Browsing category

ଅପରାଧ

 ଲାଗିଲା ୧୪୪ ଧାରା

ବ୍ରହ୍ମପୁର, ୨୧/୧୨(ଏସଏସନିୟୁଜ) ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ବିବାଦ ଏବେ ସାରା ଓଡ଼ିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣା ଦେଇଛନ୍ତି । କାଲି ସନ୍ଧ୍ୟାରେ ସୁମିତଙ୍କ ଘରେ ଧସେଇ ପଶିଥିଲେ ମହିଳା । ତେବେ ସୁରକ୍ଷା ଦୃଷ୍ଟିରୁ ଓ ଘଟଣାସ୍ଥଳରେ ଗହଳି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ୧୪୪ ଧାରା ଜାରି କରିଛି । ବ୍ରହ୍ମାନଗରରେ ୧୪୪ ଧାରା ଜାରି ହୋଇଛି ଓ ସୁମିତଙ୍କ […]

ବଦଳିଲେ ୬ ଏସିପି ଓ ୬ ଇନ୍ସପେକ୍ଟର

ଭୁବନେଶ୍ୱର୨୦/୧୨(ଏସଏସନିଉଜ) ସୋମବାର ଦିନ କମିଶନରେଟ ପୁଲିସରେ ୬ ଥାନାର ଇନ୍ସପେକ୍ଟର ଓ ୬ ଏସିପିଙ୍କୁ ଅଦଳବଦଳ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ଜୋନ୍ -୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭୁବନେଶ୍ୱର ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟାଳୟରେ କାର‌୍ୟ୍ୟରତ ରମେଶ ଚନ୍ଦ୍ର ବିଶୋଇଙ୍କୁ ଜୋନ -୬ର ଏସିପି ଭାବେ ନୂତନ ଦାୟିତ୍ୱ ମିଳିଛି । କମିଶନରେଟ ମୁଖ୍ୟାଳୟରେ ଥିବା ଏସିପି ନାଗାଜୁର୍ନ […]

ତୃତୀୟ ଲହର ସମ୍ଭାବନା ନିଶ୍ଚିତ

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ। ୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ। ୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି। ୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର […]

କେନାଲରୁ ମଣିଷ କଙ୍କାଳ ଉଦ୍ଧାର

ପିପିଲି, ୧୮/୧୧(ଏସଏସନିୟଜ) ପିପିଲି ଥାନାପୋଲିସ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳକୁ ଉଦ୍ଧାର କରିଛି । ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବରଦେବାପରେ ପୋଲିସ ଆସି କଙ୍କାଳକୁ ଜବତ କରିବା ସହିତ ଏହାକୁ କଟକ ଫୋରେନସିକ ଲବୋରେଟୋରୀକୁ ପଠାଇଛି ।ଏହା ପୁରୁଷ ନା ମହିଳାଙ୍କ କଙ୍କାଳ ତାହା ଜଣାପଡିନଥିବାବେଳେ ପୋଲିସ୨୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

୨ ମହିଳା ହାର୍ଡୋକର ମାଓବାଦୀ ମୃତ

ମାଲକାନଗିରି , ୧୮/୧୧(ଏସଏସନିୟଜ) ପୁଲିସ ଏନକାଉଣ୍ଟରରେ ୨ ମହିଳା ହାର୍ଡୋକର ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।ସେମାନେ ହେଲେ ହିଡମେ କୋହରାମ ଏବଂ ପୋଜେ।ହିଡମେ । ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସ ମାଓବାଦୀ ଗୁଳିବିନିମୟ ୨ ମହିଳା ହାର୍ଡୋକର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଦନ୍ତେଵାଡା ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଗଣ୍ଡେରାମ ଜଂଗଲରେ ଚଢାଉ କରିବା ସମୟରେ ନକ୍ସଲ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ […]

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା । ୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ । ୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି । ୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର । ୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – […]

ଚିଲିକାରେ ପକ୍ଷୀ ଶିକାର କରି ଗିରଫହେଲେ ୨

ଚିଲିକା, ୧୫/୧୨(ଏସଏସନିୟୁଜ) ଚିଲିକାରେ ବିଦେଶାଗତ ପକ୍ଷୀ ଶିକାର କରି ୨ ଜଣ ଶିକାରୀ ଗିରଫ ହୋଇଛନ୍ତି ।ସେମାନେହେଲେ ଟାଙ୍ଗୀ ଥାନା ମଙ୍ଗଳା ଯୋଡିର ଭାଗବତ ବେହେରା ଓ ବାହୁଡା ବେହେରା । ମଙ୍ଗଳା ଯୋଡି ଗ୍ରାମ ନିକଟରୁ ୨ ଶିକାରୀଙ୍କୁ ଗିରଫ କରି ତାଙ୍କଠାରୁ ମୃତ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।

୩ ବାଇକ୍ ଆରୋହୀ ମୃତ୍ୟୁ

ଭଦ୍ରକ, ୧୫/୧୨(ଏସଏସନିୟୁଜ) ଭଦ୍ରକ ଜିଲ୍ଲା ସବାରଙ୍ଗ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ଘଟାଇ ଚାଳକ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଦୁଇଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି ।

୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର,୧୫/୧୨(ଏସ ଏସ ନିଉଜ)ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ […]