Browsing category

ଅପରାଧ

ପୁଣି ଲାଗିଲା କଟକଣା

➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]

ବିନା କୋଚିଂରେ ଆଇଏଏସ

➡️୧-ଆଜି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ବାତ୍ୟା ଜୱାଦ୍ : ପ୍ରଥମ ଦିନରେ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ର ଆକଳନ ଓ ଚାଷୀଙ୍କ ସହ କଲେ ଆଲୋଚନା । ➡️୩-ବିନା କୋଚିଂରେ ଆଇଏଏସ ଅଫିସର ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା । ଘର ଚଳାଇବା ପାଇଁ ସେ ଚା’ ବିକିବା […]

ଠେଙ୍ଗା ମାଡ଼ରେ ବଡ଼ଭାଇ ମୃତ

ସମ୍ବଲପୁର, ୧୨/୧୨(ଏସଏସନିୟୁଜ) ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସାନଭାଇର ଠେଙ୍ଗାମାଡରେ ବଡଭାଇ ମୃତ୍ୟୁବରଣ କରିଛି । ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ କାଲୋପଡ଼ା ଗ୍ରାମର ଲକ୍ଷ୍ମଣ କାଲୋ ଓ ତାଙ୍କ ସାନ ଭାଇ ଅରୁଣ କାଲୋଙ୍କ ମଧ୍ୟରେ କୌଣସି କଥାକୁ ନେଇ ଶନିବାର ଅପରାହ୍‌ଣ ରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅରୁଣ ବଡ଼ ଭାଇ ଲକ୍ଷ୍ମଣ ଙ୍କ ମୁଣ୍ଡରେ ଠେଙ୍ଗାରେ ମାଡ଼ କରି ବେହୋସ୍ କରିଦେଇଥିଲେ ।ବେହୋସ ପରେ ମଧ୍ୟ ଲକ୍ଷ୍ମଣ ସେମିତି ପଡିରହିଥିଲା ।ସନ୍ଧ୍ୟାରେ ପଡୋଶି […]

ଗୁଳିକରି ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ଗଞ୍ଜାମ,୧୨/୧୨(ଏସଏସନିୟୁଜ) କୋଦଳା ଥାନା ଅନ୍ତର୍ଗତ ନୂଆଗଡ ରାସ୍ତାରେ ସାଢ଼େ ଗୋଟାଏ ସମୟରେ ଗୁଳିମାଡ ହୋଇଛି ।ଏଥିରେ ହୁମା ଗ୍ରାମର ପୂର୍ବତନ ସେନାଧିକାରୀ ପୁଷ୍ପ ପ୍ରକାଶ ବେହେରା ଗୁରୁତର ଆହତହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିସ୍‌ାପାଇଁ ସ୍ଥାନାନ୍ତର କରାଯାଇଛି। ନିଜର ପୁଅ ପାଇଁ ବୋହୁ ଦେଖିବା ପାଇଁ ପୁଷ୍ପ ପ୍ରକାଶ ବେହେରାଅଙ୍ଗରଗାଁ ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘରକୁ ଯାଇ ଫେରିବା ବାଟରେ ନୂଆଗଡ ଛକ ଠାରେ ଅଙ୍ଗରଗାଁ ପଟରୁ ୩ ଜଣ ଦୁର୍ବୁତ୍ତ ତାଙ୍କୁ ରୋକିଥିଲେ ।ଏହାପରେ […]

ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା…..

➡️୧-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ।ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ । ➡️୨-ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱର ପହଁଚିଲେ କେନ୍ଦ୍ରୀୟ ଟିମ୍ । ଆଜିଠାରୁ ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ । ➡️୩-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ଏହି ବିଜୟ ପରେ […]

ଗୁଳିମାଡ଼ରେ ଗ୍ୟାରେଜ ମେକାନିକ ମୃତ

ନୀଳଗିରି,୧୧/୧୨(ଏସ ଏସ ନିଉଜ) ମର୍ଦ୍ଦରାଜପୁର ଛକରେ ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମେକାନିକ୍ ମୃତୁବରଣ କରିଛି।ମୃତକଙ୍କ ନାମ ଦୀପୁ ବେହେରା ।ଏକାଧିକ ବ୍ୟକ୍ତି ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଛି ।

ହାଣି ଲୁଟିନେଲେ ୩.୭୦ ଲକ୍ଷ

ଗଂଜାମ,୧୧/୧୨(ଏସଏସନିୟୁଜ) ହୁମ୍ମା-କୃଷ୍ଣପ୍ରସାଦ ରାସ୍ତା ଡାଳଖାଇ ନିକଟରେ ରବୀନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୁତମାନେ ୩.୭୦ ଲକ୍ଷ ଲୁଟ କରିନେଇଛନ୍ତି ।ଖବରପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିବା ସହ ଦୁର୍ବୁତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଚି । ଓଆର୍‌୦୭ଏକ୍ସ୪୨୬୯ନଂ ପିକଅପ୍ ଭ୍ୟାନଯୋଗେ ରବୀନ୍ଦ୍ର ଦୋକାନ ସଉଦା କରିବାକୁ କୃଷ୍ଣପ୍ରସାଦରୁ ବ୍ରହ୍ମପୁର ଆସୁଥିଲେ। ପୁରୀ-ଗଂଜାମ ସୀମା ଚିଲିକା ନାଳ ନିକଟରୁ ଦୁଇଟି ବାଇକ୍‌ରେ ୪ଜଣ ଯୁବକ ପିଛାକରି ଡାଳଖାଇ ମନ୍ଦିର ନିକଟରେ […]

୫ ହରିଣ ଚମଡ଼ା ଜବତ, ୨ ଗିରଫ

ପିପିଲି ,୧୧/୧୨(ଏସଏସନିୟୁଜ) ଗତକାଲି ରାତିରେ ପିପିଲି ଛକରେ ଏକ ବଡ଼ଧରଣର ଡିଲ୍ ହେବା ଖବର ପାଇ ଏସ୍‌ଟିଏଫ୍ ଟିମ୍ ସାଦାପୋଷାକରେ ଜଗି ରହିଥିଲେ । ଗୋପ ଥାନା ନିତିଗଡ଼ ଗ୍ରାମର ସୁନୀଲ କୁମାର ପଲେଇ(୨୭) ଓ ବଳଙ୍ଗା ଥାନା କେତକୀପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ(୨୫) ଏକ ବାଇକ୍‌ରେ ୫ଟି ହରିଣ ଚମଡ଼ା ଧରି ପିପିଲି ଓଭରବ୍ରିଜ୍ ତଳକୁ ଆସିଥିବାବେଳେ ଏସ୍‌ଟିଏଫ୍ ଟିମ୍ ତାଙ୍କୁଧରିଥିଲେ । ଜବତ ଚମଡ଼ାଗୁଡ଼ିକର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ […]

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ

ସୋର, ୧୧/୧୨(ଏସଏସନିୟୁଜ) ଗତ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୨ ବାଇକ୍ ଆରୋହୀ ବାଲେଶ୍ବର ଜିଲ୍ଲାର ସୋରଠାରେ ଥିବା ଶ୍ରୀ ମହାବୀର ସର୍ଭିସ୍ ଷ୍ଟେସନ୍ ଇଣ୍ଡିଆନ ଅଏଲ ନାମକ ପେଟ୍ରୋଲ ପମ୍ପରୁ ତେଲ ପକାଇବା ବାହାନାରେ ଲକ୍ଷାଧରକ ଟଙ୍କା ଲୁଟି ନେଇଥରବାର ଜଣାପଡିଛି ।ଲୁଟେରା ଦୁଇଟି ବାଇକରେ ଆସି ତେଲ ପକାଇଥିଲେ ।ଏହିସମୟରେ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ବ୍ୟାଗ ସହ କ୍ୟାସ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ସୋର ଥାନାରେ ଏ […]

ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ

୧-ଜାନୁଆରୀ ୭ ରୁ ୧୭ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏଥର ମଧ୍ୟ ସ୍ଥଗିତ ରଖାଯାଇଛି । ଯେହେତୁ ଧନୁଯାତ୍ରା ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ , ଡିସେମ୍ବର ଗାଇଡ ଲାଇନ ହିସାବରେ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଯଦି ଜାନୁଆରୀ ମାସରେ କିଛି ନୂଆ ଗାଇଡ ଲାଇନ ଆସେ ତେବେ ପୁଣି ଥରେ ଏଥିପାଇଁ ବୈଠକ ବସିବ । ୨-ଅଧିବେଶନରେ […]