Browsing category

ଅପରାଧ

ମହିଳା ଲୁଟେରା ଗିରଫ

ଭୁବନେଶ୍ବର, ୧୯/୧୧(ଏସଏସନିୟୁଜ)ସକାଳେଘରେ କେହିନଥିବାର ସୁଯୋଗରେ ପଶିଗଲେ ।ଘରଭିତରୁ ହଜାରେ ଟଙ୍କା ସହ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ ସହ ଗୁରୁତ୍ୱପୁର୍ଣ କାଗଜ ନେଇ ପଳାଇଯାଇଥିଲେ ।କିନ୍ତୁ ପଡୋଶିମାନେସନ୍ଦେହରେ ଧରିବାପରେ ପକୃତ କଥାଜଣାପଡିଥିଲା ।ଶେଷରେ ନୂଆପଲ୍ଲୀ ପୁଲିସ ହାତରେ ଧରାପଡିଛନ୍ତି ବନଜାରା ବେଶରେ ଭିକ ମାଗୁଥିବା କଣ୍ଢେଇ ଜେନା ।  

ମହିଳା ଭାଙ୍ଗିଲେ ମଦଦୋକାନ,ଫେରିଲା ପୋଲିସ

କେନ୍ଦୁଝର,୧୯/୧୧(ଏସଏସନିୟୁଜ) ମହିଳାମାନେ ଏକାଠିହୋଇ ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ।ମଦଦୋକାନ ଭିତରେ ରହିଥିବା ସମସ୍ତମଦକୁ ବୋହିନେଇ ନଷ୍ଟ କରିଦେଇଛନ୍ତି ।ପୋଲିସ ମହିଳାମାନଙ୍କୁ ବୁଝାସୁଜା କରିବା ପାରେ ମହିଳାମାନେ ନଶୁଣୀବରୁ ପୋଲିସ ନିରାଶ ହୋଇ ଫେରିଆସିବା ଘଟଣା ଏବେ ଚର୍ଚ୍ଚା ଧରିଛି ।ଏଭିଭଳି ଘଟଣା ଗୁରୁବାରଦିନ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବାଂଶପାଳ ବ୍ଲକରେ ଆଞ୍ଚଳିକ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଚାଲୁ ରହିଛି। […]

କୁବେର ସରକାରୀ ବାବୁ

୧-ନଭେମ୍ବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ । ୨-ବଙ୍ଗୋପସାଗରରେ ଅବପାତ, ଉପକୂଳ ଆନ୍ଧ୍ରରେ ବଢୁଛି ବର୍ଷା, ଉପୁଜିଛି ବନ୍ୟା ଭଳି ପରିସ୍ଥିତି । ୩-କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ୪-୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ୫-ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି । ୬-ମମିତା ହତ୍ୟା ମାମଲା : ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ […]

ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ଉତେଜନା

ଗଞ୍ଜାମ, ୧୮/୧୧(ଏସଏସନିୟୁଜ) ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ହିଞ୍ଜିଳିକାଟୁ ଥାନା ଅର୍ନ୍ତଗତ ଜାନିନଗର ସାହି ଓ ଧୋବା ସାହି ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।ଖବରପାଇ ପୋଲିସ ଦୁଇ ପ୍ଲାଟୁନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଛି ।ଆଙ୍କୋରଡା ଗାଁରେ ମା’ ମହୁରୀକାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଘଟ ଓ ପଟୁଆର ବୁଲିଥିଲା । ଜାନି ନଗର ସାହିରେ ଠାକୁରାଣୀ ପୂଜା ସରିବା ପରେ ଘଟ ପରିକ୍ରମା ପାଇଁ ବଡ ପଟୁଆର ବାହାରିଥିଲା । ଜାନି ନଗର ସାହି […]

ଫୁଟିଲା ଟାୟାର, ଛିଣ୍ଡିଲା ୨ ହାତ

ନୀଳଗିରି, ୧୮/୧୧(ଏସଏସନିୟୁଜ) ଆଜି ସନ୍ଧ୍ୟାରେ ପିକ୍‌-ଅପ୍ ଭ୍ୟାନ୍‌ର ଟାୟାର ବିସ୍ଫୋରଣ ହୋଇ ପାଖରେ ଛିଡାହୋଇଥିବା ଜଣେ ନାବାଳକର ୨ଟି ହାତ ଛିଣ୍ଡି ପଡ଼ିଥିବା ବେଳେ ମୁହଁ ଗଭୀର ଭାବେ କ୍ଷତବିକ୍ଷତ ହୋଇଛି।ଗୁରୁତର ଆହତ ହୋଇଥିବା ନାବାଳକକୁ ଚିକିସ୍‌ାପାଇଁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳ‌ୟ ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ନିକଟ ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଟାୟାର ଦୋକାନରେ ନାବାଳକ ଜଣଙ୍କ ଛିଡା ହୋଇଥିଲା […]

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର, ୧୮/୧୧(ଏସଏସନିୟୁଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଏକାକାଳିନ ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ୪ଟି ଟିମ୍ ଚଢ଼ାଉ ଜାରିରଖିଛି ।ସେହିଭଳିଭାବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।ତାଙ୍କ ଘର […]

ଏସଟିଏଫ୍ ହାତରେ ଧରାପଡିଲେ ଜୀବନ୍ତ ବଜ୍ରକାପ୍ତା

ବାଲିଗୁଡ଼ା,୧୮/୧୧(ଏସଏସନିୟୁଜ) ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବାବେଳେ ଏସଟିଏଫ୍ ଟିମ୍ ହାତରେ ଧରାପଡିଛି ।ଘଟଣାସ୍ଥଳରୁ ବନବିଭାଗ ଓ ଏସଟିଏଫ୍ ଟିମ୍ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ନାମକ ଚାଲାଣକାରୀ ୨ ଜଣଙ୍କୁ ଗିରଫ କରିଛିା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଫରେଷ୍ଟ ଡିଭିଜନ୍ ଅଧୀନରେ ଥିବା ଜାତୀୟ ରାଜପଥ-୫୯ରେ ଜାକିକିଆ ଗାଁ ନିକଟରେ ବନବିଭାଗ ଓ ଏସଟିଏଫ୍ ଟିମ୍ ମିଳିତଭାବେ ଚଢ଼ାଉ କରିଥିଲେ।

୩ ମୋବାଇଲ ଚୋରକୁ ଧରିଲା ପୋଲିସ

ଚୌଦ୍ୱାର, ୧୭/୧୧(ଏସଏସନିୟୁଜ)ଜଣଙ୍କର ମୋବାଲଫୋନ ଓ ପର୍ସ ଝରକାବାଟେ ନେଇଯାଇଥିବାବେଳେ ଅନ୍ୟଦୁଇଜଣଙ୍କର ମୋବାଇଲ ଫୋନ ଚୋରୀ ହୋଇଥିବାର ଚୈାଦ୍ୱାରଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ତଦନ୍ତ କରି ନଖରା ହରିଜନ ସାହିର ପ୍ରହଲ୍ଲାଦ ମଲ୍ଲିକ ଓରଫ୍ ବଳିଆ,ବିକାଶ ମଲ୍ଲିକ ଓ ଚୌଦ୍ୱାର ବଉଳେଇସାହିର ଅଭିମନ୍ୟୁ ବେହେରା ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ୩ଟି ଭିନ୍ନ ଭିନ୍ନ କଂପାନୀର ଦାମୀ ମୋବାଇଲ ଜବତ ମଧ୍ୟ କରିଛି ।

ଠେଙ୍ଗା ବାଡିଧରି ଆକ୍ରମଣ

୧-CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ । ୨-ମହାମାରୀ ସମୟରେ ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର: ବିଦ୍ୟାଳୟ ଖୋଲିବା ସହ ପିଲାଙ୍କର ମାନସିକ ସ୍ଥିତି ସୁଧାରିବା ଜରୁରୀ । ୩-ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା । ୪-ପୁଣି ଅଭିଯୋଗ ଆଣିଲେ ନବାବ ମଲ୍ଲିକ, […]

ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

୧-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ । ୨-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ । ୩-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ । ୪-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର […]