ ହେମନ୍ତ ।ତେବେ ଦୁଇଜଣ ଯୁବକ କାରର କାଚ ଭାଙ୍ଗି ଉକ୍ତ ଟଙ୍କାକୁ ଲୁଟି […]

କୁକୁଡ଼ାଗାଲି ଉପରେ ଚଢ଼ାଉ କଲା ପୋଲିସ

ବୈପାରିଗୁଡ଼ା,୨୭/୧୨(ଏସଏସନିୟୁଜ)ବୈପାରିଗୁଡ଼ା ଏବଂ ଜୟପୁର ସଦର ଥାନାର ପୁଲିସ ମିଳିତ ଭାବେ ଖୁଡୁଖୁଡି ଖେଳ ଉପରେ ଚଢ଼ାଉ କରି ୧୦ଜଣ ଜୁଆଡ଼ି ଙ୍କୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ଲଢ଼ୁଆ ଗଞ୍ଜା ସହ ନଗଦ ୩୪,୪୧୦ ଟଙ୍କା ମଧ୍ୟ ଜବତ କରିଛନ୍ତି । ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଘସର୍ଡା ଠାରେ ଏହି ଖେଳ ଚାଲିଥିଲା ।

ବିନାଏସକଟ୍ ରେ ମହିଳାଙ୍କ ଦୂରଯାତ୍ରା ମନା

୧. ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ-ଡା. ସୁରେଶ କୁମାର । ୨. ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବା ସାରେଗାମା । ୩. ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି […]

ଗୁଡିସୁତା ନେଲା ଜୀବନ

କଟକ, ୨୬/୧୨(ଏସଏସନିୟୁଜ) କଟକ ଜଗତପୁର ପୀରବଜାରରେ ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଭୈରପୁର ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ଯୁବକଜଣଙ୍କ ନୂଆ ବାହା ହୋଇଥିଲେ ।୬ମାସତଳେ ବାହାଘର ହୋଇଥିବାବେଳେ ବାଇକରେ ସ୍ତ୍ରୀଙ୍କୁ ବସାଇ ଶ୍ୱଶୂର ଘରକୁ ଯାଉଥିଲେ ।ବାଟରେ ଯିବାବେଳେ ସ୍ୱାମୀଙ୍କ ବେକରେ ଗୁଡ଼ି ସୂତା ଲାଗି ବେକ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକ […]

ଗୋଟିଏ ରାତିରେ ସିରିଜ ଚୋରି

ପିପିଲି, ୨୬/୧୨(ଏସଏସନିୟୁଜ)ଶନିବାର ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି ହୋଇଛି । ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ , ପଞ୍ଚାୟତ କାର‌୍ୟ୍ୟାଳୟ ପାଶ୍ୱର୍ରେ ଥିବା ଜୟଦେବ ବେହେରାଙ୍କ କ୍ରାକ୍‍ କଂପୁଟର ଏଜୁକେଶନ ସେଣ୍ଟର, ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ମା’ ମମତା ଉତ୍ପାଦକ ଗୋଷ୍ଠିର ଗୃହର ତାଲାଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିନେଇଥିବା ବେଳେ ଭକ୍ତ ଦାସିଆଙ୍କ ପୀଠରୁ ଦାନବାକ୍ସ ଭାଙ୍ଗି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି ।ଏହାସହ ଏକ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟିବାରେ ଚୋରମାନେ […]

ଘର ଆଗରୁ ସାଇକେଲ ଚୋରୀ

ବାରଙ୍ଗ,୨୬/୧୨(ଏସଏସନିୟୁଜ)ଶନିବାର ବିଳମ୍ଭିତ ରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମର ସୁରେନ୍ଦ୍ରବିଶ୍ୱାଳଙ୍କ ଘରୁ ଏକ ସାଇକେଲ ଓ ସିମେଂଟ ବସ୍ତା ଚୋରୀ ହୋଇଥିବାର ରବିବାରଦିନ ଫାଣ୍ଡିରେ ଅଭିଯୋଗ ହୋଇଛି ।ପରିବାର ଲୋକ ଖାଇପିଇ ଶୋଇଥିବାବେଳେ ଘର ଅଗଣାରେ ସାଇକେଲ ଓ ଘର ମରାମତି ପାଇଁ ଆସିଥିବା ସିମେଂଟ ଥୁଆ ହୋଇଥିଲା ।ରବିବାର ସକାଳେ ସାଇକେଲ ଓ ସିଟେଂଟ ବସ୍ତା ନଥିବାର ପରିବାର ଲୋକ ଦେଖିବା ପରେ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗକରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ […]

ଚୋରା ଦେଶୀମଦ ବିକି ୨ ଗିରଫ

ବାରଙ୍ଗ,୨୫/୧୨(ଏସ ଏସ ନିଉଜ)ଚୋରା ଦେଶୀମଦ ବିକ୍ରି କରିବା ଅଭିଯୋଗରେ ପୃଥକ ଘଟଣାରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶୁକ୍ରବାର ଗୋଡିସାହି ଫାଣ୍ଡି ଅଧିନସ୍ଥ ସାନମୁଣ୍ଡଳୀ ଗ୍ରାମର ଶ୍ରୀକାନ୍ତ କୁମାର ବେହେରା(୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା।ପୋଲିସ ତା ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିଛି।ସେହିପରି ଫକିରପଡ଼ା ଗ୍ରାମର ପ୍ରକାଶ ଦାସ (୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ସମୟରେ ପୋଲିସ ତାକୁ […]

ଡ୍ରାଗନର ନୂତନ ଚାଲ

୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା । ୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ। ୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି । ୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ । […]

ରାସ୍ତାପ୍ରଶସ୍ତିକରଣ ନାଁରେ ଚାଲିଛି ଗଛକଟା

ବାରଙ୍ଗ,୨୪/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ପଦାସାହି ଗ୍ରାମ ଠାରୁ ଝିଙ୍କରଡ଼ିହ ଗ୍ରାମ ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି।ପଦାସାହି ନିକଟ ଦୟା ଦକ୍ଷିଣ ଶାଖା କେନାଲ ବନ୍ଧ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଛୋଟ ବଡ଼ ମୂଲ୍ୟବାନ ଗଛ ରହିଛି।ବର୍ତ୍ତମାନ ଏହି କେନାଲ ବନ୍ଧରାସ୍ତା ପ୍ରଶସ୍ତିକରଣ ନାଁରେ ଏସବୁ ମୂଲ୍ୟବାନ ଗଛ ସବୁ କଟାଯାଉଛି।ଗୋଟିଏ ପଟେ ବନବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି […]